Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହିଳା ପାଇଲଟଙ୍କ ଯୌନ ନିର୍ଯାତନା ଅଭିଯୋଗ : ଏୟାର ଇଣ୍ଡିଆର ଅନ୍ତରୀଣ ତଦନ୍ତ ନିର୍ଦ୍ଦେଶ
ଆଜିର ଖବର

ମହିଳା ପାଇଲଟଙ୍କ ଯୌନ ନିର୍ଯାତନା ଅଭିଯୋଗ : ଏୟାର ଇଣ୍ଡିଆର ଅନ୍ତରୀଣ ତଦନ୍ତ ନିର୍ଦ୍ଦେଶ

May 16, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
women pilot harrasment :air India start inquriy
women pilot harrasment :air India start inquriy

କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ଏୟାର ଇଣ୍ଡିଆର ଜନୈକା ମହିଳା ପାଇଲଟ୍‌ଙ୍କ ଅସଦାଚରଣ ଅଭିଯୋଗକୁ ନେଇ ଅନ୍ତରୀଣ ତଦନ୍ତର ନିର୍ଦ୍ଦେଶ ଦିଆଯାଇଛି । ବୁଧବାର ମହିଳା ପାଇଲଟ୍‌ ଜଣକ ଅଧିକାରୀଙ୍କୁ ପତ୍ର ଲେଖି ଯୌନ ନିର୍ଯାତନା ସମ୍ବନ୍ଧରେ ଅଭିଯୋଗ ବାଢିଥିଲେ । ହାଇଦ୍ରାବାଦରେ ପ୍ରଶିକ୍ଷଣ କ୍ୟାମ୍ପ ସମୟରେ ଏହି ଘଟଣା ହୋଇଥିବା ନେଇ ମହିଳା ଜଣକ ନିଜ ଅଭିଯୋଗରେ ଦର୍ଶାଇଛନ୍ତି । ଖାଇବା ପାଇଁ ବାହାରକୁ ଯିବା ସମୟରେ ନିଜର କମାଣ୍ଡର ପାଇଲଟ୍‌ ତାଙ୍କ ସହିତ ଅସଦାଚରଣ କରିଥିବା ନେଇ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ମହିଳା ପାଇଲଟ୍‌ । ଉଭୟ ପାଇଲଟ୍‌ଙ୍କ ନାମ ଗୋପନ ରଖାଯାଇଥିବା ବେଳେ ଏୟାର ଇଣ୍ଡିଆ ପକ୍ଷରୁ ଏକ ଅନ୍ତରୀଣ ତଦନ୍ତ କମିଟି ଗଠନ କରାଯାଇ ମାମଲାର ତଦନ୍ତ କରାଯିବ ବୋଲି ଘୋଷଣା କରାଯିବ ।

 

Share. Facebook Twitter LinkedIn Email WhatsApp Copy Link

Related Posts

ମହାରାଜା ଫିଲ୍ମ ହଲରେ ମାରପିଟ୍

May 22, 2026

କେନ୍ଦ୍ର କ୍ୟାବିନେଟ ବୈଠକ : କମ୍ ସମୟରେ ଅଧିକ କାମ

May 22, 2026

ନିର୍ମାଣ ବିଭାଗର ସମୀକ୍ଷା : ଦୁର୍ନୀତିମୁକ୍ତ କାର୍ଯ୍ୟାନ୍ବୟନକୁ ଗୁରୁତ୍ବ

May 21, 2026

ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଗୁଇନ୍ଦା ସୂଚନା ସଂଗ୍ରହକୁ ସୁଦୃଢ଼ କରୁଛି ରେଳବାଇ: ଅଶ୍ୱିନୀ ବୈଷ୍ଣବ

May 21, 2026
Latest News

ମହାରାଜା ଫିଲ୍ମ ହଲରେ ମାରପିଟ୍

May 22, 2026

କେନ୍ଦ୍ର କ୍ୟାବିନେଟ ବୈଠକ : କମ୍ ସମୟରେ ଅଧିକ କାମ

May 22, 2026

ନିର୍ମାଣ ବିଭାଗର ସମୀକ୍ଷା : ଦୁର୍ନୀତିମୁକ୍ତ କାର୍ଯ୍ୟାନ୍ବୟନକୁ ଗୁରୁତ୍ବ

May 21, 2026

ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଗୁଇନ୍ଦା ସୂଚନା ସଂଗ୍ରହକୁ ସୁଦୃଢ଼ କରୁଛି ରେଳବାଇ: ଅଶ୍ୱିନୀ ବୈଷ୍ଣବ

May 21, 2026

ଚାନ୍ଦପୁର ମଣ୍ଡଳ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ଶକ୍ତି ପଦଯାତ୍ରା

May 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.