Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୋଦୀଙ୍କୁ ଟାର୍ଗେଟ କାଲେ ଦିଦି : ତାଙ୍କ ଠୁ ସମ୍ମାନ ଆଶା କରିବା ବୃଥା
ଆଜିର ଖବର

ମୋଦୀଙ୍କୁ ଟାର୍ଗେଟ କାଲେ ଦିଦି : ତାଙ୍କ ଠୁ ସମ୍ମାନ ଆଶା କରିବା ବୃଥା

April 29, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
mamata slams modi
mamata slams modi

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ପୁଣି ଥରେ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ଏଥର ନିର୍ବାଚନୀ ଶପଥ ପତ୍ରକୁ ନେଇ ଦିଦି ମୋଦୀଙ୍କୁ ଘେରି କହିଛନ୍ତି ଯେ ମୋଦୀ ନିଜ ପତ୍ନୀଙ୍କୁ ସମ୍ମାନ କରନ୍ତି ନାହିଁ, ଦେଶର ସମ୍ମାନ କେମିତି କରିବେ। ପୂର୍ବ ମେଦିନାପୁରର ଏକ ରାଲିକୁ ସମ୍ଭୋଧନ କରିବା ସମୟରେ ମମତା ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ମମତା କହିଛନ୍ତି ଯେ ମୋଦୀ ନିଜ ଜୀବନରେ ନିଜ ମା ତଥା ସ୍ତ୍ରୀଙ୍କୁ କେବେ ସମ୍ମାନ କରି ନାହାନ୍ତି। ଯିଏ ନିଜ ସ୍ତ୍ରୀଙ୍କୁ ସମ୍ମାନ ଦେଇ ପାରୁନାହାନ୍ତି ସେ ଅନ୍ୟମାନଙ୍କୁ କିପରି ସମ୍ମାନ ଦେବେ ? ଏହା ସହିତ ବିଜେପି ଉପରେ ଚଳିତ ନିର୍ବାଚନରେ ଭୋଟ ହାତେଇବା ପାଇଁ ବିପୁଳ ଟଙ୍କା ବଣ୍ଟନ କୁ ନେଇ ମଧ୍ୟ ଅଭିଯୋଗ କରିଛନ୍ତି। ନିର୍ବାଚନ ଆୟୋଗଙ୍କୁ ବିଜେପିର ଏପରି କାର୍ଯ୍ୟ ପାଇଁ କାରଣ ଦର୍ଶାଅ ପାଇଁ କହିବାକୁ ନିବେଦନ କରିବା ସହିତ  ବାରଣାସୀରୁ ମୋଦୀଙ୍କର ପ୍ରାଥିପତ୍ର ନାକଚ କରିବାକୁ ଦାବି କରିଛନ୍ତି କାରଣ ମୋଦୀ ତାଙ୍କ ପ୍ରାଥିପତ୍ରରେ ପତ୍ନୀଙ୍କ ସ୍ଥାବର ତଥା ଅସ୍ଥାବର ସମ୍ପତ୍ତି ବିଷୟରେ ଜାଣିନାହାନ୍ତି ବୋଲି ଉଲ୍ଲେଖ କରିଛନ୍ତି। ଏହି ଆଧାରରେ ମମତା ମୋଦୀଙ୍କର ପ୍ରଥିପତ୍ରକୁ ରଦ୍ଦ କରିବା ପାଇଁ ଦାବି କରିଛନ୍ତି। ମମତା ମୋଦୀଙ୍କୁ ଦିଲ୍ଲୀ ର ସୁଲତାନ ମୁହମଦ ବିନ ତୋଗଲୋଗଙ୍କ ଠୁ ଅଧିକ ଖରାପ ବୋଲି କହିଛନ୍ତି। ପୁନର୍ବାର ମୋଦୀ ସତ୍ତା କୁ ଆସିଲେ ଆଗାମୀ ସମୟ ରେ  ଆଉ ନିର୍ବାଚନ ହେବ ନାହିଁ ବୋଲି ମମତା କହିଛନ୍ତି।

 

mamata Modi rally thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଏମ୍‌କେସିଜିରୁ ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ନିଖୋଜ, ରେଳ ଲାଇନ୍ ନିକଟରୁ ମୋବାଇଲ୍ ଜବତ

September 2, 2026

୧୮୧୧ କୋଟି ଟଙ୍କା ଅତିକ୍ରମ କଲା ଶ୍ରୀମନ୍ଦିରର ସ୍ଥାୟୀ ଜମା

September 2, 2026

ପ୍ରକାଶ ପାଇଲା ଓଟିଇଟି ୨୦୨୬ ରେଜଲ୍ଟ: ପାସ୍ ହାର ୬୪.୪୮ ପ୍ରତିଶତ

September 2, 2026

ଅଧିକ ଶକ୍ତିଶାଳୀ ହେବ ପୁରୁଣା ଲାପଟପ୍ ଏବଂ ଡେସ୍କଟପ୍: ଜିଓପିସି ପ୍ରଦାନ କରିବ ଏହି ସୁବିଧା

September 2, 2026
Latest News

ଏମ୍‌କେସିଜିରୁ ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ନିଖୋଜ, ରେଳ ଲାଇନ୍ ନିକଟରୁ ମୋବାଇଲ୍ ଜବତ

September 2, 2026

୧୮୧୧ କୋଟି ଟଙ୍କା ଅତିକ୍ରମ କଲା ଶ୍ରୀମନ୍ଦିରର ସ୍ଥାୟୀ ଜମା

September 2, 2026

ରାହୁଲ ଗାନ୍ଧୀଙ୍କ ନାଗରିକତା ସମ୍ପର୍କରେ ଦାୟର ଆବେଦନ ଖାରଜ: ଜାଣନ୍ତୁ କ’ଣ କହିଲେ ହାଇକୋର୍ଟ?

September 2, 2026

ପ୍ରକାଶ ପାଇଲା ଓଟିଇଟି ୨୦୨୬ ରେଜଲ୍ଟ: ପାସ୍ ହାର ୬୪.୪୮ ପ୍ରତିଶତ

September 2, 2026

ତୁରନ୍ତ ଏହି କାମ କରନ୍ତୁ UPI ଏବଂ QR କୋଡ୍ ବ୍ୟବହାରକାରୀ: ନଚେତ ବନ୍ଦ ହେବ ସେବା

September 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.