ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ହେବାକୁ ଥିବା ଚାରୋଟି ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ସେମାନେ ହେଲେ 1- ସୁଲତା ଦେଓ 2-ମାନସ ମଙ୍ଗରାଜ 3-ସସ୍ମିତ ପାତ୍ର 4-ନିରଂଜନ ବିଶି ରାଜ୍ୟସଭା ପ୍ରାର୍ଥୀ
ପାକିସ୍ତାନ ଖେଳାଳିଙ୍କ ସହିତ ‘ହ୍ୟାଣ୍ଡସେକ୍’ ନ କରିବା ପାଇଁ ଟିମ୍ ଇଣ୍ଡିଆକୁ ଲାଗିବ କି ଜରିମାନା, ନିୟମ କ’ଣ?September 15, 2025