ଭୁବନେଶ୍ବର: ଗତକାଲି ରାଜ୍ୟରେ ୧୦୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୭୩୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୭୩୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୯୫ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୪୩୨ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩୦୭ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୨
ବାଲେଶ୍ଵର ଜିଲ୍ଲାରୁ- ୮
ବରଗଡ ଜିଲ୍ଲାରୁ- ୨୦
ଭଦ୍ରକ ଜିଲ୍ଲାରୁ- ୩
ବଲାଙ୍ଗୀରି ଜିଲ୍ଲାରୁ- ୧୭
ବୌଦ୍ଧ ଜିଲ୍ଲାରୁ- ୯
କଟକ ଜିଲ୍ଲାରୁ- ୩୪
ଦେବଗଡ ଜିଲ୍ଲାରୁ- ୨
ଢେଙ୍କାନାଳ ଜିଲ୍ଲାରୁ- ୩
ଗଜପତି ଜିଲ୍ଲାରୁ- ୭
ଗଞ୍ଜାମ ଜିଲ୍ଲାରୁ- ୨
ଜଗତସିଂହପୁର ଜିଲ୍ଲାରୁ- ୪
ଯାଜପୁର ଜିଲ୍ଲାରୁ- ୪
ଝାରସୁଗୁଡା ଜିଲ୍ଲାରୁ- ୧୮
କଳାହାଣ୍ଡି ଜିଲ୍ଲାରୁ- ୧୦
କନ୍ଧମାଳ ଜିଲ୍ଲାରୁ- ୧୧
କେନ୍ଦ୍ରାପଡା ଜିଲ୍ଲାରୁ- ୫
କେନ୍ଦୁଝର ଜିଲ୍ଲାରୁ- ୧୨
ଖୋର୍ଦ୍ଧା ଜିଲ୍ଲାରୁ- ୧୩୮
କୋରାପୁଟ ଜିଲ୍ଲାରୁ- ୧୨
ମୟୂରଭଞ୍ଜ ଜିଲ୍ଲାରୁ- ୮୪
ନବରଙ୍ଗପୁର ଜିଲ୍ଲାରୁ- ୯
ନୟାଗଡ ଜିଲ୍ଲାରୁ- ୨୨
ନୂଆପଡା ଜିଲ୍ଲାରୁ- ୮
ପୁରୀ ଜିଲ୍ଲାରୁ- ୧୧
ରାୟଗଡା ଜିଲ୍ଲାରୁ- ୧୫
ସମ୍ବଲପୁର ଜିଲ୍ଲାରୁ- ୧୧୩
ସୋନପୁର ଜିଲ୍ଲାରୁ- ୧୫
ସୁନ୍ଦରଗଡ ଜିଲ୍ଲାରୁ- ୧୧୪
ଷ୍ଟେଟ ପୁଲରୁ- ୩୨
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୭ ହଜାର ୨୪୯ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୦ ହଜାର ୬୬୩ ଏବଂ ବର୍ତ୍ତମାନ ୭୪୦୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।