Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ରାଜ୍ୟ ସରକାର ୩୪ ଜଣ ବିଡିଓଙ୍କୁ କଲେ ବଦଳି, ଜାଣନ୍ତୁ ଆପଣଙ୍କ ବ୍ଲକରେ କିଏ ?
ଆଜିର ଖବର

ଆଜି ରାଜ୍ୟ ସରକାର ୩୪ ଜଣ ବିଡିଓଙ୍କୁ କଲେ ବଦଳି, ଜାଣନ୍ତୁ ଆପଣଙ୍କ ବ୍ଲକରେ କିଏ ?

July 27, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଜି ରାଜ୍ୟ ସରକାର ୧୩ ଜଣ ବିଡିଓଙ୍କୁ କଲେ ବଦଳି, ଜାଣନ୍ତୁ ଆପଣଙ୍କ ବ୍ଲକରେ କିଏ ?

ଭୁବନେଶ୍ବର: ଆଜି ରାଜ୍ୟ ସରକାର ୩୪ ଜଣ ବିଡିଓଙ୍କୁ ଅଦଳ ବଦଳ କରିଛନ୍ତି। ଏ ନେଇ ଆଜି ରାଜ୍ୟ ପଞ୍ଚାୟତ ଏବଂ ପାନୀୟଜଳ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହି ଅନୁସାରେ ଯେଉଁମାନଙ୍କ ବଦଳ ହେଲା ସେମାନେ ହେଲେ…

୧- ଜୁଜୁମରା ବିଡିଓ ସରୋଜ କୁମାର ବିଶ୍ୱାଳଙ୍କୁ ବିଜେପୁର ବିଡିଓ

୨- ବାଲିଗୁଡା ତହସିଲଦାର ଶଶାଙ୍କ କୁମାର ପାତ୍ରଙ୍କୁ ବାଲିଗୁଡା ବିଡିଓ

୩- ବାଲିଗୁଡ଼ା ଓ କେ.ନୂଆଗାଁ ବିଡିଓ ଶରତ କୁମାର ପାତ୍ରଙ୍କୁ ରାଇକିଆ ବିଡିଓ

୪- ସାଲେପୁର ତହସିଲଦାର ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓଙ୍କୁ ନିଶ୍ଚିନ୍ତକୋଇଲି ବିଡିଓ

