Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଦ୍ୟାସାଗରଙ୍କ ବୃହତ ମୂର୍ତ୍ତି ନିର୍ମାଣ ନେଇ ମୋଦିଙ୍କ ପ୍ରତିଶ୍ରୁତି
ଆଜିର ଖବର

ବିଦ୍ୟାସାଗରଙ୍କ ବୃହତ ମୂର୍ତ୍ତି ନିର୍ମାଣ ନେଇ ମୋଦିଙ୍କ ପ୍ରତିଶ୍ରୁତି

May 16, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
PM Narendra Modi promises Vidyasagar statue at 'same spot'
PM Narendra Modi promises Vidyasagar statue at 'same spot'

୨୦୧୯ ଲୋକସଭା ନିର୍ବାଚନ ପରେ  ପଶ୍ଚିମବଙ୍ଗରେ ଈଶ୍ବର ଚନ୍ଦ୍ର ବିଦ୍ୟାସାଗରଙ୍କ ଏକ ବୃହତ ପ୍ରତିମୂର୍ତ୍ତି ନିର୍ମାଣର ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି ତୃଣମୂଳର ଗୁଣ୍ଡାମାନଙ୍କ ଦ୍ବାରା ଭଙ୍ଗା ଯାଇଥିବା ପ୍ରତିମୂର୍ତ୍ତିକୁ ସମାନ ସ୍ଥାନରେ ବୃହତ ଆକାରରେ ପୁନଃନିର୍ମାଣ କରାଯିବ ବୋଲି କହିଛନ୍ତି ମୋଦି । ଉତ୍ତର ପ୍ରଦେଶର ମାଉରେ ଏକ ନିର୍ବାଚନୀ ଅଭିଭାଷଣରେ ମୋଦି ଏହି ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି । ମୋଦି କହିଛନ୍ତି ଜାତୀୟ ସମ୍ପତ୍ତିକୁ କ୍ଷତି କରୁଥିବା ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍‌ । ସୂଚନାଯୋଗ୍ୟ ଯେ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ରୋଡ ଶୋ ସମୟରେ ବିଜେପି ଏବଂ ତୃଣମୂଳ କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା ଯେଉଁଥିରେ ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି କ୍ଷତିଗ୍ରସ୍ତ ହୋଇଥିଲା । ଆସନ୍ତା ରବିବାର ପଶ୍ଚିମବଙ୍ଗରେ ୪୨ ଆସନରେ ନିର୍ବାଚନ ହେବାକୁ ଥିବାବେଳେ ଏହି ହିଂସାକାଣ୍ଡ ପାଇଁ ଗତକାଲି ଗୋଟିଏ ଦିନ ପୂର୍ବରୁ ପଶ୍ଚିମବଙ୍ଗରେ ପ୍ରଚାର ବନ୍ଦ କରିବାର ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ ।

Share. Facebook Twitter LinkedIn Email WhatsApp Copy Link

Related Posts

RCB ପରେ ଆଉ ଏକ ପୂର୍ବ IPL ଚାମ୍ପିଅନ୍ ଦଳ ବିକ୍ରୟ ପାଇଁ ପ୍ରସ୍ତୁତ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

November 28, 2025

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ପ୍ରକଳ୍ପ: ପୂର୍ବ-ପଶ୍ଚିମ ଓଡ଼ିଶା ସଂଯୋଗୀକରଣରେ ମହତ୍ଵପୂର୍ଣ୍ଣ ମାଇଲଖୁଣ୍ଟ

November 28, 2025

ଶନିବାର ଠାରୁ ଦୁଇ ଦିନିଆ ତୃତୀୟ ସୋଆ ସାହିତ୍ୟ ଉତ୍ସବ-୨୦୨୫

November 28, 2025

ଆକଳନଠାରୁ ଅଧିକ ଗତିରେ ଦୌଡିଲା ଭାରତର GDP: ଆସିଲା ରିପୋର୍ଟ

November 28, 2025
Latest News

RCB ପରେ ଆଉ ଏକ ପୂର୍ବ IPL ଚାମ୍ପିଅନ୍ ଦଳ ବିକ୍ରୟ ପାଇଁ ପ୍ରସ୍ତୁତ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

November 28, 2025

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ପ୍ରକଳ୍ପ: ପୂର୍ବ-ପଶ୍ଚିମ ଓଡ଼ିଶା ସଂଯୋଗୀକରଣରେ ମହତ୍ଵପୂର୍ଣ୍ଣ ମାଇଲଖୁଣ୍ଟ

November 28, 2025

ଶନିବାର ଠାରୁ ଦୁଇ ଦିନିଆ ତୃତୀୟ ସୋଆ ସାହିତ୍ୟ ଉତ୍ସବ-୨୦୨୫

November 28, 2025

ଆକଳନଠାରୁ ଅଧିକ ଗତିରେ ଦୌଡିଲା ଭାରତର GDP: ଆସିଲା ରିପୋର୍ଟ

November 28, 2025

ଲୋକଙ୍କ ମୌଳିକ ସମସ୍ୟା ସମାଧାନ କରୁଛି ସିପିଗ୍ରାମ୍ସ ପୋର୍ଟାଲ

November 28, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.