Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁଣି ଚାଲିଲା ଖଡଗପୁର ଖୋର୍ଦ୍ଧା ରୋଡ ଏକ୍ସପ୍ରେସ ଟ୍ରେନ, ଏହା ସମୟ ଜାଣିବା ଆବଶ୍ୟକ
ଆଜିର ଖବର

ପୁଣି ଚାଲିଲା ଖଡଗପୁର ଖୋର୍ଦ୍ଧା ରୋଡ ଏକ୍ସପ୍ରେସ ଟ୍ରେନ, ଏହା ସମୟ ଜାଣିବା ଆବଶ୍ୟକ

May 4, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ପୁଣି ଚାଲିଲା ଖଡଗପୁର ଖୋର୍ଦ୍ଧା ରୋଡ ଏକ୍ସପ୍ରେସ ଟ୍ରେନ, ଏହା ସମୟ ଜାଣିବା ଆବଶ୍ୟକ

ଭୁବନେଶ୍ବର: ୩ ମଇ, ୨୦୨୨ ଠାରୁ ଉଭୟ ପାର୍ଶ୍ୱରୁ ଖଡଗପୁର-ଖୋର୍ଦ୍ଧା ରୋଡ୍-ଖଡ଼ଗପୁର ଟ୍ରେନ୍ ଚଳାଚଳରେ ପୁନଃ ସେବା ପ୍ରଚଳନ କରିଛି। କୋଭିଡ ମହାମାରୀ ସମୟରେ ଏହି ଟ୍ରେନ୍ ଚଳାଚଳରେ କୋଭିଡ୍ ପ୍ରୋଟୋକଲ୍ ଅନୁଯାୟୀ ପ୍ରତିବନ୍ଧକ ଲଗାଯାଇଥିଲା।

୩ ମଇ, ୨୦୨୨ ଠାରୁ ୧୮୦୨୧/୧୮୦୨୨ ଖଡ଼ଗପୁର-ଖୋର୍ଦ୍ଧା ରୋଡ୍-ଖଡ଼ଗପୁର ଟ୍ରେନ୍ ଖଡ଼ଗପୁରରୁ ଭୋର ୦୪ଘ.୪୦ମି.ରେ ଛାଡୁଥିବାବେଳେ ଖୋର୍ଦ୍ଧା ରୋଡରୁ ଅପରାହ୍ନ ୦୪ଘ.୪୫ମି.ରେ ଛାଡ଼ୁଛି।

ଏହି ଟ୍ରେନରେ ଗୋଟିଏ ଏସି ଚେୟାର କାର, ୧୩ ଟି ଦ୍ଵିତୀୟ ଶ୍ରେଣୀ ଚେୟାର କାର ଏବଂ ଦୁଇଟି ଗାର୍ଡ, ଲଗେଜ ତଥା ଦ୍ଵିତୀୟ ଶ୍ରେଣୀ ଚେୟାର କାର ଉପଲବ୍ଧ ଥିବାବେଳେ ଏହା ଖଡ଼ଗପୁର ଓ ଖୋର୍ଦ୍ଧା ରୋଡ୍ ମଧ୍ୟରେ ନାରାୟଣଗଡ, ବଖରାବାଦ, ବେଲଦା, ନେକୁରଶେଣୀ, ଦନ୍ତନ, ଲକ୍ଷ୍ମଣନାଥ ରୋଡ, ଜଳେଶ୍ୱର, ରାଜଘାଟ ହଲ୍ଟ, ଅମର୍ଦା ରୋଡ, ବସ୍ତା, ମୟୂରଭଞ୍ଜ ରୋଡ୍, ରୁପ୍ସା, ହଳଦୀପଦା, ବାଲେଶ୍ୱର, ନୀଳଗିରି ରୋଡ୍, ଖନ୍ତାପଡ଼ା, ବାହାନାଗା ବଜାର, ସୋରୋ, ମାର୍କୋଣା, ରାଣୀତାଲ, ଭଦ୍ରକ, କେନ୍ଦୁଆପଦା, ମଞ୍ଜୁରୀ ରୋଡ଼, ବୈତରଣୀ ରୋଡ଼, ଯାଜପୁର କେନ୍ଦୁଝରଗଡ଼, ଧାନମଣ୍ଡଳ, କପିଳାସ ରୋଡ଼, ଘଣ୍ଟିଖାଲ ନିଧିପୁର, ବାରଙ୍ଗ, ଭୁବନେଶ୍ୱର ନୂଆ, ମଂଚେଶ୍ୱର, ଭୁବନେଶ୍ୱର ଓ ଲିଙ୍ଗରାଜ ରୋଡ଼ ଇତ୍ୟାଦି ଷ୍ଟେସନ ମାନଙ୍କରେ ରହଣି କରିବ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ସଂଧ୍ୟାରେ ଆକାଶରେ ଦେଖାଯିବ ଏକ ଆଶ୍ଚର୍ଯ୍ୟ ଘଟଣା, ଯାହାକୁ ଦେଖିବା ପାଇଁ..

