
ଭୁବନେଶ୍ୱର: ଚଳିତ ବର୍ଷ ମଧ୍ୟ କୋଭିଡ କଟକଣା ମଧ୍ୟରେ ସ୍କୁଲରେ ସ୍ବାଧିନତା ଦିବସ ପାଳନ ହେବ। ସ୍ବାଧିନତା ଦିବସରେ ଛାତ୍ରଛାତ୍ରୀମାନେ ସ୍କୁଲକୁ ଯିବେ ନାହିଁ। ଛାତ୍ରଛାତ୍ରୀ ବିନା ଏଥର ସ୍କୁଲରେ ସ୍ବାଧିନତା ଦିବସ ପାଳନ କରାଯିବ। କେବଳ ଶିକ୍ଷକ ଶିକ୍ଷୟିତ୍ରୀ ସ୍କୁଲରେ ସ୍ବାଧୀନତା ଦିବସ ପାଳନ କରିବେ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।