Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାହୁଲ ତୋପ ଏବଂ ମୁଁ ଏକେ ୪୭ : ନଭଜୋତ ସିଂ ସିଦ୍ଧୁ
ଆଜିର ଖବର

ରାହୁଲ ତୋପ ଏବଂ ମୁଁ ଏକେ ୪୭ : ନଭଜୋତ ସିଂ ସିଦ୍ଧୁ

May 16, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Rahul Gandhi Is A Cannon And I Am AK-47", Says Navjot Singh Sidhu
Rahul Gandhi Is A Cannon And I Am AK-47", Says Navjot Singh Sidhu

କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ତୋପ ଏବଂ ନିଜକୁ ଏକେ ୪୭ ସହିତ ତୁଳନା କରିଛନ୍ତି କଂଗ୍ରେସ ନେତା ନଭଜୋତ ସିଂ ସିଦ୍ଧୁ । ଏହା ସହିତ ସିଦ୍ଧୁ କହିଛନ୍ତି, ରାଫାଲେ ମାମଲାରେ ମୋଦି ଉତ୍କୋଚ ନେଇଛନ୍ତି କି ନା ମୁଁ ତାଙ୍କୁ ପ୍ରଶ୍ନ କରିବାକୁ ଚାହୁଁଛି । ରାହୁଲ ହେଉଛନ୍ତି ତୋପ ଏବଂ ମୁଁ ଏକେ ୪୭, ଯେ କୌଣସି ସ୍ଥାନରେ ମୋଦିଙ୍କ ସହିତ ବିତର୍କ ପାଇଁ ଆମେ ପ୍ରସ୍ତୁତ ବୋଲି କହିଛନ୍ତି ସିଦ୍ଧୁ । ରାଫାଲେ ମାମଲାରେ ପ୍ରଧାନମନ୍ତ୍ରୀଙ୍କୁ ଆକ୍ରମଣ କରିବାକୁ ଯାଇ ହିମାଚଳ ପ୍ରଦେଶର ବିଳାସପୁରରେ ଏକ ନିର୍ବାଚନୀ ସଭାରେ ଏହି ମନ୍ତବ୍ୟ ଦେଇଛନ୍ତି ସିଦ୍ଧୁ । ୨୦୧୪ ନିର୍ବାଚନରେ ନିଜକୁ ଗଙ୍ଗାପୁତ୍ର କହି କ୍ଷମତାକୁ ଆସିଥିବା ମୋଦି ରାଫାଲେ ଚୁକ୍ତିର ଏଜେଣ୍ଟ ହୋଇ କ୍ଷମତାରୁ ବିଦାୟ ନେବେ ବୋଲି ସିଦ୍ଧୁ କହିଛନ୍ତି । ମୋଦିଙ୍କ ମନ୍ତବ୍ୟ ‘ନା ଖାଇବି, ନା ଖାଇବାକୁ ଦେବି’ ଉପରେ କହିଥିଲେ ଏହା ଉପରେ ମୋ ସହିତ ଖୋଲା ବିତର୍କ ପାଇଁ ମୁଁ ମୋଦିଙ୍କୁ ଆହ୍ବାନ କରୁଛି । ଯଦି ମୁଁ ପରାଜିତ ହେବି ତେବେ ରାଜନୀତି ଛାଡିଦେବି ବୋଲି କହିଛନ୍ତି ସିଦ୍ଧୁ ।

Share. Facebook Twitter LinkedIn Email WhatsApp Copy Link

Related Posts

ମହାରାଜା ଫିଲ୍ମ ହଲରେ ମାରପିଟ୍

May 22, 2026

କେନ୍ଦ୍ର କ୍ୟାବିନେଟ ବୈଠକ : କମ୍ ସମୟରେ ଅଧିକ କାମ

May 22, 2026

ନିର୍ମାଣ ବିଭାଗର ସମୀକ୍ଷା : ଦୁର୍ନୀତିମୁକ୍ତ କାର୍ଯ୍ୟାନ୍ବୟନକୁ ଗୁରୁତ୍ବ

May 21, 2026

ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଗୁଇନ୍ଦା ସୂଚନା ସଂଗ୍ରହକୁ ସୁଦୃଢ଼ କରୁଛି ରେଳବାଇ: ଅଶ୍ୱିନୀ ବୈଷ୍ଣବ

May 21, 2026
Latest News

ମହାରାଜା ଫିଲ୍ମ ହଲରେ ମାରପିଟ୍

May 22, 2026

କେନ୍ଦ୍ର କ୍ୟାବିନେଟ ବୈଠକ : କମ୍ ସମୟରେ ଅଧିକ କାମ

May 22, 2026

ନିର୍ମାଣ ବିଭାଗର ସମୀକ୍ଷା : ଦୁର୍ନୀତିମୁକ୍ତ କାର୍ଯ୍ୟାନ୍ବୟନକୁ ଗୁରୁତ୍ବ

May 21, 2026

ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଗୁଇନ୍ଦା ସୂଚନା ସଂଗ୍ରହକୁ ସୁଦୃଢ଼ କରୁଛି ରେଳବାଇ: ଅଶ୍ୱିନୀ ବୈଷ୍ଣବ

May 21, 2026

ଚାନ୍ଦପୁର ମଣ୍ଡଳ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ଶକ୍ତି ପଦଯାତ୍ରା

May 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.