Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାତୀୟ ପାଠ୍ୟକ୍ରମ ରୂପରେଖର ଆଧିକାରିକ ନିର୍ଦ୍ଦେଶ ପତ୍ର ଶୁଭାରମ୍ଭ କରିବେ ଧର୍ମେନ୍ଦ୍ର ପ୍ରଧାନ
ଆଜିର ଖବର

ଜାତୀୟ ପାଠ୍ୟକ୍ରମ ରୂପରେଖର ଆଧିକାରିକ ନିର୍ଦ୍ଦେଶ ପତ୍ର ଶୁଭାରମ୍ଭ କରିବେ ଧର୍ମେନ୍ଦ୍ର ପ୍ରଧାନ

April 29, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 29 ଏପ୍ରିଲ୍ 2022 ରେ ଜାତୀୟ ପାଠ୍ୟକ୍ରମ ରୂପରେଖ (ଏନସିଏଫ୍‌) ର ଆଧିକାରିକ ନିର୍ଦ୍ଦେଶ ପତ୍ରର ଶୁଭାରମ୍ଭ କରିବେ। ଜାତୀୟ ଶିକ୍ଷା ନୀତି (ଏନଇପି) 2020 ଚାରିଟି କ୍ଷେତ୍ର – ସ୍କୁଲ ଶିକ୍ଷା, ଶିଶୁ ମାନଙ୍କର ପ୍ରାରମ୍ଭିକ ଯତ୍ନ ଓ ଶିକ୍ଷା (ଇସିସିଇ), ଶିକ୍ଷକ ଶିକ୍ଷା ଏବଂ ପ୍ରୌଢ଼ ଶିକ୍ଷାରେ ଜାତୀୟ ପାଠ୍ୟକ୍ରମର ରୂପରେଖ (ଏନସିଏଫ୍‌) ବିକଶିତ କରିବାର ସୁପାରିଶ୍ କରିଛନ୍ତି।

ଏହି ଅବସରରେ କର୍ଣ୍ଣାଟକର ଉଚ୍ଚ ଶିକ୍ଷା ମନ୍ତ୍ରୀ ଡା. ଅଶ୍ବଥନାରାୟଣ ସି.ଏନ., କର୍ଣ୍ଣାଟକର ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ମନ୍ତ୍ରୀ ଡା. ବି.ସି. ନାଗେଶ, ଜାତୀୟ ପାଠ୍ୟକ୍ରମ ରୂପରେଖର ଜାତୀୟ ସଞ୍ଚାଳନ ସମିତିର ଅଧ୍ୟକ୍ଷ ଡା. କେ. କସ୍ତୁରିରଙ୍ଗନ, ସ୍କୁଲ୍ ଶିକ୍ଷା ଏବଂ ସାକ୍ଷରତା ବିଭାଗ, ଶିକ୍ଷା ମନ୍ତ୍ରଣାଳୟର ସଚିବ ଶ୍ରୀମତୀ ଅନିତା କରୱାଲ୍ ଏବଂ ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି) ର ନିର୍ଦ୍ଦେଶକ ପ୍ରଫେସର ଡି.ପି. ସକଲାନି ଉପସ୍ଥିତ ରହିବେ।

ଏହାର ବିକାଶ ପାଇଁ ସୂଚନା ପ୍ରଦାନ କରିବା ଲାଗି ତିନିଟି ଶ୍ରେଣୀ ଅର୍ଥାତ୍ 1. ପାଠ୍ୟକ୍ରମ ଏବଂ ଅଧ୍ୟାପନ, 2. ଗୁରୁତ୍ବପୂର୍ଣ୍ଣ ବିଷୟ, 3. ପ୍ରଣାଳୀଗତ ପରିବର୍ତ୍ତନ ଏବଂ ସୁଧାର ଉପରେ ଧ୍ୟାନ କେନ୍ଦ୍ରୀତ କରି ଏନଇପି 2020 ର ଅନ୍ୟ ମହତ୍ତ୍ବପୂର୍ଣ୍ଣ କ୍ଷେତ୍ର ଅନ୍ତର୍ଗତ ଏନଇପି 2020 ପରିପ୍ରେକ୍ଷୀରେ ଆଧାରିତ 25 ଟି ବିଷୟ ଚିହ୍ନଟ କରାଯାଇଛି।

