ଭୁବନେଶ୍ବର: ଗତକାଲି ରାଜ୍ୟରେ ୧୧୭୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୦୩୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୧୦୩୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୭୯ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୬୦୩ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୪୨୭ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୩
ବାଲେଶ୍ଵର ଜିଲ୍ଲାରୁ- ୨୩
ବରଗଡ ଜିଲ୍ଲାରୁ- ୨୨
ଭଦ୍ରକ ଜିଲ୍ଲାରୁ- ୧୧
ବଲାଙ୍ଗୀରି ଜିଲ୍ଲାରୁ- ୩୫
ବୌଦ୍ଧ ଜିଲ୍ଲାରୁ- ୧୨
କଟକ ଜିଲ୍ଲାରୁ- ୫୦
ଦେବଗଡ ଜିଲ୍ଲାରୁ- ୯
ଢେଙ୍କାନାଳ ଜିଲ୍ଲାରୁ- ୩
ଗଜପତି ଜିଲ୍ଲାରୁ- ୭
ଜଗତସିଂହପୁର ଜିଲ୍ଲାରୁ- ୭
ଯାଜପୁର ଜିଲ୍ଲାରୁ- ୧୯
ଝାରସୁଗୁଡା ଜିଲ୍ଲାରୁ- ୨୧
କଳାହାଣ୍ଡି ଜିଲ୍ଲାରୁ- ୨୬
କନ୍ଧମାଳ ଜିଲ୍ଲାରୁ- ୨୩
କେନ୍ଦ୍ରାପଡା ଜିଲ୍ଲାରୁ- ୧୭
କେନ୍ଦୁଝର ଜିଲ୍ଲାରୁ- ୧୩
ଖୋର୍ଦ୍ଧା ଜିଲ୍ଲାରୁ- ୧୬୪
କୋରାପୁଟ ଜିଲ୍ଲାରୁ- ୧୭
ମୟୂରଭଞ୍ଜ ଜିଲ୍ଲାରୁ- ୧୧୦
ନୟାଗଡ ଜିଲ୍ଲାରୁ- ୨୦
ନୂଆପଡା ଜିଲ୍ଲାରୁ- ୧୧
ପୁରୀ ଜିଲ୍ଲାରୁ- ୧୦
ରାୟଗଡା ଜିଲ୍ଲାରୁ- ୧୮
ସମ୍ବଲପୁର ଜିଲ୍ଲାରୁ- ୭୭
ସୋନପୁର ଜିଲ୍ଲାରୁ- ୩୯
ସୁନ୍ଦରଗଡ ଜିଲ୍ଲାରୁ- ୨୨୭
ଷ୍ଟେଟ ପୁଲରୁ- ୩୬
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୧୦ ହଜାର ୧୧୫ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୩ ହଜାର ୯୫୧ ଏବଂ ବର୍ତ୍ତମାନ ୬୯୭୪ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।