ଭୁବନେଶ୍ବର: ଗତକାଲି ରାଜ୍ୟରେ ୬୫୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୪୮୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୪୮୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୮୨ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୨୮୫ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୨୦୨ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୧
ବାଲେଶ୍ଵର ଜିଲ୍ଲାରୁ- ୩
ବରଗଡ ଜିଲ୍ଲାରୁ- ୧୨
ଭଦ୍ରକ ଜିଲ୍ଲାରୁ- ୨
ବଲାଙ୍ଗୀରି ଜିଲ୍ଲାରୁ- ୧୧
ବୌଦ୍ଧ ଜିଲ୍ଲାରୁ- ୧୩
କଟକ ଜିଲ୍ଲାରୁ- ୩୧
ଦେବଗଡ ଜିଲ୍ଲାରୁ- ୩
ଢେଙ୍କାନାଳ ଜିଲ୍ଲାରୁ- ୨
ଗଜପତି ଜିଲ୍ଲାରୁ- ୬
ଗଞ୍ଜାମ ଜିଲ୍ଲାରୁ- ୭
ଜଗତସିଂହପୁର ଜିଲ୍ଲାରୁ- ୩
ଯାଜପୁର ଜିଲ୍ଲାରୁ- ୯
ଝାରସୁଗୁଡା ଜିଲ୍ଲାରୁ- ୩
କଳାହାଣ୍ଡି ଜିଲ୍ଲାରୁ- ୨୧
କନ୍ଧମାଳ ଜିଲ୍ଲାରୁ- ୭
କେନ୍ଦ୍ରାପଡା ଜିଲ୍ଲାରୁ- ୨
କେନ୍ଦୁଝର ଜିଲ୍ଲାରୁ- ୨
ଖୋର୍ଦ୍ଧା ଜିଲ୍ଲାରୁ- ୭୮
କୋରାପୁଟ ଜିଲ୍ଲାରୁ- ୫
ମୟୂରଭଞ୍ଜ ଜିଲ୍ଲାରୁ- ୧୫
ନବରଙ୍ଗପୁର ଜିଲ୍ଲାରୁ- ୬
ନୟାଗଡ ଜିଲ୍ଲାରୁ- ୧୪
ନୂଆପଡା ଜିଲ୍ଲାରୁ- ୧୫
ପୁରୀ ଜିଲ୍ଲାରୁ- ୧
ରାୟଗଡା ଜିଲ୍ଲାରୁ- ୯
ସମ୍ବଲପୁର ଜିଲ୍ଲାରୁ- ୩୯
ସୋନପୁର ଜିଲ୍ଲାରୁ- ୧୧
ସୁନ୍ଦରଗଡ ଜିଲ୍ଲାରୁ- ୧୩୭
ଷ୍ଟେଟ ପୁଲରୁ- ୧୯
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୦ ହଜାର ୧୪ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୫ ହଜାର ୨୬୧ ଏବଂ ବର୍ତ୍ତମାନ ୫୫୪୯ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।