Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହାଇପରଆଣ୍ଡ୍ରୋଜେନ୍‌ ମାମଲା : କାଷ୍ଟର ସେମେନ୍ୟାଙ୍କ ଆବେଦନ ଖାରଜ
ଆଜିର ଖବର

ହାଇପରଆଣ୍ଡ୍ରୋଜେନ୍‌ ମାମଲା : କାଷ୍ଟର ସେମେନ୍ୟାଙ୍କ ଆବେଦନ ଖାରଜ

May 1, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଦୁଇଥର ମଧ୍ୟଦୂରଗାମୀ ବିଭାଗରେ ଅଲମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା କାଷ୍ଟର ସେମେନ୍ୟାଙ୍କ ଆବେଦନ ଖାରଜ ହୋଇଛି । ହାଇପର ଆଣ୍ଡ୍ରୋଜେନ୍‌କୁ ନେଇ ସେମେନ୍ୟା କୋର୍ଟ ଅଫ ଆର୍ଟିବେସନ୍‌ରେ ନିଜର ଆବେଦନ କରିଥିଲେ । ଅନ୍ୟ ମହିଳା ଧାବିକାଙ୍କ ତୁଳନାରେ ସେମେନ୍ୟାଙ୍କ ଟେଷ୍ଟୋଷ୍ଟେରନ୍‌ ଅଧିକ ରହିଥିବାରୁ ଏହାକୁ ନେଇ ତାଙ୍କୁ ଶାରିରୀକ ପରୀକ୍ଷଣର ନିର୍ଦ୍ଦେଶ ଦିଆଯାଇଥିଲା । ମାତ୍ର ଏହା ବିରୋଧରେ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଛି । ଦୁଇ ଥର ଅଲମ୍ପିକ୍ସ ସ୍ବର୍ଣ୍ଣ ପଦକ ଜିତିଥିବା ଏହି ଖେଳାଳି ଜଣକ ସେପ୍ଟେମ୍ବରରେ ଦୋହାରେ ଜିତିଥିବା ନିଜର ବିଶ୍ବ ଟାଇଟଲ୍‌ ବଜାୟ ରଖିବା ପାଇଁ ଏହି ପରୀକ୍ଷଣ ମଧ୍ୟ ଦେଇ ଗତି କରିବାକୁ ପଡିବ । ପୂର୍ବରୁ ଭାରତୀୟ ଆଥଲେଟ ଦୂତୀ ଚାନ୍ଦ ଏହି ପ୍ରକ୍ରିୟା ମଧ୍ୟ ଦେଇ ଟ୍ରାକ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ପାଞ୍ଚୋଟି ରାଶି ପାଇଁ ମଇ ୧ ତାରିଖ ହେଉଛି ଶୁଭ ଦିନ, ବନିଯିବେ ଭାଗ୍ୟବାନ୍

May 1, 2026

ଡଙ୍ଗା ବୁଡ଼ି ୪ ମୃତ

April 30, 2026

ମେ ୨ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

April 30, 2026

ଟିଏମସି ଆଣିଲା ସାଂଘାତିକ ଆଭିଯୋଗ

April 30, 2026
Latest News

ରାଶିଫଳ: ପାଞ୍ଚୋଟି ରାଶି ପାଇଁ ମଇ ୧ ତାରିଖ ହେଉଛି ଶୁଭ ଦିନ, ବନିଯିବେ ଭାଗ୍ୟବାନ୍

May 1, 2026

ଡଙ୍ଗା ବୁଡ଼ି ୪ ମୃତ

April 30, 2026

ମେ ୨ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

April 30, 2026

ଟିଏମସି ଆଣିଲା ସାଂଘାତିକ ଆଭିଯୋଗ

April 30, 2026

ଆଜି ଲଞ୍ଚ ହେବ ଓବେନ୍ ଇଲେକ୍ଟ୍ରିକ୍‌ର ନୂଆ ବାଇକ୍!: କମ ମୂଲ୍ୟରେ ମିଳିବ ଲମ୍ବା ରେଞ୍ଜ

April 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.