Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏଲପିଜି ଦର୍‌ରେ ବୃଦ୍ଧି
ଆଜିର ଖବର

ଏଲପିଜି ଦର୍‌ରେ ବୃଦ୍ଧି

May 1, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
ଏଲପିଜି
Action Taken to Prevent LPG Black Marketing in State

ଚଳିତ ମାସର ପ୍ରଥମ ଦିନରେ ସାଧାରଣ ଲୋକଙ୍କୁ ଝଟକା ଲାଗିଛି। ବୁଧବାର ଘରୋଇ ରନ୍ଧନ ଗ୍ୟାସ (ଏଲପିଜି) ଦରରେ ବୃଦ୍ଧି ଘଟିଛି। ସରକାରୀ ସେକ୍ଟରରେ ତୈଳ କମ୍ପାନୀଗୁଡ଼ିକ ଇନ୍ଧନ ଗ୍ୟାସ ସିଲିଣ୍ଡର୍‌ ଦର ବୃଦ୍ଧି କରିଛନ୍ତି। ସବ୍‌ସିଡି ଯୁକ୍ତ ୧୪.୨ କେଜି ଏଲପିଜି ସିଲିଣ୍ଡର ଦର ଦିଲ୍ଲୀରେ ୨୮ ପଇସା ଏବଂ ମୁମ୍ବଇରେ ୨୯ ପଇସା ବୃଦ୍ଧି ପାଇଛି। ତେବେ ଅଣ ସବ୍‌ସିଡି ୧୪.୨ କେଜି ଏଲପିଜି ସିଲିଣ୍ଡର ଦର ଦିଲ୍ଲୀ ଓ ମୁମ୍ବଇରେ ୬ ଟଙ୍କା ବୃଦ୍ଧି ପାଇଛି।ଏହା ପୂର୍ବରୁ ଅପ୍ରେଲ ୧ ରେ ଘରୋଇ ରନ୍ଧନ ଗ୍ୟାସ ଦରରେ ବୃଦ୍ଧି କରାଯାଇଥିଲା। ସେତେବେଳେ ଅଣ ସବ୍‌ସିଡି ଏଲପିଜି ସିଲିଣ୍ଡର ଦର ବୃଦ୍ଧି ପାଇ ୭୦୬.୫୦ ହୋଇଥିଲା। ଭାରତୀୟ ତୈଳ ନିଗମ (ଆଇଓସି) ଅନୁସାରେ ଦାମ ବୃଦ୍ଧି ସହ ଅଣ ସବ୍‌ସିଡି ଏଲପିଜି ସିଲିଣ୍ଡର ଦର ଦିଲ୍ଲୀରେ ୭୧୨.୫ ଟଙ୍କା, କଲିକତାରେ ୭୩୮.୫ ଟଙ୍କା, ମୁମ୍ବଇରେ ୬୮୪.୫ ଟଙ୍କା ଏବଂ ଚେନ୍ନଇରେ ୭୨୮ ଟଙ୍କାରେ ପହଞ୍ଚିଛି। ଏହି କ୍ରମରେ ସବ୍‌ସିଡି ଯୁକ୍ତ ଏଲପିଜି ସିଲିଣ୍ଡର ଦର ଦିଲ୍ଲୀରେ ୪୯୬.୧୪ ଟଙ୍କା, କଲିକତାରେ ୪୯୯.୨୯ ଟଙ୍କା, ମୁମ୍ବଇରେ ୪୯୩.୮୬ ଟଙ୍କା ଏବଂ ଚେନ୍ନଇରେ ୪୮୪.୦୨ ଟଙ୍କାରେ ପହଞ୍ଚିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ବକେୟା ଦରମା ଦାବିରେ ଏମ୍ସ ଭୁବନେଶ୍ୱରରେ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ଧାରଣା

June 12, 2026

ରାଜ୍ୟସଭା ନିର୍ବାଚନ: କର୍ଣ୍ଣାଟକରେ କଂଗ୍ରେସ, ମଧ୍ୟପ୍ରଦେଶରେ ବିଜେପିର ନିର୍ବିରୋଧ ବିଜୟ

June 12, 2026

ବିଜେପି ସରକାରକୁ ଦୁଇ ବର୍ଷ : ଉପଲବ୍ଧିର ଉତ୍ସବ ନା ଆତ୍ମସମୀକ୍ଷାର ସମୟ

June 12, 2026

ଅତ୍ୟାଧୁନିକ କ୍ୱାଣ୍ଟମ୍ ଏବଂ କୃତ୍ରିମ ବୁଦ୍ଧିମତ୍ତା ପ୍ରୟୋଗଶାଳା ପ୍ରତିଷ୍ଠା ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ

June 12, 2026
Latest News

ଆଜିଠୁ ମହିଳା ଟି-୨୦ ବିଶ୍ୱକପ୍: ଅଧୁରା ସ୍ୱପ୍ନ ପୂରଣ କରିପାରିବ କି ଟିମ୍ ଇଣ୍ଡିଆ?

June 12, 2026

ବକେୟା ଦରମା ଦାବିରେ ଏମ୍ସ ଭୁବନେଶ୍ୱରରେ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ଧାରଣା

June 12, 2026

ରାଜ୍ୟସଭା ନିର୍ବାଚନ: କର୍ଣ୍ଣାଟକରେ କଂଗ୍ରେସ, ମଧ୍ୟପ୍ରଦେଶରେ ବିଜେପିର ନିର୍ବିରୋଧ ବିଜୟ

June 12, 2026

ନିର୍ଦ୍ବନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହେବାପରେ ବିଜେପି ତରଫରୁ ଦେବାଶିଷଙ୍କୁ ସ୍ବାଗତ

June 12, 2026

ଡିଜେଲ୍, ପେଟ୍ରୋଲ୍ ନା ଇଭି ? 2026ରେ କେଉଁ କାର୍ ଆପଣଙ୍କ ପାଇଁ ସବୁଠାରୁ ଲାଭଦାୟକ?

June 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.