Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁଲଓ୍ବାମା ଏନ୍‌କାଉଣ୍ଟର : ୪ ଆତଙ୍କୀ ନିହତ
ଆଜିର ଖବର

ପୁଲଓ୍ବାମା ଏନ୍‌କାଉଣ୍ଟର : ୪ ଆତଙ୍କୀ ନିହତ

May 16, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଗୁରୁବାର ପୁଲଓ୍ବାମାରେ ଚାଲିଥିବା ସେନାର ଏନକାଉଣ୍ଟରରେ ୫ଜଣଙ୍କ ପ୍ରାଣହାନି ଘଟିଛି । ନିହତଙ୍କ ମଧ୍ୟରେ ୪ଜଣ ଆତଙ୍କବାଦୀ ରହିଥିବା ବେଳେ ୟୁନୁସ ଜଲାଲ ନାମକ ଜନୈକ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି । ଏହି ଘଟଣାକ୍ରମରେ ଅନ୍ୟ ଦୁଇ ଜଣ ଯବାନ ଆହତ ହୋଇଥିବା ବେଳେ ଜଣେ ସାଧାରଣ ନାଗରିକ ଆହତ ହୋଇଛନ୍ତି । ଦକ୍ଷିଣ କାଶ୍ମୀରର ପୁଲଓ୍ବାମାରେ ସୁରକ୍ଷାକର୍ମୀ ଏବଂ ଆତଙ୍କୀଙ୍କ ମଧ୍ୟରେ ତିନିଘଣ୍ଟା ଧରି ଲାଗିଥିବା ଏହି ମୁକାବିଲାରେ ରାଷ୍ଟ୍ରୀୟ ରାଇଫଲ୍‌ସ, ସିଆରପିଏଫ୍‌ ଏବଂ ଏସ୍‌ଓଜି ଯବାନ ଭାଗ ନେଇଥିଲେ । ଏହି ଘଟଣା ପରେ ପୁଲଓ୍ବାମାରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରି ଦିଆଯାଇଛି । ସେନା ପକ୍ଷରୁ ପୁଲଓ୍ବାମା, ଦାଲିପୋରା ଅଞ୍ଚଳରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି କରାଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

RCB ପରେ ଆଉ ଏକ ପୂର୍ବ IPL ଚାମ୍ପିଅନ୍ ଦଳ ବିକ୍ରୟ ପାଇଁ ପ୍ରସ୍ତୁତ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

November 28, 2025

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ପ୍ରକଳ୍ପ: ପୂର୍ବ-ପଶ୍ଚିମ ଓଡ଼ିଶା ସଂଯୋଗୀକରଣରେ ମହତ୍ଵପୂର୍ଣ୍ଣ ମାଇଲଖୁଣ୍ଟ

November 28, 2025

ଶନିବାର ଠାରୁ ଦୁଇ ଦିନିଆ ତୃତୀୟ ସୋଆ ସାହିତ୍ୟ ଉତ୍ସବ-୨୦୨୫

November 28, 2025

ଆକଳନଠାରୁ ଅଧିକ ଗତିରେ ଦୌଡିଲା ଭାରତର GDP: ଆସିଲା ରିପୋର୍ଟ

November 28, 2025
Latest News

RCB ପରେ ଆଉ ଏକ ପୂର୍ବ IPL ଚାମ୍ପିଅନ୍ ଦଳ ବିକ୍ରୟ ପାଇଁ ପ୍ରସ୍ତୁତ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

November 28, 2025

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ପ୍ରକଳ୍ପ: ପୂର୍ବ-ପଶ୍ଚିମ ଓଡ଼ିଶା ସଂଯୋଗୀକରଣରେ ମହତ୍ଵପୂର୍ଣ୍ଣ ମାଇଲଖୁଣ୍ଟ

November 28, 2025

ଶନିବାର ଠାରୁ ଦୁଇ ଦିନିଆ ତୃତୀୟ ସୋଆ ସାହିତ୍ୟ ଉତ୍ସବ-୨୦୨୫

November 28, 2025

ଆକଳନଠାରୁ ଅଧିକ ଗତିରେ ଦୌଡିଲା ଭାରତର GDP: ଆସିଲା ରିପୋର୍ଟ

November 28, 2025

ଲୋକଙ୍କ ମୌଳିକ ସମସ୍ୟା ସମାଧାନ କରୁଛି ସିପିଗ୍ରାମ୍ସ ପୋର୍ଟାଲ

November 28, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.