ବେଆଇନ କୋଇଲା ଖନନ ସମୟରେ ବଡ଼ ଦୁର୍ଘଟଣା: ୧୨ରୁ ଅଧିକ ଲୋକ ଫସି ରହିଥିବା ଆଶଙ୍କା

Published: Apr 21, 2022, 2:07 pm IST

ରାଞ୍ଚି: ଏକ ବଡ଼ ଦୁର୍ଘଟଣାର ଖବର ଝାଡଖଣ୍ଡର ଧାନବାଦରୁ ଆସିଛି। ଧାନବାଦ ନିକଟରେ ଏକ କୋଇଲା ଖଣିରେ ଖନନ ବେଳେ ଭୂସ୍ଖଳନ ହୋଇପଡିଛି। ଝାଡଖଣ୍ଡର ଧାନବାଦରେ ବେଆଇନ କୋଇଲା ଖନନ ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଥିରେ ୧୨ ରୁ ଅଧିକ ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଛି। ବର୍ତ୍ତମାନ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

Related posts