Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜଳସେଚନ ସହାୟକ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ, ଲାଗିଛନ୍ତି ୩ ଜଣ ଡିଏସପି, ୫ ଇନସ୍ପେକ୍ଟର
ଆଜିର ଖବର

ଜଳସେଚନ ସହାୟକ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ, ଲାଗିଛନ୍ତି ୩ ଜଣ ଡିଏସପି, ୫ ଇନସ୍ପେକ୍ଟର

March 22, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଜଳସେଚନ ସହାୟକ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ, ଲାଗିଛନ୍ତି ୩ ଜଣ ଡିଏସପି, ୫ ଇନସ୍ପେକ୍ଟର

କଟକ: ଆଜି ସକାଳୁ ଭିଜିଲାନ୍ସ ବିଭାଗ ଜଣେ ସହାୟକ ଯନ୍ତ୍ରୀଙ୍କ ଘରେ ଚଢାଉ କରିଛନ୍ତି। ଆୟବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଛି। ସେ ହେଉଛନ୍ତି ବୈତରଣୀ ଜଳସେଚନ ବିଭାଗର ସହାୟକ ଯନ୍ତ୍ରୀ ଉମେଶ କୁମାର ଶାସନୀ।

ଏହି ଚଢାଉରେ ୩ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର, ୩ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଏକକାଳିନ କେଉଁଝର, ଭଦ୍ରକ, ଯାଜପୁର ଏବଂ ଖୋର୍ଧା ଜିଲ୍ଲାର ୮ ଟି ସ୍ଥାନରେ ଏହି ଚଢାଉ ଜାରୀ ରହିଛି। ସେଗୁଡିକ ହେଲା

1-ସରକାର ଜଳସେଚନ କଲୋନୀର କ୍ୱାର୍ଟର୍ ନଂ 2RA / 2, ସାଳପଡା ଜିଲ୍ଲା- କେଉଁଝର

2-ଜଳସେଚନ ଅଫିସ, ସାଳପଡା ଜିଲ୍ଲା- କେଉଁଝର

3-ଭଦ୍ରକ ଟାଉନ୍ ଅପର୍ତ୍ତିବିନ୍ଧାଠାରେ ଥିବା ଏକ ମହଲା ବିଶିଷ୍ଟ ଆବାସିକ ଘର

4-ଫ୍ଲାଟ ନଂ 303 ଶ୍ୟାମ ଏନକ୍ଲେଭ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର,

5- କେଉଁଝରର ନନ୍ଦିପୁର ଥାନା ଅନ୍ତର୍ଗତ ନିଜ ଗାଁ ବେତାରି ଘର

6-ଯାଜପୁର କୁଆଖିଆ ଥାନା ଅଧୀନରେ ଥିବା ମଠସାହିରେ ସମ୍ପର୍କୀୟଙ୍କ ଘର

7-ପ୍ଲଟ୍ ନଂ 1049, ଖତା ନଂ 704/534, ମାଉଜା ଏବଂ PS ବାଲିଅନ୍ତା, ଜିଲ୍ଲା-ଖୋର୍ଦ୍ଧା ରେ ଥିବା ଏକ ଆଉଟ୍ ହାଉସ୍

8- ପ୍ଲଟ୍ ନଂ 11, ଖାତା ନଂ 159, ମାଉଜା- ସୁଦୁସୁଦିଆ, ଥାନା- ଆନନ୍ଦପୁର, ଜିଲ୍ଲା- କେଉଁଝରରେ ଥିବା ଅନ୍ୟ ଏକ ଆଉଟ-ହାଉସ୍

ଭିଜିଲାନ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Latest News

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.