Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଓଗେମ୍‌ସ ଏହାର ଗେମିଂ ପ୍ଲାଟଫର୍ମରେ ଚଳିତ ଗ୍ରୀଷ୍ଣ ଋତୁରେ “ଛୋଟା ଭିମ୍‌’କୁ ସ୍ୱାଗତ କରିବାକୁ ପ୍ରସ୍ତୁତ
ଆଜିର ଖବର

ଜିଓଗେମ୍‌ସ ଏହାର ଗେମିଂ ପ୍ଲାଟଫର୍ମରେ ଚଳିତ ଗ୍ରୀଷ୍ଣ ଋତୁରେ “ଛୋଟା ଭିମ୍‌’କୁ ସ୍ୱାଗତ କରିବାକୁ ପ୍ରସ୍ତୁତ

May 5, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଚଳିତ ଗ୍ରୀଷ୍ଣ ଋତୁରେ ଛୋଟା ଭିମ୍ ଜିଓଗେମ୍‌ସରେ ଉପଲବ୍ଧ ହେବ। ଜିଓଗେମ୍‌ସ ପ୍ଲାଟଫର୍ମରେ ଛୋଟା ଭିମ୍ ଗେମ୍‌ସର ଶୁଭାରମ୍ଭ କରି ଗ୍ରୀଷ୍ଣ ଅବକାସକୁ କୌତୁକପୂର୍ଣ୍ଣ କରିବା ଲାଗି ଜିଓଗେମ୍‌ସ ଓ ଗ୍ରିନ୍ ଗୋଲ୍ଡ ଆନିମେସନ ପ୍ରାଇଭେଟ୍ ଲିମିଟେଡ୍ ପରସ୍ପର ସହ ସହଯୋଗିତା ସ୍ଥାପନ କରିଛନ୍ତି। ଶିଶୁ ଓ ଗେମ୍ ପ୍ରେମୀମାନେ ନିଜ ପସନ୍ଦର ଛୋଟା ଭିମ୍‌କୁ ଦେଖିପାରିବେ ଏବଂ ଏହି ମେ’ରେ ତାହାର ଜନ୍ମଦିନକୁ ପାଳନ କରିପାରିବେ। ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ ଓ ଜିଓ ସେଟ୍‌-ଟପ୍‌-ବକ୍ସ ଆଦି ପ୍ଲାଟଫର୍ମଗୁଡ଼ିକରେ ଉପଲବ୍ଧ ଥିବା ଜିଓଗେମ୍‌ସ ଆପ୍‌ରେ ଏହି ଗେମ୍‌ଗୁଡ଼ିକୁ ଖେଳିହେବ।

ଛୋଟା ଭିମ୍ ହେଉଛି ଭାରତର ଅନ୍ୟତମ ଅତି ପରିଚିତ ଓ ସବୁଠୁ ପସନ୍ଦ କରାଯାଉଥିବା ଆନିମେସନ ଚରିତ୍ର ଯାହା ନିଶ୍ଚିତ ରୂପେ ପିଲାମାନଙ୍କ ଅବକାସକୁ ଅଧିକ କୌତୁକ ଓ ଉଲ୍ଲାସପୂର୍ଣ୍ଣ କରିବ। ଭାରତର ସର୍ବାଧିକ ସମୟ ଧରି ଚାଲିିଥିବା ଆନିମେସନ ସୋ’ ଛୋଟା ଭିମ୍ ଦଶନ୍ଧିରୁ ଅଧିକ ସମୟ ଧରି ଭାରତୀୟ ଶିଶୁମାନଙ୍କ ଜୀବନର ଅଂଶ ହୋଇରହିଛି। ଧୋତି ପରିଧିତ ଓ ସୁବର୍ଣ୍ଣ ହୃଦର ଅଧିକାରୀ ଭିମ୍ ଓ ତାଙ୍କ ବିଶ୍ୱାସୀ ବନ୍ଧୁମାନେ ସାରା ଦୁନିଆରେ ଅତୁଲ୍ୟ ରୋମାଂଚ ଯାତ୍ରାରେ ଯାଇ କୌତୁକ କରନ୍ତି ଓ ଲୋକମାନଙ୍କୁ ସାହାଯ୍ୟ କରନ୍ତି। ଏହି ମନୋରଂଜନ ଭରା ଗେମ୍‌ସ ଏବେ ଜିଓଗେମ୍‌ସକୁ ଆସିଥିବାରୁ ଏହି ରୋମାଂଚଭରା ଯାତ୍ରାରେ ସାମିଲ ହେବା ଲାଗି ଭିମ୍ ଟିମ୍ ପକ୍ଷରୁ ସମସ୍ତ ଛୋଟା ଭିମ୍ ପ୍ରେମୀଙ୍କୁ ଆମନ୍ତ୍ରଣ କରାଯାଇଛି।

