Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନା ଅପଡେଟ୍: ଦେଶରେ ୧୬ ହଜାର ୬୭୮ ଆକ୍ରାନ୍ତ ଚିହ୍ନଟ
ଆଜିର ଖବର

କରୋନା ଅପଡେଟ୍: ଦେଶରେ ୧୬ ହଜାର ୬୭୮ ଆକ୍ରାନ୍ତ ଚିହ୍ନଟ

July 11, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୬ ହଜାର ୬୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୪ ହଜାର ୬୨୯ ରୋଗୀ ସଂକ୍ରମଣରୁ ମୁକ୍ତ ହୋଇଛନ୍ତି। ଦେଶରେ ମୋଟ ୪ କୋଟି ୨୯ ଲକ୍ଷ ୮୩ ହଜାର ୧୬୨ ରୋଗୀ ଦେଶରେ କୋଭିଡ ସଂକ୍ରମିତ ହେବା ପରେ ସୁସ୍ଥ ହୋଇଯାଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି।

ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ୪ କୋଟି ୩୬ ଲକ୍ଷ ୨୨ ହଜାରରୁ ଅଧିକ କରୋନାରେ ସଂକ୍ରମିତ ହୋଇଛନ୍ତି। ବର୍ତ୍ତମାନ ୧ ଲକ୍ଷ ୩୦ ହଜାର ୭୧୩ ସକ୍ରିୟ ମାମଲା ଅଛି, ଯାହା ମୋଟ ମାମଲାର ୦.୩୦ ପ୍ରତିଶତ ଅଟେ। ବର୍ତ୍ତମାନ ପର୍ଯ୍ୟନ୍ତ କରୋନାରୁ ମୋଟ ୫ ଲକ୍ଷ ୨୫ ହଜାର ୪୨୮ ଜଣଙ୍କର ମୃତ୍ୟୁ ହୋଇଛି।

କରୋନା ଅପଡେଟ୍ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଳାୟ ସକ୍ରିୟ ମାମଲା
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ହେଉଛି ବିଷୁବ ସଂକ୍ରାନ୍ତି: ଏହିଦିନ ପାଞ୍ଚଟି ରାଶି ପାଇଁ ରହିଛି ଖୁସି ଖବର

April 14, 2026

ବିନା ଅନୁମତିରେ ଅନଧିକୃତ ନିଯୁକ୍ତି ମନା

April 14, 2026

ବ୍ୟବସ୍ଥିତ ଢଙ୍ଗରେ ଗଣତି ଚାଲିଛି: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

April 14, 2026

ନୋଏଡାରେ ଶ୍ରମିକ ପ୍ରତିବାଦ ସମୟରେ ହିଂସା କିପରି ଉପୁଜିଲା?

April 13, 2026
Latest News

ଆଜି ହେଉଛି ବିଷୁବ ସଂକ୍ରାନ୍ତି: ଏହିଦିନ ପାଞ୍ଚଟି ରାଶି ପାଇଁ ରହିଛି ଖୁସି ଖବର

April 14, 2026

ବିନା ଅନୁମତିରେ ଅନଧିକୃତ ନିଯୁକ୍ତି ମନା

April 14, 2026

ବ୍ୟବସ୍ଥିତ ଢଙ୍ଗରେ ଗଣତି ଚାଲିଛି: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

April 14, 2026

ନୋଏଡାରେ ଶ୍ରମିକ ପ୍ରତିବାଦ ସମୟରେ ହିଂସା କିପରି ଉପୁଜିଲା?

April 13, 2026

ଯାଜପୁର କାଳୀମେଘା ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ – ସ୍ତ୍ରୀ କରିଥିଲା ପ୍ଲାନ୍‌

April 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.