Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ରାଜ୍ୟରେ ୧୫ ଶହ ତଳେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ସଂକ୍ରମିତ
ଆଜିର ଖବର

ଆଜି ରାଜ୍ୟରେ ୧୫ ଶହ ତଳେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

February 10, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଗତକାଲି ରାଜ୍ୟରେ ୧ ହଜାର ୭୧୨ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧ ହଜାର ୪୮୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୩୩୪ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୮୬୨ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୬୧୮  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୭୨

ବାଲେଶ୍ଵର ଜିଲ୍ଲାରୁ- ୩୪

ବରଗଡ ଜିଲ୍ଲାରୁ- ୨୫

ଭଦ୍ରକ ଜିଲ୍ଲାରୁ- ୨୦

ବଲାଙ୍ଗୀରି ଜିଲ୍ଲାରୁ- ୩୭

ବୌଦ୍ଧ ଜିଲ୍ଲାରୁ- ୩୬

କଟକ ଜିଲ୍ଲାରୁ– ୧୩୩

ଦେବଗଡ ଜିଲ୍ଲାରୁ- ୨୭

ଢେଙ୍କାନାଳ ଜିଲ୍ଲାରୁ- ୧୩

ଗଜପତି ଜିଲ୍ଲାରୁ- ୪୩

ଗଞ୍ଜାମ ଜିଲ୍ଲାରୁ- ୨୭

ଜଗତସିଂହପୁର ଜିଲ୍ଲାରୁ- ୪୩

ଯାଜପୁର ଜିଲ୍ଲାରୁ- ୭୩

ଝାରସୁଗୁଡା ଜିଲ୍ଲାରୁ- ୩୯

କଳାହାଣ୍ଡି ଜିଲ୍ଲାରୁ- ୪୧

କନ୍ଧମାଳ ଜିଲ୍ଲାରୁ- ୧୨

କେନ୍ଦ୍ରାପଡା ଜିଲ୍ଲାରୁ- ୪୯

କେନ୍ଦୁଝର ଜିଲ୍ଲାରୁ- ୩୪

ଖୋର୍ଦ୍ଧା ଜିଲ୍ଲାରୁ- ୧୬୩

କୋରାପୁଟ ଜିଲ୍ଲାରୁ- ୫୮

ମାଲକାନଗିରି ଜିଲ୍ଲାରୁ- ୩

ମୟୂରଭଞ୍ଜ ଜିଲ୍ଲାରୁ- ୪୦

ନବରଙ୍ଗପୁର ଜିଲ୍ଲାରୁ- ୩୫

ନୟାଗଡ ଜିଲ୍ଲାରୁ- ୫୯

ନୂଆପଡା ଜିଲ୍ଲାରୁ- ୫୭

ପୁରୀ ଜିଲ୍ଲାରୁ- ୩୭

ରାୟଗଡା ଜିଲ୍ଲାରୁ- ୪୭

ସମ୍ବଲପୁର ଜିଲ୍ଲାରୁ- ୨୧

ସୋନପୁର ଜିଲ୍ଲାରୁ- ୨୭

ସୁନ୍ଦରଗଡ ଜିଲ୍ଲାରୁ- ୧୩୯

ଷ୍ଟେଟ ପୁଲରୁ- ୩୬

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୩ ହଜାର ୩ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୪୮ ହଜାର ୧୫୨ ଏବଂ ବର୍ତ୍ତମାନ ୧୫ ହଜାର ୯୮୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଅଭ୍ୟାସ ସମୟରେ ମୁହାଁମୁହିଁ ହେଲେ ଭାରତ-ପାକିସ୍ତାନ ଖେଳାଳି: ଜାଣନ୍ତୁ କ’ଣ ହେଲା?

September 9, 2025

ବ୍ୟାଟେରୀ ମିନେରାଲ୍ସ ଭାଲ୍ୟୁଚେନ୍ ଉପରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆରମ୍ଭ

September 9, 2025

ନିଶା ମୁକ୍ତ ଭାରତ ଗଠନ ଲକ୍ଷ୍ୟ ନେଇ ବିଜେପି ପକ୍ଷରୁ ନମୋ ଯୁବ ଗଣଦୌଡ଼

September 9, 2025

ଟାଇମ୍ସ ବିଜିନେସ୍ ଆୱାର୍ଡ ବିହାରରେ ସୋଆ ଏବଂ ଆଇଟିିଇଆର ସମ୍ମାନିତ

September 9, 2025
Latest News

ଅଭ୍ୟାସ ସମୟରେ ମୁହାଁମୁହିଁ ହେଲେ ଭାରତ-ପାକିସ୍ତାନ ଖେଳାଳି: ଜାଣନ୍ତୁ କ’ଣ ହେଲା?

September 9, 2025

ବ୍ୟାଟେରୀ ମିନେରାଲ୍ସ ଭାଲ୍ୟୁଚେନ୍ ଉପରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆରମ୍ଭ

September 9, 2025

ନିଶା ମୁକ୍ତ ଭାରତ ଗଠନ ଲକ୍ଷ୍ୟ ନେଇ ବିଜେପି ପକ୍ଷରୁ ନମୋ ଯୁବ ଗଣଦୌଡ଼

September 9, 2025

ଟାଇମ୍ସ ବିଜିନେସ୍ ଆୱାର୍ଡ ବିହାରରେ ସୋଆ ଏବଂ ଆଇଟିିଇଆର ସମ୍ମାନିତ

September 9, 2025

ଭାରତ ଓ ଇସ୍ରାଏଲ ସରକାରଙ୍କ ମଧ୍ୟରେ ଦ୍ୱିପାକ୍ଷିକ ନିବେଶ ଚୁକ୍ତିନାମା ସ୍ବାକ୍ଷରିତ

September 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.