January 3, 2026

ତାମିଲନାଡୁ ଗସ୍ତରେ ଉପରାଷ୍ଟ୍ରପତି, ଆଜି ସ୍ୱର୍ଣ୍ଣ ମନ୍ଦିର କାର୍ଯ୍ୟକ୍ରମରେ ହେବେ ସାମିଲ

January 3, 2026

ନଭେମ୍ବରରେ ଓଡ଼ିଶାରେ ଜିଓ ଯୋଡ଼ିଛି ସର୍ବାଧିକ ୧ ଲକ୍ଷ ୮୫ ହଜାର ନୂତନ ଗ୍ରାହକ: ଟ୍ରାଇ ତଥ୍ୟ

January 3, 2026

୨୯ ଦିନ ପରେ ମଧ୍ୟ ‘ଧୁରନ୍ଧର’ ହିଟ୍: ବିଶ୍ୱବ୍ୟାପୀ ହେଲା ସବୁଠାରୁ ଦ୍ୱିତୀୟ ବଡ଼ ହିନ୍ଦୀ ଫିଲ୍ମ

January 3, 2026
Latest News

ଆଜି ସଂଧ୍ୟାରେ ଆକାଶରେ ଦେଖାଯିବ ଏକ ଆଶ୍ଚର୍ଯ୍ୟ ଘଟଣା, ଯାହାକୁ ଦେଖିବା ପାଇଁ..

January 3, 2026

ଓଡିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା ବିଜ୍ଞପ୍ତିରେ ମୁଖ୍ୟମନ୍ତ୍ରୀ କଲେ ହସ୍ତକ୍ଷେପ, କହିଲେ…

January 3, 2026

ତାମିଲନାଡୁ ଗସ୍ତରେ ଉପରାଷ୍ଟ୍ରପତି, ଆଜି ସ୍ୱର୍ଣ୍ଣ ମନ୍ଦିର କାର୍ଯ୍ୟକ୍ରମରେ ହେବେ ସାମିଲ

January 3, 2026

ନଭେମ୍ବରରେ ଓଡ଼ିଶାରେ ଜିଓ ଯୋଡ଼ିଛି ସର୍ବାଧିକ ୧ ଲକ୍ଷ ୮୫ ହଜାର ନୂତନ ଗ୍ରାହକ: ଟ୍ରାଇ ତଥ୍ୟ

January 3, 2026

୨୯ ଦିନ ପରେ ମଧ୍ୟ ‘ଧୁରନ୍ଧର’ ହିଟ୍: ବିଶ୍ୱବ୍ୟାପୀ ହେଲା ସବୁଠାରୁ ଦ୍ୱିତୀୟ ବଡ଼ ହିନ୍ଦୀ ଫିଲ୍ମ

January 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.