Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିଟିଇଟି ପରୀକ୍ଷାରେ ୧୦ ପ୍ରତିଶତ ସଂରକ୍ଷଣ ଉପରେ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ କଲେ ସୁପ୍ରିମ୍‌କୋର୍ଟ
ଆଜିର ଖବର

ସିଟିଇଟି ପରୀକ୍ଷାରେ ୧୦ ପ୍ରତିଶତ ସଂରକ୍ଷଣ ଉପରେ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ କଲେ ସୁପ୍ରିମ୍‌କୋର୍ଟ

May 16, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
supreme-court
supreme-court

କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସିଟିଇଟି)ରେ ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ଥିବା ୧୦ ପ୍ରତିଶତ ସଂରକ୍ଷଣ ଆବେଦନ ଉପରେ ଗୁରୁବାର ସୁପ୍ରିମକୋର୍ଟ ଶୁଣାଣୀ କରି କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଏହି ନୋଟିସରେ କେନ୍ଦ୍ର ସରକାରଙ୍କୁ ଜବାବ ରଖିବାକୁ କୁହାଯାଇଛି । ଏହି ଅଧିସୂଚନା ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି । ସୂଚନାଯୋଗ୍ୟ, ୨୦୧୯ ସିଟିଇଟି ପରୀକ୍ଷାରେ ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ୧୦ପ୍ରତିଶତ ସଂରକ୍ଷଣ ନେଇ ସରକାରଙ୍କ ଦ୍ୱାରା ଯାଚିକା ଦାଖଲ କରାଯାଇଥିଲା । ପ୍ରବେଶିକା ପରୀକ୍ଷାମାନଙ୍କରେ କୌଣସି ପ୍ରକାରର ସଂରକ୍ଷଣ ରହିବ ନାହିଁ ବୋଲି ସୁପ୍ରିମକୋର୍ଟ ସୋମବାର ଦିନ ସ୍ପଷ୍ଟ କରିଥିଲେ । ଏହି ପ୍ରସଙ୍ଗରେ ଜଷ୍ଟିସ ଇନ୍ଦିରା ବାନାର୍ଜୀ ଓ ସଂଜୀବ ଖାନ୍ନାଙ୍କ ସ୍ପଷ୍ଟୀକରଣ ଦେଇ କହିଥିଲେ ଯେ, ଯେକୌଣସି ବର୍ଗ ପାଇଁ ପ୍ରବେଶିକା ପରୀକ୍ଷା ଦେବାକୁ ସଂରକ୍ଷଣ ଦିଆଯାଇପାରିବ, କିନ୍ତୁ ଉତ୍ତୀର୍ଣ୍ଣ କରିବା ପାଇଁ କୌଣସି ପାଇଁ ସଂରକ୍ଷଣ ଦିଆଯିବ ନାହିଁ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧ ତାରିଖରେ ହେବ ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ନଭେମ୍ବର 25 ତାରିଖ ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକିବ

November 25, 2025

ବାଣପୁର ବ୍ଲକ ନିଳାଦ୍ରି ପ୍ରସାଦ ଗ୍ରାମ ପଂଚାୟତରେ ଜିଲ୍ଲାପାଳଙ୍କ ପଲ୍ଲୀରେ ପ୍ରଶାସନିକ ଜନଶୁଣାଣି ଶିବିର

November 24, 2025

ପୁରୁଣା ପେନସନ ଦାବିରେ ଆସନ୍ତାକାଲି ଦିଲ୍ଲୀରେ ଆନ୍ଦୋଳନ, ଓଡିଶା କର୍ମଚାରୀଙ୍କ ଦିଲ୍ଲୀ ଯାତ୍ରା

November 24, 2025

ବାଣପୁରରେ ସାଇବର ଠକେଇ ସଚେତନତା କାର୍ଯ୍ୟକ୍ରମ, ଯୋଗଦେଲେ ବରିଷ୍ଠ ନାଗରିକ

November 24, 2025
Latest News

Ayodhya Ram Mandir: ରାମ ମନ୍ଦିରର କାହାଣୀ, ପୁରାଣରୁ ପରମ୍ପରା ପର୍ଯ୍ୟନ୍ତ

November 25, 2025

ଆଜି ନଭେମ୍ବର 25 ତାରିଖ ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକିବ

November 25, 2025

ବାଣପୁର ବ୍ଲକ ନିଳାଦ୍ରି ପ୍ରସାଦ ଗ୍ରାମ ପଂଚାୟତରେ ଜିଲ୍ଲାପାଳଙ୍କ ପଲ୍ଲୀରେ ପ୍ରଶାସନିକ ଜନଶୁଣାଣି ଶିବିର

November 24, 2025

ପୁରୁଣା ପେନସନ ଦାବିରେ ଆସନ୍ତାକାଲି ଦିଲ୍ଲୀରେ ଆନ୍ଦୋଳନ, ଓଡିଶା କର୍ମଚାରୀଙ୍କ ଦିଲ୍ଲୀ ଯାତ୍ରା

November 24, 2025

ଭୁବନେଶ୍ବରର ଭଞ୍ଜକଳା ମଣ୍ଡପରେ ମଞ୍ଚସ୍ଥ ହେଲା ନାଟକ ଧର୍ମ ଯୋଦ୍ଧା 

November 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.