Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିଦ୍ଦତ୍‌- ଜର୍ଣ୍ଣି ବିୟୋଣ୍ଡ ଲଭ୍‌ରେ ନଜର ଆସିବେ ସନ୍ନି-ରାଧିକା
ଆଜିର ଖବର

ସିଦ୍ଦତ୍‌- ଜର୍ଣ୍ଣି ବିୟୋଣ୍ଡ ଲଭ୍‌ରେ ନଜର ଆସିବେ ସନ୍ନି-ରାଧିକା

May 16, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
radhika madan and sunni will came togeter in upcoming move shiddat
radhika madan and sunni will came togeter in upcoming move shiddat

ଦୀନେଶ ଭିଜନଙ୍କ ପ୍ରଯୋଜନାରେ ନିର୍ମାଣ ହେବାକୁ ଯାଉଛି ଚଳଚିତ୍ର ସିଦ୍ଦତ- ଜର୍ଣ୍ଣି ବିୟୋଣ୍ଡ ଲଭ୍‌ । ଫିଲ୍ମ ଜରିଆରେ ନିଜର ବଲିଉଡ୍‌ ପଦାର୍ପଣ କରିବାକୁ ଯାଉଛନ୍ତି ସନ୍ନି କୌଶଲ୍‌ । ସନ୍ନି ହେଉଛନ୍ତି ଷ୍ଟଣ୍ଟ ନିର୍ଦ୍ଦେଶକ ସାମ୍‌ କୌଶଲଙ୍କ ପୁଅ ଏବଂ ଭିକି କୌଶଲଙ୍କ ସାନ ଭାଇ । ସନ୍ନିଙ୍କ ବିପକ୍ଷରେ ଟେଲିଭିଜନ୍‌ ଷ୍ଟାର ରାଧିକା ମଦନ ଏହି ଚଳଚିତ୍ରରେ ନଜର ଆସିବେ । ସନ୍ନି ବର୍ତ୍ତମାନ କବୀର ଖାନଙ୍କ ଫିଲ୍ମ ୮୩ର ସୁଟିଂରେ ବ୍ୟସ୍ତଥିବା ବେଳେ ରାଧିକା ଅଙ୍ଗ୍ରେଜୀ ମିଡିୟମ୍‌ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଦୁଇ ଜଣଙ୍କ ବ୍ୟତୀତ ମୋହିତ ରାଇନା ଏବଂ ଡାଏନା ପେଣ୍ଟିଙ୍କୁ ମଧ୍ୟ ଏହି ଚଳଚିତ୍ରରେ ଦେଖିବାକୁ ମିଳିବ । ସେପ୍ଟେମ୍ବରରୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବାକୁ ଥିବା ବେଳେ ୨୦୨୦ରେ ଏହା ରିଲିଜ ହେବ ବୋଲି ଜଣାପଡିଛି । ଶ୍ରୀଧର ରାଘବନ ଏବଂ ଧୀରଜ ରତ୍ତନ ଏହି ଫିଲ୍ମର କାହାଣୀ ଲେଖିଥିବା ବେଳେ କୁନାଲ ଦେଶମୁଖ ଚଳଚିତ୍ରର ନିର୍ଦ୍ଦେଶନା ଦେବେ । ଭିଜନଙ୍କ ମ୍ୟାଡ୍‌ଡକ୍‌ ପ୍ରଯୋଜନା ସଂସ୍ଥା ସହିତ ରାଧିକାଙ୍କ ଏହା ଦ୍ବିତୀୟ ଫିଲ୍ମ ହୋଇଥିବା ବେଳେ ଡାଏନାଙ୍କ ତୃତୀୟ ଫିଲ୍ମ ।

Share. Facebook Twitter LinkedIn Email WhatsApp Copy Link

Related Posts

ମୁଦ୍ରିତ ଗଣମାଧ୍ୟମ ସଂସ୍ଥାର ପ୍ରକାଶକ ଓ ପରିଚାଳକଙ୍କୁ ନେଇ ପିଆରଜିଆଇ ପକ୍ଷରୁ ମତବିନିମୟ କାର୍ଯ୍ୟକ୍ରମ

March 20, 2026

ଜାନୁଆରୀରେ ଜିଓ ନେଟୱାର୍କରେ ଯୋଡ଼ିହେଲେ ୧.୮ ଲକ୍ଷରୁ ଅଧିକ ନୂତନ ଉପଭୋକ୍ତା: ଟ୍ରାଇ ତଥ୍ୟ

March 20, 2026

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ପଖାଳ ଦିବସ ପାଳିତ

March 20, 2026

ନିଶା କାରବାର ବିରୋଧରେ ଅଭିଯାନ ଜୋରଦାର: ପ୍ରାୟ ୩ ହଜାର କେଜି ଗଞ୍ଜେଇ ଜବତ

March 20, 2026
Latest News

ମୁଦ୍ରିତ ଗଣମାଧ୍ୟମ ସଂସ୍ଥାର ପ୍ରକାଶକ ଓ ପରିଚାଳକଙ୍କୁ ନେଇ ପିଆରଜିଆଇ ପକ୍ଷରୁ ମତବିନିମୟ କାର୍ଯ୍ୟକ୍ରମ

March 20, 2026

ଯାତ୍ରୀ ସୁବିଧା ଓ ସୁରକ୍ଷାର ସମୀକ୍ଷା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 20, 2026

ଜାନୁଆରୀରେ ଜିଓ ନେଟୱାର୍କରେ ଯୋଡ଼ିହେଲେ ୧.୮ ଲକ୍ଷରୁ ଅଧିକ ନୂତନ ଉପଭୋକ୍ତା: ଟ୍ରାଇ ତଥ୍ୟ

March 20, 2026

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ପଖାଳ ଦିବସ ପାଳିତ

March 20, 2026

ନିଶା କାରବାର ବିରୋଧରେ ଅଭିଯାନ ଜୋରଦାର: ପ୍ରାୟ ୩ ହଜାର କେଜି ଗଞ୍ଜେଇ ଜବତ

March 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.