Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତ୍ରିପୁରାରୁ ବାହରୁଛି ଲାଭା ପରି ଦହନଶୀଳ ପଦାର୍ଥ
ଆଜିର ଖବର

ତ୍ରିପୁରାରୁ ବାହରୁଛି ଲାଭା ପରି ଦହନଶୀଳ ପଦାର୍ଥ

May 17, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
lava like flamable substance erupting ffrom tripura
lava like flamable substance erupting ffrom tripura

ଲାଭା ପରି ଦହନଶୀଳ ପଦାର୍ଥ ତ୍ରିପୁରାରୁ ବାହାରୁଛି । ଅଗରତାଲାର ମଧୁବନ ଅଞ୍ଚଳର କଥାଲତାଲି ଗ୍ରାମରୁ ଏହି ଦହନଶୀଳ ପଦାର୍ଥ ବାହାରୁ ଥିବାର ସୂଚନା ମିଳିଛି । ତ୍ରିପୁରା ମହାକାଶ ବିଜ୍ଞାନ ସଂସ୍ଥାନ (ଟିସିଏସ୍‌ସି)ର ବୈଜ୍ଞାନିକ ମାନେ ଏହି ଲାଭା ପରି ପଦାର୍ଥର ପରୀକ୍ଷଣ କରୁଛନ୍ତି । ଏହି ରାଜ୍ୟରେ ବିଗତ ଏକ ବର୍ଷ ମଧ୍ୟରେ ଏହା ଚତୁର୍ଥ ଘଟଣା । ଏହି ଦହନଶୀଳ ପଦାର୍ଥର ପରୀକ୍ଷଣ ପରେ ଏହା ଆଗ୍ନେୟ ଉଦ୍‌ଗୀରଣରୁ ବାହାରିଥିବା ନେଇ ମତ ରଖିଛନ୍ତି ଭୂତତ୍ତ୍ବବିତ୍‌ ଅଭିଷେକ ଚୌଧୁରୀ । 5 ନମ୍ବର ସେସ୍‌ମିକ୍‌ ଜୋନ୍‌ରେ ରହୁଥିବାରୁ ତ୍ରିପୁରା ଅତ୍ୟନ୍ତ ଭୂକମ୍ପପ୍ରବଣ ଅଞ୍ଚଳ ଭାବରେ ପରିଚିତ । ଏହି ଘଟଣା ଉପରେ ତ୍ରିପୁରା ସରକାର କଡା ନଜର ରଖିଛନ୍ତି ବୋଲି କହିଛନ୍ତି ଜନୈକ ଅଧିକାରୀ । ଉଲ୍ଲେଖ ଯୋଗ୍ୟଯେ, ଭାରତର ଏହି ଉତ୍ତର ପୂର୍ବୀୟ ଇଲାକା ବିଶ୍ବର ଷଷ୍ଠ ଭୂକମ୍ପ ପ୍ରବଣ ଅଞ୍ଚଳ । 1897ରେ ଏହି ଅଞ୍ଚଳରେ 8.7 ତୀବ୍ରତାର ଏକ ଭୂକମ୍ପ ଘଟି ଅନ୍ୟୁନ 1600 ଲୋକଙ୍କ ପ୍ରାଣହାନି ଘଟିଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ମୁଦ୍ରିତ ଗଣମାଧ୍ୟମ ସଂସ୍ଥାର ପ୍ରକାଶକ ଓ ପରିଚାଳକଙ୍କୁ ନେଇ ପିଆରଜିଆଇ ପକ୍ଷରୁ ମତବିନିମୟ କାର୍ଯ୍ୟକ୍ରମ

March 20, 2026

ଜାନୁଆରୀରେ ଜିଓ ନେଟୱାର୍କରେ ଯୋଡ଼ିହେଲେ ୧.୮ ଲକ୍ଷରୁ ଅଧିକ ନୂତନ ଉପଭୋକ୍ତା: ଟ୍ରାଇ ତଥ୍ୟ

March 20, 2026

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ପଖାଳ ଦିବସ ପାଳିତ

March 20, 2026

ନିଶା କାରବାର ବିରୋଧରେ ଅଭିଯାନ ଜୋରଦାର: ପ୍ରାୟ ୩ ହଜାର କେଜି ଗଞ୍ଜେଇ ଜବତ

March 20, 2026
Latest News

ମୁଦ୍ରିତ ଗଣମାଧ୍ୟମ ସଂସ୍ଥାର ପ୍ରକାଶକ ଓ ପରିଚାଳକଙ୍କୁ ନେଇ ପିଆରଜିଆଇ ପକ୍ଷରୁ ମତବିନିମୟ କାର୍ଯ୍ୟକ୍ରମ

March 20, 2026

ଯାତ୍ରୀ ସୁବିଧା ଓ ସୁରକ୍ଷାର ସମୀକ୍ଷା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 20, 2026

ଜାନୁଆରୀରେ ଜିଓ ନେଟୱାର୍କରେ ଯୋଡ଼ିହେଲେ ୧.୮ ଲକ୍ଷରୁ ଅଧିକ ନୂତନ ଉପଭୋକ୍ତା: ଟ୍ରାଇ ତଥ୍ୟ

March 20, 2026

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ପଖାଳ ଦିବସ ପାଳିତ

March 20, 2026

ନିଶା କାରବାର ବିରୋଧରେ ଅଭିଯାନ ଜୋରଦାର: ପ୍ରାୟ ୩ ହଜାର କେଜି ଗଞ୍ଜେଇ ଜବତ

March 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.