୫- ପରଜଙ୍ଗ ବିଡିଓ ବିନୋଦ ବିହାରୀ ବେହେରାଙ୍କୁ କିଶୋର ନଗର ବିଡିଓ

୬- ସହରପଡ଼ା ବିଡିଓ ଲମ୍ବୋଦର ଖୁଣ୍ଟିଆଙ୍କୁ ରଘୁନାଥପୁର ବିଡିଓ

୭- ତିରଙ୍ଗ ବିଡିଓ ଜ୍ୟୋତିର୍ମୟୀ ପ୍ରଧାନଙ୍କୁ ବାଲିଶଙ୍କରା ବିଡିଓ ଭାବେ ବଦଳି କରାଯାଇଛି

୮- ବାଲିଶଙ୍କରା ବିଡିଓ ବାସନ୍ତୀ ଲାକ୍ରାଙ୍କୁ ତିରଙ୍ଗ ବିଡିଓ

୯- ବିଜେପୁର ବିଡିଓ ତୃପ୍ତି ବରାଇଙ୍କୁ କୁଆଁରମୁଣ୍ଡା ବିଡିଓ

୧୦- କୁଆଁରମୁଣ୍ଡା ବିଡିଓ ବିକାଶ ଚନ୍ଦ୍ର ସାହୁଙ୍କୁ ଜୁଜୁମରା ବିଡିଓ

୧୧- ବିଜେପୁର ବିଡିଓ ଦେବଯାନୀ ଭୂୟାଁଙ୍କୁ ଉଦଳା ବିଡିଓ

୧୨-  ଝାରସୁଗୁଡ଼ା ବିଡିଓ ପ୍ରସନ୍ନ କୁମାର ପଣ୍ଡାଙ୍କୁ ଢେଙ୍କାନାଳ ସଦର ବିଡିଓ

୧୩- ବରପାଲି ବିଡିଓ ସଂଗ୍ରାମ କେଶରୀ ପରିଡ଼ାଙ୍କୁ ବେତନଟୀ ବିଡିଓ

୧୪- କୋଲାବିରା ବିଡିଓ ବିଜୟ କୁମାର ସୋୟଙ୍କୁ ବରପାଲି ବିଡିଓ

୧୫- ଗାଇସିଲେଟ ତହସିଲଦାର ମନୋଜ କୁମାର ଦେବତାଙ୍କୁ ଗାଇସିଲେଟ ବିଡିଓ

୧୬- ଗାଇସିଲେଟ ବିଡିଓ ପ୍ରବୀଣ କୁମାରଙ୍କୁ ପରଜଙ୍ଗ ବିଡିଓ

୧୭- ରେଙ୍ଗଲି ବିଡିଓ ବିନୟ କୁମାର ପଟେଲଙ୍କୁ ତରବା ବିଡିଓ

୧୮- ତରବା ବିଡିଓ ଶଙ୍କର ପ୍ରସାଦ ସାହୁଙ୍କୁ କଙ୍କଡାହାଡ ବିଡିଓ

୧୯- କୁନ୍ଦରା ବିଡିଓ ସଂଜୀବ କୁମାର ପଟେଲଙ୍କୁ ଢଙ୍କଉଡା ବିଡିଓ

୨୦- ତିଳେଇବଣି ବିଡିଓ କୃଷ୍ଣ ଚନ୍ଦ୍ର ଦଳପତିଙ୍କୁ ରେଙ୍ଗଲି ବିଡିଓ

୨୧- ବ୍ରହ୍ମଗିରି ବିଡିଓ ଜ୍ଯୋତି ପ୍ରକାଶ ଶେଠୀଙ୍କୁ ନୟାଗଡ ବିଡିଓ

୨୨- ରଘୁନାଥପୁର ବିଡିଓ ଜିତେନ୍ଦ୍ର କୁମାର ନାୟକଙ୍କୁ ବାଲିକୁଦା ବିଡିଓ

୨୩- ବୋଡେନ ବିଡିଓ ପୂର୍ଣ୍ଣ ଚନ୍ଦ୍ର ଭୋଇଙ୍କୁ ଝାରସୁଗୁଡା ବିଡିଓ

୨୪- ଦଶପଲ୍ଲା ତହସିଲଦାର ଅର୍ଜୁନ ପ୍ରଧାନଙ୍କୁ କୋଟଗଡ ବିଡିଓ

୨୫- ନିଶ୍ଚିନ୍ତକୋଇଲି ବିଡିଓ କର୍ଣ୍ଣଦେବ ସମାଦରଙ୍କୁ ଉଦୟଗିରୀ ବିଡିଓ

୨୬- ରସୁଲପୁର ବିଡିଓ ଉମାକାନ୍ତ ପରିଡାଙ୍କୁ ଝୁମ୍ପୁରା ବିଡିଓ

୨୭- ଝୁମ୍ପୁରା ବିଡିଓ ବିଜୟ କୁମାର ନାୟକଙ୍କୁ ତେଲକୋଇ ବିଡିଓ

୨୮- ବୌଦ୍ଧ ଡେପୁଟି କଲେକ୍ଟର ଅବନିକାନ୍ତ ସାହୁଙ୍କୁ ରସୁଲପୁର ବିଡିଓ

୨୯- ଟିକାବାଲି ବିଡିଓ ଫକିର ଚରଣ ପରିଡାଙ୍କୁ ଆସ୍କା ବିଡିଓ

୩୦- ଡେରାବିଶ ତହସିଲଦାର ନମୀତା ବାରିକଙ୍କୁ ଡେରାବିଶ ବିଡିଓ

୩୧- ମଣେଶ୍ଵର ବିଡିଓ ନଳାମ୍ବର ମହାନନ୍ଦଙ୍କୁ ତିଳେଇବଣି ବିଡିଓ

୩୨- ରାଇକିଆ ବିଡିଓ ସ୍ମରଣିକା ବିଡିଓଙ୍କୁ ମଣେଶ୍ଵର ବିଡିଓ

୩୩- ଆସ୍କା ବିଡିଓ ରୋଶନ ଶତପଥିଙ୍କୁ ବେଲଗୁଣ୍ଠ ବିଡିଓ

୩୪- କୋକସରା ତହସିଲଦାର ମନୋଜ କୁମାର ପାଢିଙ୍କୁ ଟିକାବାଲି ବିଡିଓ ଭାବେ ବଦଳି କରାଯାଇଛି।

ଓଏଏସ ଅଦଳବଦଳ ବିଡିଓ ବଦଳି
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରବାସୀ ଓଡ଼ିଆଙ୍କ କାର୍ଯ୍ୟକ୍ରମ “ଝିଲମିଲ୍ ରାତି” ଅଷ୍ଟ୍ରେଲିଆରେ ଦର୍ଶକଙ୍କୁ କଲା ବିଭୋର

September 12, 2026

ରଣପୁରରେ ନବ ଭାରତ ସାକ୍ଷରତା ସଚେତନତାର ନିଆରା ପ୍ରୟାସ

September 12, 2026

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

September 12, 2026

ପାକିସ୍ତାନକୁ କ୍ଲିନ ସ୍ଵିପ୍ କଲା ଇଂଲଣ୍ଡ: ୩-୦ ରେ ଜିତିଲା ଟେଷ୍ଟ ସିରିଜ୍

September 12, 2026
Latest News

ପ୍ରବାସୀ ଓଡ଼ିଆଙ୍କ କାର୍ଯ୍ୟକ୍ରମ “ଝିଲମିଲ୍ ରାତି” ଅଷ୍ଟ୍ରେଲିଆରେ ଦର୍ଶକଙ୍କୁ କଲା ବିଭୋର

September 12, 2026

ରଣପୁରରେ ନବ ଭାରତ ସାକ୍ଷରତା ସଚେତନତାର ନିଆରା ପ୍ରୟାସ

September 12, 2026

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

September 12, 2026

ପାକିସ୍ତାନକୁ କ୍ଲିନ ସ୍ଵିପ୍ କଲା ଇଂଲଣ୍ଡ: ୩-୦ ରେ ଜିତିଲା ଟେଷ୍ଟ ସିରିଜ୍

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.