Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ରାଜ୍ୟରେ ଚିହ୍ନଟ ହେଲେ ୨୫୧ କରୋନା ଆକ୍ରାନ୍ତ, ଜାଣନ୍ତୁ ରାଜ୍ୟରେ କେଉଁ ଜିଲ୍ଲାରେ କେତେ ସଂକ୍ରମିତ
ଆଜିର ଖବର

ଆଜି ରାଜ୍ୟରେ ଚିହ୍ନଟ ହେଲେ ୨୫୧ କରୋନା ଆକ୍ରାନ୍ତ, ଜାଣନ୍ତୁ ରାଜ୍ୟରେ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

February 27, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଗତକାଲି ରାଜ୍ୟରେ ୨୯୩ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୨୫୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୮୩ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୪୬ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୦୫  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୨୫

ବାଲେଶ୍ଵର ଜିଲ୍ଲାରୁ-୮

ଭଦ୍ରକ ଜିଲ୍ଲାରୁ- ୧

ବଲାଙ୍ଗୀରି ଜିଲ୍ଲାରୁ- ୨

ବୌଦ୍ଧ ଜିଲ୍ଲାରୁ- ୪

କଟକ ଜିଲ୍ଲାରୁ- ୨

ଗଜପତି ଜିଲ୍ଲାରୁ- ୨୬

ଗଞ୍ଜାମ ଜିଲ୍ଲାରୁ- ୫

ଜଗତସିଂହପୁର ଜିଲ୍ଲାରୁ- ୩

ଯାଜପୁର ଜିଲ୍ଲାରୁ- ୨୧

ଝାରସୁଗୁଡା ଜିଲ୍ଲାରୁ- ୨୫

କଳାହାଣ୍ଡି ଜିଲ୍ଲାରୁ- ୧

କନ୍ଧମାଳ ଜିଲ୍ଲାରୁ- ୨

କେନ୍ଦ୍ରାପଡା ଜିଲ୍ଲାରୁ- ୭

ଖୋର୍ଦ୍ଧା ଜିଲ୍ଲାରୁ- ୩୩

କୋରାପୁଟ ଜିଲ୍ଲାରୁ- ୫

ମୟୂରଭଞ୍ଜ ଜିଲ୍ଲାରୁ- ୧୧

ନବରଙ୍ଗପୁର ଜିଲ୍ଲାରୁ- ୨

ନୟାଗଡ ଜିଲ୍ଲାରୁ- ୧

ପୁରୀ ଜିଲ୍ଲାରୁ- ୩

ରାୟଗଡା ଜିଲ୍ଲାରୁ- ୧

ସମ୍ବଲପୁର ଜିଲ୍ଲାରୁ- ୨୩

ସୋନପୁର ଜିଲ୍ଲାରୁ- ୧

ସୁନ୍ଦରଗଡ ଜିଲ୍ଲାରୁ- ୧୧

ଷ୍ଟେଟ ପୁଲରୁ- ୮

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୪ ହଜାର ୮୬୭ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୨ ହଜାର ୯୨୨ ଏବଂ ବର୍ତ୍ତମାନ ୨ ହଜାର ୮୨୮ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

କରୋନା ଆକ୍ରାନ୍ତ କେତେ ସଂକ୍ରମିତ କ୍ୱାରେଣ୍ଟାଇନ ସ୍ଥାନୀୟ ସଂକ୍ରମିତ
Share. Facebook Twitter LinkedIn Email WhatsApp Copy Link

Related Posts

ଆଧାର ନମ୍ବରରୁ ଜଣାପଡ଼ିବ କି ଆପଣଙ୍କ ବ୍ୟାଙ୍କ ବାଲାନ୍ସ? ଦୂର କରନ୍ତୁ ଦ୍ୱନ୍ଦ୍ୱ

October 26, 2026

ଦେବଦତ୍ତ ପଡିକ୍କଲ ୧୯୯ରେ ଆଉଟ୍: ଅମ୍ପାୟାରଙ୍କ କାରଣରୁ ‘ଡବଲ୍ ସେଞ୍ଚୁରୀ’ରୁ ବଞ୍ଚିତ

October 26, 2026

୫୦୦ କୋଟି ଟଙ୍କାର ଅଡିଓ କ୍ଲିପ୍ ବିବାଦ: ଇଡି ତଦନ୍ତ ଦାବି କଲେ ସଞ୍ଜୟ ରାଉତ

October 26, 2026

ବ୍ୟାଙ୍କିଂ ସିଷ୍ଟମରେ ବଡ଼ ହଲଚଲ! ୩ ଦିନରେ ଗାଏବ ₹୧୩.୯୬ କୋଟି, ଗ୍ରାହକଙ୍କ ଟଙ୍କା ସୁରକ୍ଷିତ ତ?

October 26, 2026
Latest News

ଆଧାର ନମ୍ବରରୁ ଜଣାପଡ଼ିବ କି ଆପଣଙ୍କ ବ୍ୟାଙ୍କ ବାଲାନ୍ସ? ଦୂର କରନ୍ତୁ ଦ୍ୱନ୍ଦ୍ୱ

October 26, 2026

ଦେବଦତ୍ତ ପଡିକ୍କଲ ୧୯୯ରେ ଆଉଟ୍: ଅମ୍ପାୟାରଙ୍କ କାରଣରୁ ‘ଡବଲ୍ ସେଞ୍ଚୁରୀ’ରୁ ବଞ୍ଚିତ

October 26, 2026

ଏଆଇ ପାଇଁ କ୍ଲାଉଡ୍‌ ବ୍ୟବସାୟର ସ୍ୱଳ୍ପମିଆଦୀ କ୍ଷତିକୁ ସ୍ୱୀକାର କଲେ ସୁନ୍ଦର ପିଚାଇ

October 26, 2026

୫୦୦ କୋଟି ଟଙ୍କାର ଅଡିଓ କ୍ଲିପ୍ ବିବାଦ: ଇଡି ତଦନ୍ତ ଦାବି କଲେ ସଞ୍ଜୟ ରାଉତ

October 26, 2026

ବ୍ୟାଙ୍କିଂ ସିଷ୍ଟମରେ ବଡ଼ ହଲଚଲ! ୩ ଦିନରେ ଗାଏବ ₹୧୩.୯୬ କୋଟି, ଗ୍ରାହକଙ୍କ ଟଙ୍କା ସୁରକ୍ଷିତ ତ?

October 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.