ଆଧିକାରିକ ନିର୍ଦ୍ଦେଶ ପତ୍ର ଏନସିଏଫ ର ବିକାଶ ପ୍ରକ୍ରିୟା, ଏହାର ଆଶା କରାଯାଉଥିବା ସଂରଚନା ଏବଂ ଉଦ୍ଦେଶ୍ୟ ଏବଂ ଏନଇପି 2020 ର କିଛି ମୌଳିକ ସିଦ୍ଧାନ୍ତର ବର୍ଣ୍ଣନା କରିଛି ଯାହାକି ଚାରିଟି ଏନସିଏଫ୍‌ର ବିକାଶର ସୂଚନା ଦେବ। ଏନସିଏଫକୁ ଏକ ସହଯୋଗୀ ଏବଂ ପରାମର୍ଶ ପ୍ରକ୍ରିୟା ମାଧ୍ୟମରେ ପ୍ରସ୍ତୁତ କରାଯାଉଛି, ଯାହା ଜିଲ୍ଲାରୁ ଆରମ୍ଭ ହୋଇ ରାଜ୍ୟ ସ୍ତର ଏବଂ ପୁନଶ୍ଚ ଜାତୀୟ ସ୍ତର ପର୍ଯ୍ୟନ୍ତ ହେବ। ଜାତୀୟ ପାଠ୍ୟକ୍ରମର ରୂପରେଖର ବିକାଶ ପାଇଁ ସ୍ଥିତି ପତ୍ରର ଗାଇଡଲାଇନ୍ ଏହି ଆଧିକାରିକ ନିର୍ଦ୍ଦେଶ ପତ୍ରର ଏକ ଅଭିନ୍ନ ଅଙ୍ଗ ଅଟେ।

ଟେକ୍ ପ୍ଲାଟଫର୍ମ ଏବଂ ମୋବାଇଲ୍ ଆପ ସହାୟତାରେ ସ୍କୁଲ୍/ ଜିଲ୍ଲା/ ରାଜ୍ୟ ସ୍ତରରେ ବ୍ୟାପକ ପରାମର୍ଶ ସହିତ ପାଠ୍ୟକ୍ରମ ଢାଞ୍ଚାକୁ ସମ୍ପୂର୍ଣ୍ଣ ଭାବରେ ପେପରଲେସ୍ ଭାବରେ କରାଯାଉଛି।

ଆଧିକାରିକ ନିର୍ଦ୍ଦେଶ ପତ୍ର ଜାତୀୟ ପାଠ୍ୟକ୍ରମ ରୂପରେଖ ଧର୍ମେନ୍ଦ୍ର ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ଏସିଆ କପ୍ ମଝିରେ ଟିମ୍ ଇଣ୍ଡିଆ ଛାଡିଲେ ଏହି ଭାରତୀୟ ଖେଳାଳି!: ଜାଣନ୍ତୁ କାରଣ

September 12, 2025

ଦେଶର ୧୫ତମ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କଲେ ସିପି ରାଧାକୃଷ୍ଣନ୍ 

September 12, 2025

ଗ୍ରାମୀଣ ଉଦ୍ୟୋଗ ଇନକ୍ୟୁବେଟରକୁ ନେଇ ଆୟୋଜିତ ଦୁଇଦିନିଆ ଜାତୀୟ କର୍ମଶାଳା

September 12, 2025

ଜାତିସଂଘ ମାନବାଧିକାର ପରିଷଦରେ ସ୍ୱିଜରଲ୍ୟାଣ୍ଡକୁ ଦୃଢ଼ ଜବାବ ଦେଲା ଭାରତ

September 12, 2025
Latest News

ଏସିଆ କପ୍ ମଝିରେ ଟିମ୍ ଇଣ୍ଡିଆ ଛାଡିଲେ ଏହି ଭାରତୀୟ ଖେଳାଳି!: ଜାଣନ୍ତୁ କାରଣ

September 12, 2025

ଦେଶର ୧୫ତମ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କଲେ ସିପି ରାଧାକୃଷ୍ଣନ୍ 

September 12, 2025

ଗ୍ରାମୀଣ ଉଦ୍ୟୋଗ ଇନକ୍ୟୁବେଟରକୁ ନେଇ ଆୟୋଜିତ ଦୁଇଦିନିଆ ଜାତୀୟ କର୍ମଶାଳା

September 12, 2025

ଜାତିସଂଘ ମାନବାଧିକାର ପରିଷଦରେ ସ୍ୱିଜରଲ୍ୟାଣ୍ଡକୁ ଦୃଢ଼ ଜବାବ ଦେଲା ଭାରତ

September 12, 2025

ବକେୟା ଥିବା ନିର୍ଦ୍ଦିଷ୍ଟ ଇ-ଚାଲାଣ ପାଇଁ ଏକକାଳୀନ ସମାଧାନ ଯୋଜନା କ୍ୟାବିନେଟରେ ଘୋଷଣା

September 12, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.