ରାଜ୍ୟରେ ଆଜି ମଧ୍ୟ ୧ ହଜାରରୁ ଊର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ: ପ୍ରାୟ ୨୦୦ ପିଲା ହେଲେ ସଂକ୍ରମିତ

Published: Jul 29, 2022, 9:34 am IST

ଭୁବନେଶ୍ବର: ଗତକାଲି ରାଜ୍ୟରେ ୧୦୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୦୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୧୦୨୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୯୫ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୫୯୭ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୪୨୩ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୧

ବାଲେଶ୍ଵର ଜିଲ୍ଲାରୁ- ୨୩

ବରଗଡ ଜିଲ୍ଲାରୁ- ୨୫

ଭଦ୍ରକ ଜିଲ୍ଲାରୁ- ୧୭

ବଲାଙ୍ଗୀରି ଜିଲ୍ଲାରୁ- ୨୫

ବୌଦ୍ଧ ଜିଲ୍ଲାରୁ- ୧୧

କଟକ ଜିଲ୍ଲାରୁ- ୫୨

ଦେବଗଡ ଜିଲ୍ଲାରୁ- ୮

ଗଜପତି ଜିଲ୍ଲାରୁ- ୭

ଜଗତସିଂହପୁର ଜିଲ୍ଲାରୁ- ୧୩

ଯାଜପୁର ଜିଲ୍ଲାରୁ- ୧୪

ଝାରସୁଗୁଡା ଜିଲ୍ଲାରୁ- ୨୧

କଳାହାଣ୍ଡି ଜିଲ୍ଲାରୁ- ୨୮

କନ୍ଧମାଳ ଜିଲ୍ଲାରୁ- ୧୭

କେନ୍ଦ୍ରାପଡା ଜିଲ୍ଲାରୁ- ୧୨

କେନ୍ଦୁଝର ଜିଲ୍ଲାରୁ- ୧୨

ଖୋର୍ଦ୍ଧା ଜିଲ୍ଲାରୁ- ୧୫୮

କୋରାପୁଟ ଜିଲ୍ଲାରୁ- ୧୬

ମୟୂରଭଞ୍ଜ ଜିଲ୍ଲାରୁ- ୭୧

ନବରଙ୍ଗପୁର ଜିଲ୍ଲାରୁ- ୧୯

ନୟାଗଡ ଜିଲ୍ଲାରୁ- ୨୭

ନୂଆପଡା ଜିଲ୍ଲାରୁ- ୧୨

ପୁରୀ ଜିଲ୍ଲାରୁ- ୧୪

ରାୟଗଡା ଜିଲ୍ଲାରୁ- ୯

ସମ୍ବଲପୁର ଜିଲ୍ଲାରୁ- ୮୮

ସୋନପୁର ଜିଲ୍ଲାରୁ- ୨୬

ସୁନ୍ଦରଗଡ ଜିଲ୍ଲାରୁ- ୨୫୯

ଷ୍ଟେଟ ପୁଲରୁ- ୩୫

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୧୧ ହଜାର ୧୩୫ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୫ ହଜାର ୧୫୭ ଏବଂ ବର୍ତ୍ତମାନ ୬୭୮୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Related posts