Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମସ୍ତ ଧର୍ମରେ ଆତଙ୍କବାଦୀ ଅଛନ୍ତି : କମଲ ହାସନ
ଆଜିର ଖବର

ସମସ୍ତ ଧର୍ମରେ ଆତଙ୍କବାଦୀ ଅଛନ୍ତି : କମଲ ହାସନ

May 17, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
terrorism is in all religion : kamal-haasan
terrorism is in all religion : kamal-haasan

ଅଭିନେତାରୁ ରାଜନେତା ବନିଥିବା ତାମିଲ ସୁପରଷ୍ଟାର କମଲ ହାସନ ନିଜର ହିନ୍ଦୁ ଆତଙ୍କବାଦ ମନ୍ତବ୍ୟକୁ ନେଇ ସମାଲୋଚନାର ଶିକାର ହୋଇଥିଲେ । ଶୁକ୍ରବାର ହସନ କହିଛନ୍ତି କି ସମସ୍ତ ଧର୍ମରେ ଆତଙ୍କବାଦୀ ରହିଛନ୍ତି । ଇତିହାସକୁ ଦେଖିଲେ ଆପଣ ଜାଣି ପାରିବେ ସମସ୍ତ ଧର୍ମରେ ଭିନ୍ନ  ଭିନ୍ନ ଆତଙ୍କବାଦୀ ରହିଛନ୍ତି । ସମସ୍ତ ଧର୍ମର ନିଜସ୍ବ ଆତଙ୍କବାଦୀ ରହିଥିବା ସମ୍ପର୍କରେ ମୁଁ କହିଥିଲି ବୋଲି କହିଛନ୍ତି ହାସନ । ଗତକାଲି ତାଙ୍କ ଉପରକୁ ଚପଲ ଫୋପଡାଯିବା ଏବଂ ଏକ ଏଫ୍‌ଆଇଆର ରୁଜୁ କରାଯିବା ପରେ ଏକ ସାକ୍ଷାତକାରରେ ଏହି ମନ୍ତବ୍ୟ ଦେଇଛନ୍ତି ସୁପରଷ୍ଟାର କମଲ ହାସନ । ସୂଚନାଯୋଗ୍ୟ ଯେ, ରବିବାର ଦିନ ଏହି ଭେଟେରାନ ଅଭିନେତା ନାଥୁରାମ ଗଡ୍‌ସେ ସ୍ବାଧୀନ ଭାରତର ପ୍ରଥମ ହିନ୍ଦୁ ଆତଙ୍କବାଦୀ ବୋଲି ଅଭିହିତ କରିଥିଲେ ଯାହାକୁ ନେଇ ବିଭିନ୍ନ ମହଲରୁ କମଲଙ୍କୁ ବିରୋଧ କରା ଯାଇଥିଲା । ଏପରି ଚପଲ ଫୋପଡା ଏବଂ ଆକ୍ରମଣାତ୍ମକ ବୟାନ ମୋତେ ରୋକି ପାରିବ ନାହିଁ ବୋଲି କହିଥିଲେ କମଲ ହାସନ ।

Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ଏଲପିଜି ଗ୍ୟାସ କଳାବଜାରୀ ଉପରେ କାର୍ଯ୍ୟାନୁଷ୍ଠାନ: ୪୬୯୧ ସିଲିଣ୍ଡର ଜବତ

April 11, 2026

‘ଅଟଳ ବସ୍ ଷ୍ଟାଣ୍ଡ’ ଯୋଜନାକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରି

April 11, 2026

ଆଜି ଏପ୍ରିଲ ୧୧ ତାରିଖ ଶନିବାରରେ ଏହି ରାଶି ପାଇଁ ରହିଛି ଲାଭର ଯୋଗ, ଜାଣନ୍ତୁ ରାଶିଫଳ

April 11, 2026

ଏକତା ପରିଷଦ ଟ୍ରଷ୍ଟରେ ଓଡ଼ିଆ ପକ୍ଷର “କଳାକାର ସମ୍ବର୍ଦ୍ଧନା ଦିବସ” ପାଳିତ

April 10, 2026
Latest News

ରାଜ୍ୟରେ ଏଲପିଜି ଗ୍ୟାସ କଳାବଜାରୀ ଉପରେ କାର୍ଯ୍ୟାନୁଷ୍ଠାନ: ୪୬୯୧ ସିଲିଣ୍ଡର ଜବତ

April 11, 2026

‘ଅଟଳ ବସ୍ ଷ୍ଟାଣ୍ଡ’ ଯୋଜନାକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରି

April 11, 2026

ଭାରତ ଏବଂ ମରିସସ ମଧ୍ୟରେ ତୈଳ ଏବଂ ଗ୍ୟାସ ଯୋଗାଣ ପାଇଁ ଚୁକ୍ତିନାମା ଚୂଡ଼ାନ୍ତ

April 11, 2026

ଓଡ଼ିଆ ପକ୍ଷ ଉପଲକ୍ଷେ ଗୋଦାବାରୀଶ ମହାବିଦ୍ୟାଳୟରେ ରକ୍ତଦାନ ଶିବିର

April 11, 2026

ଆଜି ଏପ୍ରିଲ ୧୧ ତାରିଖ ଶନିବାରରେ ଏହି ରାଶି ପାଇଁ ରହିଛି ଲାଭର ଯୋଗ, ଜାଣନ୍ତୁ ରାଶିଫଳ

April 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.