ଗ୍ରିନ୍ ଗୋଲ୍ଡ ଆନିମେସନର ଚିଫ୍ ଷ୍ଟ୍ରାଟେଜି ଅଫିସର ଶ୍ରୀଯୁକ୍ତ ଶ୍ରୀନିବାସ ଚିଲାକଳାପୁଡି କହିଛନ୍ତି ଯେ, “ଜିଓ ସହିତ ସହଯୋଗିତା ସ୍ଥାପନ କରିବା ଓ ଜିଓଗେମ୍‌ସରେ ଉପଲବ୍ଧ ହେବାକୁ ଯାଉଥିବାରୁ ଆମେ ଅତ୍ୟନ୍ତ ଉତ୍ସାହିତ। ଜିଓଗେମ୍‌ସ ବିିଭିନ୍ନ ପ୍ରକାର ଡିଭାଇସ୍ ଓ ସେମାନଙ୍କ ବ୍ୟବସ୍ଥାରେ ଉପଲବ୍ଧ ଥିବା ବେଳେ ଆମର ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ଶିଶୁ ଆଇପି ଯେଉଁଥିରେ ସାମିଲ ରହିଛି ଭାରତର ଲୋକପ୍ରିୟ ଆନିମେସନ ସୋ’-ଛୋଟା ଭିମ୍ ତାହା ପାଇଁ ଓ ଛୋଟା ଭିମ୍ ପ୍ରେମୀମାନଙ୍କୁ ସେମାନଙ୍କ ପସନ୍ଦର ଚରିତ୍ର ସହ ଯୋଡ଼ି ହେବା ଲାଗି ଶ୍ରେଷ୍ଠ ପ୍ଲାଟଫର୍ମ ପ୍ରଦାନ କରୁଛି। ଆମେ ୫ଟି ହାଇପର କାଜୁଆଲ ଗେମ୍‌ରୁ ଶୁଭାରମ୍ କରିବୁ ଏବଂ ଖୁବ୍‌ଶୀଘ୍ର ଆହୁରି ବହୁତ ଗେମ୍‌ସ ଯୋଡ଼ିବୁ।’’

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ସଂଧ୍ୟାରେ ଆକାଶରେ ଦେଖାଯିବ ଏକ ଆଶ୍ଚର୍ଯ୍ୟ ଘଟଣା, ଯାହାକୁ ଦେଖିବା ପାଇଁ..

January 3, 2026

ଓଡିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା ବିଜ୍ଞପ୍ତିରେ ମୁଖ୍ୟମନ୍ତ୍ରୀ କଲେ ହସ୍ତକ୍ଷେପ, କହିଲେ…

January 3, 2026

ତାମିଲନାଡୁ ଗସ୍ତରେ ଉପରାଷ୍ଟ୍ରପତି, ଆଜି ସ୍ୱର୍ଣ୍ଣ ମନ୍ଦିର କାର୍ଯ୍ୟକ୍ରମରେ ହେବେ ସାମିଲ

January 3, 2026

ନଭେମ୍ବରରେ ଓଡ଼ିଶାରେ ଜିଓ ଯୋଡ଼ିଛି ସର୍ବାଧିକ ୧ ଲକ୍ଷ ୮୫ ହଜାର ନୂତନ ଗ୍ରାହକ: ଟ୍ରାଇ ତଥ୍ୟ

January 3, 2026
Latest News

ଆଜି ସଂଧ୍ୟାରେ ଆକାଶରେ ଦେଖାଯିବ ଏକ ଆଶ୍ଚର୍ଯ୍ୟ ଘଟଣା, ଯାହାକୁ ଦେଖିବା ପାଇଁ..

January 3, 2026

ଓଡିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା ବିଜ୍ଞପ୍ତିରେ ମୁଖ୍ୟମନ୍ତ୍ରୀ କଲେ ହସ୍ତକ୍ଷେପ, କହିଲେ…

January 3, 2026

ତାମିଲନାଡୁ ଗସ୍ତରେ ଉପରାଷ୍ଟ୍ରପତି, ଆଜି ସ୍ୱର୍ଣ୍ଣ ମନ୍ଦିର କାର୍ଯ୍ୟକ୍ରମରେ ହେବେ ସାମିଲ

January 3, 2026

ନଭେମ୍ବରରେ ଓଡ଼ିଶାରେ ଜିଓ ଯୋଡ଼ିଛି ସର୍ବାଧିକ ୧ ଲକ୍ଷ ୮୫ ହଜାର ନୂତନ ଗ୍ରାହକ: ଟ୍ରାଇ ତଥ୍ୟ

January 3, 2026

୨୯ ଦିନ ପରେ ମଧ୍ୟ ‘ଧୁରନ୍ଧର’ ହିଟ୍: ବିଶ୍ୱବ୍ୟାପୀ ହେଲା ସବୁଠାରୁ ଦ୍ୱିତୀୟ ବଡ଼ ହିନ୍ଦୀ ଫିଲ୍ମ

January 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.