Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଘୁଞ୍ଚିଲା JEE Main ପରୀକ୍ଷା, ଘୋଷଣା ହେଲା ନୂଆ ତାରିଖ, ଜାଣନ୍ତୁ କେବେ
ଆଜିର ଖବର

ଘୁଞ୍ଚିଲା JEE Main ପରୀକ୍ଷା, ଘୋଷଣା ହେଲା ନୂଆ ତାରିଖ, ଜାଣନ୍ତୁ କେବେ

April 7, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଘୁଞ୍ଚିଲା ଜେଇଇ ମେନ ପରୀକ୍ଷା, ଘୋଷଣା ହେଲା ନୂଆ ତାରିଖ, ଜାଣନ୍ତୁ କେବେ

JEE MAIN: ଜେଇଇ ମେନ ପରୀକ୍ଷା ସେସନ-1 ଏବଂ ସେସନ-2 ପରୀକ୍ଷା ତାରିଖରେ କରାଯାଇଛି ପରିବର୍ତ୍ତନ। ପୂର୍ବରୁ ମାର୍ଚ୍ଚ 14 ତାରିଖରେ ଯେଉଁ ଘୋଷଣା କରାଯାଇଥିଲା ସେଥିରେ ଏହି ପରିବର୍ତ୍ତନ କରାଯାଇଛି। ଅନେକ ଛାତ୍ରଛାତ୍ରୀ ଏହି ପରୀକ୍ଷା ତାରିଖକୁ ନେଇ ପ୍ରଶ୍ନ ଉଠାଇବାରୁ ନ୍ୟାସନାଲ ଟେଷ୍ଟ ଏଜନେସ ଏହି ନିଷ୍ପତି ଗ୍ରହଣ କରିଛି।

ନୂଆ ନିଷ୍ପତି ଅନୁସାରେ ଜେଇଇ ମେନ ସେସନ-1 ପରୀକ୍ଷା ଜୁନ 20, 21, 22, 23, 24, 25, 26, 27, 28, ଏବଂ 29 ତାରିଖରେ କରାଯିବ। ପୂର୍ବରୁ ଏହି ପରୀକ୍ଷା ଏପ୍ରିଲ 21, 24, 25,29 ଏବଂ ମେ 1, 4 ତାରିଖରେ ଅନୁଷ୍ଠିତ ହେବ ବୋଲି କୁହାଯାଇଥିଲା।

ସେହିପରି ସେସନ-2 ପରୀକ୍ଷା ଜୁଲାଇ 1, 22, 23, 24, 25, 26, 27, 28, 29 ଏବଂ 30 ତାରିଖରେ କରାଯିବ। ପୂର୍ବରୁ ଏହି ପରୀକ୍ଷା ମେ 24, 25, 26, 27, 28 ଏବଂ 29 ତାରିଖରେ କରାଯିବ ବୋଲି ଘୋଷଣା କରାଯାଇଥିଲା।

JEE EXAM JEE Main Exam ଜେଇଇ ମେନ ପରୀକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ଟାଉନ୍ ଶାଖା ଚଣ୍ଡିଚୁଆ ନୁତନ ଷ୍ଟେଟ୍ ବ୍ୟାଙ୍କର ଶୁଭାରମ୍ଭ

March 13, 2026

ଓଡ଼ିଶାରେ କେତୋଟି ଆକାଶବାଣୀ କେନ୍ଦ୍ର କାର୍ଯ୍ୟ କରୁଛି?: ସଂସଦରେ ଉତ୍ତର ଦେଲେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ

March 13, 2026

ରବିନ୍ଦ୍ର ଜେନାଙ୍କୁ ନେଇ ବାଲେଶ୍ବର ରାଜନୀତି ତାତିଲା, ବିଜେପି ଛାଡିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ

March 13, 2026

ଭାରତର ଦୀର୍ଘକାଳୀନ ଇନ୍ଧନ ରଣନୀତି: ସାମ୍ପ୍ରତିକ ସଂକଟ ମୁକାବିଲାରେ ହୋଇଛି ସହାୟକ

March 13, 2026
Latest News

ଖୋର୍ଦ୍ଧା ଟାଉନ୍ ଶାଖା ଚଣ୍ଡିଚୁଆ ନୁତନ ଷ୍ଟେଟ୍ ବ୍ୟାଙ୍କର ଶୁଭାରମ୍ଭ

March 13, 2026

ଓଡ଼ିଶାରେ କେତୋଟି ଆକାଶବାଣୀ କେନ୍ଦ୍ର କାର୍ଯ୍ୟ କରୁଛି?: ସଂସଦରେ ଉତ୍ତର ଦେଲେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ

March 13, 2026

ରବିନ୍ଦ୍ର ଜେନାଙ୍କୁ ନେଇ ବାଲେଶ୍ବର ରାଜନୀତି ତାତିଲା, ବିଜେପି ଛାଡିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ

March 13, 2026

ଭାରତର ଦୀର୍ଘକାଳୀନ ଇନ୍ଧନ ରଣନୀତି: ସାମ୍ପ୍ରତିକ ସଂକଟ ମୁକାବିଲାରେ ହୋଇଛି ସହାୟକ

March 13, 2026

ଭୁବନେଶ୍ବରରେ ଆସୋଚାମ୍ ଇଣ୍ଡିଆ ମାଇନ୍ସ ଆଣ୍ଡ ମିନେରାଲ୍ସ କନକ୍ଲେଭ୍ ୨୦୨୬ ଆରମ୍ଭ

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.