ନୂଆଦିଲ୍ଲୀ: ଦେଶରେ ବଢୁଥିବା କରୋନା ମାମଲା ମଧ୍ୟରେ ପିଲାମାନଙ୍କ ଟୀକାକରଣ ସହ ଜଡିତ ଏକ ଖୁସି ଖବର ମିଳିଛି। ବର୍ତ୍ତମାନ ୬ ରୁ ୧୨ ବର୍ଷର ପିଲାମାନେ କରୋନା ଟିକା ପାଇବେ। ଏହି ଟୀକାକରଣ ପାଇଁ କୋଭାକ୍ସିନ୍ କୁ ଅନୁମୋଦନ କରାଯାଇଛି। ଡିସିଜିଆଇ ପକ୍ଷରୁ ଏହାକୁ ଅନୁମୋଦନ ମିଳିଛି। କୋଭାକ୍ସିନ ଟିକା
ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭAugust 25, 2025