ଭୁବନେଶ୍ବର: ଗତକାଲି ରାଜ୍ୟରେ ୬୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୧୭୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୧୧୭୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୫୫ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୬୮୮ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୪୮୬ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୩
ବାଲେଶ୍ଵର ଜିଲ୍ଲାରୁ- ୧୬
ବରଗଡ ଜିଲ୍ଲାରୁ- ୨୩
ଭଦ୍ରକ ଜିଲ୍ଲାରୁ- ୭
ବଲାଙ୍ଗୀରି ଜିଲ୍ଲାରୁ- ୩୨
ବୌଦ୍ଧ ଜିଲ୍ଲାରୁ- ୪
କଟକ ଜିଲ୍ଲାରୁ- ୬୩
ଦେବଗଡ ଜିଲ୍ଲାରୁ- ୯
ଢେଙ୍କାନାଳ ଜିଲ୍ଲାରୁ- ୫
ଗଜପତି ଜିଲ୍ଲାରୁ- ୫
ଗଞ୍ଜାମ ଜିଲ୍ଲାରୁ- ୩
ଜଗତସିଂହପୁର ଜିଲ୍ଲାରୁ- ୧୧
ଯାଜପୁର ଜିଲ୍ଲାରୁ- ୧୬
ଝାରସୁଗୁଡା ଜିଲ୍ଲାରୁ- ୧୩
କଳାହାଣ୍ଡି ଜିଲ୍ଲାରୁ- ୧୯
କନ୍ଧମାଳ ଜିଲ୍ଲାରୁ- ୨୮
କେନ୍ଦ୍ରାପଡା ଜିଲ୍ଲାରୁ- ୫
ଖୋର୍ଦ୍ଧା ଜିଲ୍ଲାରୁ- ୩୧୬
କୋରାପୁଟ ଜିଲ୍ଲାରୁ- ୧୬
ମାଲକାନଗିରି ଜିଲ୍ଲାରୁ- ୧
ମୟୂରଭଞ୍ଜ ଜିଲ୍ଲାରୁ- ୮୭
ନବରଙ୍ଗପୁର ଜିଲ୍ଲାରୁ- ୧୬
ନୟାଗଡ ଜିଲ୍ଲାରୁ- ୨୫
ନୂଆପଡା ଜିଲ୍ଲାରୁ- ୯
ପୁରୀ ଜିଲ୍ଲାରୁ- ୮
ରାୟଗଡା ଜିଲ୍ଲାରୁ- ୧୨
ସମ୍ବଲପୁର ଜିଲ୍ଲାରୁ- ୮୯
ସୋନପୁର ଜିଲ୍ଲାରୁ- ୧୪
ସୁନ୍ଦରଗଡ ଜିଲ୍ଲାରୁ- ୨୬୧
ଷ୍ଟେଟ ପୁଲରୁ- ୪୮
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୯ ହଜାର ୮୫ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୨ ହଜାର ୮୮୫ ଏବଂ ବର୍ତ୍ତମାନ ୭୦୧୧ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।