Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟରେ ଆଜି ୧ ହଜାରରୁ ଊର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ: ୭ ହଜାର ତଳକୁ ଖସିଲା ସକ୍ରିୟ ରୋଗୀଙ୍କ ସଂଖ୍ୟା
ଆଜିର ଖବର

ରାଜ୍ୟରେ ଆଜି ୧ ହଜାରରୁ ଊର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ: ୭ ହଜାର ତଳକୁ ଖସିଲା ସକ୍ରିୟ ରୋଗୀଙ୍କ ସଂଖ୍ୟା

July 28, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଗତକାଲି ରାଜ୍ୟରେ ୧୧୭୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୦୩୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୧୦୩୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୭୯ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୬୦୩ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୪୨୭ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୩

ବାଲେଶ୍ଵର ଜିଲ୍ଲାରୁ- ୨୩

ବରଗଡ ଜିଲ୍ଲାରୁ- ୨୨

ଭଦ୍ରକ ଜିଲ୍ଲାରୁ- ୧୧

ବଲାଙ୍ଗୀରି ଜିଲ୍ଲାରୁ- ୩୫

ବୌଦ୍ଧ ଜିଲ୍ଲାରୁ- ୧୨

କଟକ ଜିଲ୍ଲାରୁ- ୫୦

ଦେବଗଡ ଜିଲ୍ଲାରୁ- ୯

ଢେଙ୍କାନାଳ ଜିଲ୍ଲାରୁ- ୩

ଗଜପତି ଜିଲ୍ଲାରୁ- ୭

ଜଗତସିଂହପୁର ଜିଲ୍ଲାରୁ- ୭

ଯାଜପୁର ଜିଲ୍ଲାରୁ- ୧୯

ଝାରସୁଗୁଡା ଜିଲ୍ଲାରୁ- ୨୧

କଳାହାଣ୍ଡି ଜିଲ୍ଲାରୁ- ୨୬

କନ୍ଧମାଳ ଜିଲ୍ଲାରୁ- ୨୩

କେନ୍ଦ୍ରାପଡା ଜିଲ୍ଲାରୁ- ୧୭

କେନ୍ଦୁଝର ଜିଲ୍ଲାରୁ- ୧୩

ଖୋର୍ଦ୍ଧା ଜିଲ୍ଲାରୁ- ୧୬୪

କୋରାପୁଟ ଜିଲ୍ଲାରୁ- ୧୭

ମୟୂରଭଞ୍ଜ ଜିଲ୍ଲାରୁ- ୧୧୦

ନୟାଗଡ ଜିଲ୍ଲାରୁ- ୨୦

ନୂଆପଡା ଜିଲ୍ଲାରୁ- ୧୧

ପୁରୀ ଜିଲ୍ଲାରୁ- ୧୦

ରାୟଗଡା ଜିଲ୍ଲାରୁ- ୧୮

ସମ୍ବଲପୁର ଜିଲ୍ଲାରୁ- ୭୭

ସୋନପୁର ଜିଲ୍ଲାରୁ- ୩୯

ସୁନ୍ଦରଗଡ ଜିଲ୍ଲାରୁ- ୨୨୭

ଷ୍ଟେଟ ପୁଲରୁ- ୩୬

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୧୦ ହଜାର ୧୧୫ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୩ ହଜାର ୯୫୧ ଏବଂ ବର୍ତ୍ତମାନ ୬୯୭୪ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

ଓଡିଶା କ୍ୱାରେଣ୍ଟାଇନ ସକ୍ରିୟ ରୋଗୀଙ୍କ ସଂଖ୍ୟା ସ୍ଥାନୀୟ ସଂକ୍ରମିତ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶା ନିଯୁକ୍ତି ମେଳା-୨୦୨୫: ୧୧ଟି ବିଭାଗରେ ନିଯୁକ୍ତି ପାଇଲେ ୧୫୪୩ ଜଣ ଆଶାୟୀ

December 30, 2025

ICC ର ତାଜା ୍ୟାଙ୍କିଙ୍ଗ୍: ଭାରତୀୟ ଓପନର୍ ଙ୍କ ଉନ୍ନତି, ଜାଣନ୍ତୁ ବୋଲରଙ୍କ ସ୍ଥିତି

December 30, 2025

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା, ୧୫ ଦିନ ମଧ୍ୟରେ ତୃତୀୟ ଘଟଣା

December 30, 2025

ନୂଆବର୍ଷର ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ, ଅଫିସରେ ଫୁଲତୋଡା ଧରି ପାଳନସ୍ଥଳ ନ କରିବାକୁ ପରାମର୍ଶ

December 30, 2025
Latest News

ଓଡିଶା ନିଯୁକ୍ତି ମେଳା-୨୦୨୫: ୧୧ଟି ବିଭାଗରେ ନିଯୁକ୍ତି ପାଇଲେ ୧୫୪୩ ଜଣ ଆଶାୟୀ

December 30, 2025

IFFCO Literature Award: ଇଫିକୋ ପୁରସ୍କାର ପାଇଲେ ସାହିତ୍ୟିକ ମୈତ୍ରେୟୀ ପୁଷ୍ପା ଏବଂ ଅଙ୍କିତା ଜୈନ

December 30, 2025

ICC ର ତାଜା ୍ୟାଙ୍କିଙ୍ଗ୍: ଭାରତୀୟ ଓପନର୍ ଙ୍କ ଉନ୍ନତି, ଜାଣନ୍ତୁ ବୋଲରଙ୍କ ସ୍ଥିତି

December 30, 2025

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା, ୧୫ ଦିନ ମଧ୍ୟରେ ତୃତୀୟ ଘଟଣା

December 30, 2025

ନୂଆବର୍ଷର ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ, ଅଫିସରେ ଫୁଲତୋଡା ଧରି ପାଳନସ୍ଥଳ ନ କରିବାକୁ ପରାମର୍ଶ

December 30, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.