Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ର ସରକାରଙ୍କ ଏନସିଏସସିଡିଏ ପକ୍ଷରୁ ଭୁବନେଶ୍ୱରରେ ହେବ ନିଯୁକ୍ତି ମେଳା
ଆଜିର ଖବର

କେନ୍ଦ୍ର ସରକାରଙ୍କ ଏନସିଏସସିଡିଏ ପକ୍ଷରୁ ଭୁବନେଶ୍ୱରରେ ହେବ ନିଯୁକ୍ତି ମେଳା

May 21, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ର ସରକାରଙ୍କ ଏନସିଏସସିଡିଏ ପକ୍ଷରୁ ଭୁବନେଶ୍ୱରରେ ହେବ ନିଯୁକ୍ତି ମେଳା

ଭୁବନେଶ୍ବର: ଏନସିଏସସିଡିଏ (ନ୍ୟାସନାଲ କ୍ୟାରିୟର ସର୍ଭିସ ସେଣ୍ଟର ଫର ଡିଫରେଣ୍ଟଲି ଏବଲଡ), ଭୁବନେଶ୍ୱର ମେ ୨୫, ୨୦୨୨ରେ ପୂର୍ବାହ୍ନ ୯ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏକ ମାଗଣା ନିଯୁକ୍ତି ମେଳା/ପ୍ଲେସମେଣ୍ଟ ଡ୍ରାଇଭ ଆୟୋଜନ କରିବାକୁ ଯାଉଛନ୍ତି । ମେଳାରେ ଦିବ୍ୟାଙ୍ଗ ଓ ଅଣଦିବ୍ୟାଙ୍ଗ ନିଯୁକ୍ତି ଆଶାୟୀଙ୍କୁ ୨୫୦ରୁ ଅଧିକ ପଦବୀରେ ନିଯୁକ୍ତି ମିଳିପାରିବ ।

ଏହି ପଦବୀଗୁଡିକ ମଧ୍ୟରେ ପ୍ରଡକ୍ଟ ମାର୍କେଟିଂ, ସେଲ୍ସ, ଟେଲିସେଲ୍ସ, ଇଲେକ୍ଟ୍ରିକାଲ, କଷ୍ଟମର ସର୍ଭିସ ଆଦି ଅନେକ ପଦବୀ ରହିଛି । ଏଥିପାଇଁ ମାଟ୍ରିକ, ଯୁକ୍ତ ଦୁଇ, ସ୍ନାତକ, ଆଇଟିଆଇ ଓ ଡିପ୍ଲୋମା ଶିକ୍ଷାଗତ ଯୋଗ୍ୟତା ରହିଛି । ୧୮-୩୫ ବର୍ଷ ବୟସର ନିଯୁକ୍ତି ଆଶାୟୀ ଏହି ନିଯୁକ୍ତି ମେଳାରେ ଭାଗ ନେଇପାରିବେ । ଦିବ୍ୟାଙ୍ଗ ବର୍ଗରେ କେବଳ ଚଳପ୍ରଚଳରେ ସମସ୍ୟା ଥିବା ନିଯୁକ୍ତି ଆଶାୟୀ ଭାଗ ନେଇପାରିବେ ।

ମେଳାରେ ଯୋଗ ଦେବା ପାଇଁ ନିଯୁକ୍ତି ଆଶାୟୀମାନେ ସମସ୍ତ ଶିକ୍ଷାଗତ ପ୍ରମାଣପତ୍ରର ଜେରକ୍ସ କପି, ଆଧାର କାର୍ଡ, ପାସପୋର୍ଟ ସାଇଜ ଫଟୋଗ୍ରାଫ, ଦିବ୍ୟାଙ୍ଗଙ୍କ କ୍ଷେତ୍ରରେ ପ୍ରମାଣପତ୍ର ଓ ପୂରଣ ହୋଇଥିବା ରେଜୁମେ ସାଙ୍ଗରେ ଆଣି ଆସିବାକୁ ପଡିବ । ନିଯୁକ୍ତି ମେଳା ସ୍ଥାନର ବିଶଦ ବିବରଣୀ, ତାରିଖ- ମେ ୨୫, ୨୦୨୨, ସମୟ ପୂର୍ବାହ୍ନ ୯ଟାରୁ ଅପରାହ୍ନ ୨ଟା, ବୟସ ସୀମା-୧୮-୩୫ ବର୍ଷ, ସ୍ଥାନ- ଏନସିଏସସିଡିଏ, ପ୍ଲଟ ନଂ- ୧,୨,୫ ଓ ୬, ଗଣ୍ଡମୁଣ୍ଡା, ପୋଖରୀପୁଟ, (ମଧୂସୁଦନ ଦାସ ପାର୍କର ସାମ୍ନା), ଭୁବନେଶ୍ୱର ।

NCSCDA ଏନସିଏସସିଡିଏ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋଲିଲା କୋଣାର୍କ ସୂର୍ଯ୍ୟମନ୍ଦିରର ମୁଖ୍ୟ ପ୍ରବେଶ ଦ୍ୱାର

September 21, 2026

ଗୋଦାବରୀଶ ମହାବିଦ୍ୟାଳୟରେ ବିଶ୍ୱଶାନ୍ତି ଦିବସ

September 21, 2026

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

September 21, 2026

ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ଟ୍ରେନ ଚଳାଚଳରେ ପରିବର୍ତ୍ତନ 

September 21, 2026
Latest News

ଖୋଲିଲା କୋଣାର୍କ ସୂର୍ଯ୍ୟମନ୍ଦିରର ମୁଖ୍ୟ ପ୍ରବେଶ ଦ୍ୱାର

September 21, 2026

ଗୋଦାବରୀଶ ମହାବିଦ୍ୟାଳୟରେ ବିଶ୍ୱଶାନ୍ତି ଦିବସ

September 21, 2026

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

September 21, 2026

ଚିଲିକା ବ୍ଲକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

September 21, 2026

ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ଟ୍ରେନ ଚଳାଚଳରେ ପରିବର୍ତ୍ତନ 

September 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.