ନୂଆଦିଲ୍ଲୀ: କଂଗ୍ରେସକୁ ବଡ ଝଟକା। କଂଗ୍ରେସର ଆଉ ଜଣେ ବରିଷ୍ଠ ନେତା ଦଳ ଛାଡିଛନ୍ତି। ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ ଦଳ ଛାଡି ସମାଜବାଦୀ ପାର୍ଟିରେ ଯୋଗଦେଇଛନ୍ତି। ଏହା ସହିତ ସେ ସମାଜବାଦୀ ପାର୍ଟିରୁ ରାଜ୍ୟସଭା ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ ନାମାଙ୍କନପତ୍ର ରାଜ୍ୟସଭା ସମାଜବାଦୀ ପାର୍ଟି
ଏଲପିଜିରୁ ୟୁପିଏସ ପର୍ଯ୍ୟନ୍ତ… ଡିସେମ୍ବର ୧ ରୁ ହେବ ଏହି ପାଞ୍ଚଟି ବଡ ପରିବର୍ତ୍ତନ, ଜାଣନ୍ତୁ କ’ଣ?November 28, 2025