Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହେଲିକପ୍ଟର ଓହ୍ଲାଇବାକୁ ଅନୁମତି ନଦେବାରୁ କଲେକ୍ଟରଙ୍କୁ ଶିବରାଜ ଚୌହାନଙ୍କ ଧମକ
ଆଜିର ଖବର

ହେଲିକପ୍ଟର ଓହ୍ଲାଇବାକୁ ଅନୁମତି ନଦେବାରୁ କଲେକ୍ଟରଙ୍କୁ ଶିବରାଜ ଚୌହାନଙ୍କ ଧମକ

April 25, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ହେଲିକପ୍ଟରକୁ ଓହ୍ଲାଇବାକୁ ଅନୁମତି ନଦେବାରୁ କଲେକ୍ଟରଙ୍କୁ ଧମକପୂର୍ଣ୍ଣ ଚେତାବନୀ ଦେଇଛନ୍ତି। ବୁଧବାର ଶିବରାଜ ଏକ ରାଲିରେ ଯୋଗ ଦେବା ପାଇଁ ଉମେର୍ଥରେ ଓହ୍ଲାଇବାର ଥିଲା। ୫ଟାରେ ଶିବରାଜଙ୍କ ହେଲିକପ୍ଟର ଲ୍ୟାଣ୍ଡିଂର ସମୟ ରହିଥିବା ବେଳେ ଏହି ସମୟ ମଧ୍ୟରେ ଶିବରାଜ ପହଞ୍ଚି ପାରି ନଥିଲେ । ୫.୩୦ରେ ଶିବରାଜ ପହଞ୍ଚିବା ପରେ ଶିବରାଜଙ୍କୁ ଓହ୍ଲାଇବାର ଅନୁମତି ଦେବାକୁ ଜିଲ୍ଲାପାଳ ମନା କରି ଦେଇଥିଲେ। ଏହି ଘଟଣା ପରେ ବୁଧବାର ବିଳମ୍ବିତ ରାତ୍ରରେ ଏକ ଟ୍ବିଟ୍‌ ଜରିଆରେ ଉକ୍ତ କଲେକ୍ଟରଙ୍କୁ ଧମକ ଦେଇଛନ୍ତି। ଶିବରାଜ କହିଛନ୍ତି, ଆସନ୍ତା ୫ ବର୍ଷରେ ମୁଁ କ୍ଷମତାକୁ ଆସିଲେ ଆପଣଙ୍କ ଅବସ୍ଥା କଣ ହେବ। ସେ କହିଛନ୍ତି, କମଳ ନାଥ ବର୍ତ୍ତମାନ କ୍ଷମତା ମୋହରେ ସରକାରୀ କଳର ବ୍ୟବହାର କରୁଛନ୍ତି ଯାହାକି ଗ୍ରହଣୀୟ ନୁହେଁ। ଏହି ଟ୍ବିଟ୍‌ରେ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ହରିୟାଣା ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ମଧ୍ୟ ସମାଲୋଚନା କରିଥିଲେ। ସେ କହିଥିଲେ ପୂର୍ବରୁ ମମତା ମଧ୍ୟ ମୋ ହେଲିକପ୍ଟର ଓହ୍ଲାଇବାର ଅନୁମତି ଦେଇନଥିବା ବେଳେ ବର୍ତ୍ତମାନ କମଳନାଥ ମଧ୍ୟ ସମାନ ଭୁଲ୍‌ କରିଛନ୍ତି। ମମତା ପ୍ରଥମେ ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟରକୁ ଓହ୍ଲାଇବାକୁ ଅନୁମତି ଦେଇନଥିବା ବେଳେ ପରେ ଶାହାନଓ୍ବାଜ ହୁସେନ୍‌ ଏବଂ ଚୌହାନଙ୍କ ହେଲିକପ୍ଟରକୁ ଅନୁମତି ଦେଇନଥିଲେ।

helicaptor thesamikhsya threaten
Share. Facebook Twitter LinkedIn Email WhatsApp Copy Link

Related Posts

ଉନମୋଚିତ ହେଲା ରାଜନେତା ନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ ‘ସମୟ ସାକ୍ଷୀ’

July 2, 2026

ଗଜପତିରେ ଆନ୍ତଃରାଜ୍ୟ ଯୁବତୀ ଚୋରାଚାଲାଣ ରାକେଟ୍‌ର ପର୍ଦ୍ଦାଫାଶ, ୭ ଯୁବତୀ ଉଦ୍ଧାର; ୨ ଦଲାଲ ଗିରଫ

July 2, 2026

ହ୍ବାଟ୍‌ସଆପ୍‌ର ‘ୟୁଜରନେମ୍‌’ ଫିଚରକୁ ନେଇ ବଢ଼ିଲା ଚିନ୍ତା: କାହିଁକି ରୋକ ଲଗାଇବାକୁ କହିଲେ କେନ୍ଦ୍ର ସରକାର?

July 2, 2026

ଜୟଦେବ ବିହାର–ନନ୍ଦନକାନନ ରାସ୍ତାରେ ୬ଟି ଫ୍ଲାଏଓଭର ନିର୍ମାଣକୁ ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

July 2, 2026
Latest News

କିଏ ସେହି ଲାଲଜୀ ଦେଶାଇ, ଯିଏ ଓଡିଶା ପ୍ରଦେଶ କଂଗ୍ରେସର ହେଲେ ନୂଆ ପ୍ରଭାରୀ

July 2, 2026

ଉନମୋଚିତ ହେଲା ରାଜନେତା ନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ ‘ସମୟ ସାକ୍ଷୀ’

July 2, 2026

ରାଜ୍ୟ କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି, ୮ ବିଭାଗର ୧୨ ପ୍ରସ୍ତାବକୁ ମଞ୍ଜୁରି

July 2, 2026

‘ଜ୍ଞାନୋଦୟ–ଶିକ୍ଷାରୁ ସମୃଦ୍ଧି’: ଓଡ଼ିଶାରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାର ନୂଆ ଅଧ୍ୟାୟ

July 2, 2026

ଗଜପତିରେ ଆନ୍ତଃରାଜ୍ୟ ଯୁବତୀ ଚୋରାଚାଲାଣ ରାକେଟ୍‌ର ପର୍ଦ୍ଦାଫାଶ, ୭ ଯୁବତୀ ଉଦ୍ଧାର; ୨ ଦଲାଲ ଗିରଫ

July 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.