ଭୁବନେଶ୍ବର: ଗତକାଲି ରାଜ୍ୟରେ ୧ ହଜାର ୭୧୨ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧ ହଜାର ୪୮୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୩୩୪ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୮୬୨ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୬୧୮ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୭୨
ବାଲେଶ୍ଵର ଜିଲ୍ଲାରୁ- ୩୪
ବରଗଡ ଜିଲ୍ଲାରୁ- ୨୫
ଭଦ୍ରକ ଜିଲ୍ଲାରୁ- ୨୦
ବଲାଙ୍ଗୀରି ଜିଲ୍ଲାରୁ- ୩୭
ବୌଦ୍ଧ ଜିଲ୍ଲାରୁ- ୩୬
କଟକ ଜିଲ୍ଲାରୁ– ୧୩୩
ଦେବଗଡ ଜିଲ୍ଲାରୁ- ୨୭
ଢେଙ୍କାନାଳ ଜିଲ୍ଲାରୁ- ୧୩
ଗଜପତି ଜିଲ୍ଲାରୁ- ୪୩
ଗଞ୍ଜାମ ଜିଲ୍ଲାରୁ- ୨୭
ଜଗତସିଂହପୁର ଜିଲ୍ଲାରୁ- ୪୩
ଯାଜପୁର ଜିଲ୍ଲାରୁ- ୭୩
ଝାରସୁଗୁଡା ଜିଲ୍ଲାରୁ- ୩୯
କଳାହାଣ୍ଡି ଜିଲ୍ଲାରୁ- ୪୧
କନ୍ଧମାଳ ଜିଲ୍ଲାରୁ- ୧୨
କେନ୍ଦ୍ରାପଡା ଜିଲ୍ଲାରୁ- ୪୯
କେନ୍ଦୁଝର ଜିଲ୍ଲାରୁ- ୩୪
ଖୋର୍ଦ୍ଧା ଜିଲ୍ଲାରୁ- ୧୬୩
କୋରାପୁଟ ଜିଲ୍ଲାରୁ- ୫୮
ମାଲକାନଗିରି ଜିଲ୍ଲାରୁ- ୩
ମୟୂରଭଞ୍ଜ ଜିଲ୍ଲାରୁ- ୪୦
ନବରଙ୍ଗପୁର ଜିଲ୍ଲାରୁ- ୩୫
ନୟାଗଡ ଜିଲ୍ଲାରୁ- ୫୯
ନୂଆପଡା ଜିଲ୍ଲାରୁ- ୫୭
ପୁରୀ ଜିଲ୍ଲାରୁ- ୩୭
ରାୟଗଡା ଜିଲ୍ଲାରୁ- ୪୭
ସମ୍ବଲପୁର ଜିଲ୍ଲାରୁ- ୨୧
ସୋନପୁର ଜିଲ୍ଲାରୁ- ୨୭
ସୁନ୍ଦରଗଡ ଜିଲ୍ଲାରୁ- ୧୩୯
ଷ୍ଟେଟ ପୁଲରୁ- ୩୬
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୩ ହଜାର ୩ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୪୮ ହଜାର ୧୫୨ ଏବଂ ବର୍ତ୍ତମାନ ୧୫ ହଜାର ୯୮୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।