Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବ୍ୟାଟ୍‌ମ୍ୟାନ୍‌ ଚରିତ୍ରରେ ନଜର ଆସିବେ ରବର୍ଟ ପାଟିନ୍‌ସନ୍‌
ଆଜିର ଖବର

ବ୍ୟାଟ୍‌ମ୍ୟାନ୍‌ ଚରିତ୍ରରେ ନଜର ଆସିବେ ରବର୍ଟ ପାଟିନ୍‌ସନ୍‌

May 17, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
robert pattinsion will play in batman
robert pattinsion will play in batman

ବ୍ରିଟିଶ ଅଭିନେତା ରବର୍ଟ ପାଟିନ୍‌ସନ୍‌ ଆସନ୍ତା ବ୍ୟାଟ୍‌ମ୍ୟାନ୍‌ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି । 33 ବର୍ଷୀୟ ପାଟିନ୍‌ସନ୍‌ ପୂର୍ବରୁ ଟ୍ବାଇଲାଇଟ୍‌ ସିରିଜ୍‌ରେ ଅଭିନୟ ପାଇଁ ପ୍ରସିଦ୍ଧି ହାସଲ କରିଛନ୍ତି । ଓ୍ବାର୍ଣ୍ଣର ବ୍ରୋସ୍‌ ଏବଂ ମ୍ୟାଟ୍‌ ରିଭ୍‌ସ୍‌ଙ୍କ ଆଗାମୀ ବ୍ୟାଟ୍‌ମ୍ୟାନ୍‌ ପ୍ରୋଜେକ୍ଟ ପାଇଁ ପାଟିନ୍‌ସନ୍‌ଙ୍କୁ ମନୋନୀତ କରାଯାଇଛି । ପୂର୍ବରୁ ବେନ୍‌ ଆଫ୍ଲେକ୍‌ ଏହି ଚରିତ୍ରରେ ନଜର ଆସୁଥିବା ବେଳେ ଜଷ୍ଟିସ୍‌ ଲିଗ୍‌ ପରେ ଡିସିର ଏହି ସିରିଜ୍‌ରୁ ଓହରି ଯାଇଥିଲେ ଆଫ୍ଲେକ୍‌ । ଏହି ଚଳଚିତ୍ରଟିର ସୁଟିଂ ଆସନ୍ତା 2019 ଶେଷ ଭାଗରେ ହେବ ବୋଲି ଜଣାପଡିଛି । ବ୍ୟାଟ୍‌ମ୍ୟାନ୍‌ ଚରିତ୍ରରେ ନଜର ଆସିଥିବା ଅଭିନେତାଙ୍କ ମଧ୍ୟରେ ପାଟିନ୍‌ସନ୍‌ ସର୍ବକନିଷ୍ଠ ବୋଲି ଜଣାପଡିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ନଭେମ୍ବର 25 ତାରିଖ ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକିବ

November 25, 2025

ବାଣପୁର ବ୍ଲକ ନିଳାଦ୍ରି ପ୍ରସାଦ ଗ୍ରାମ ପଂଚାୟତରେ ଜିଲ୍ଲାପାଳଙ୍କ ପଲ୍ଲୀରେ ପ୍ରଶାସନିକ ଜନଶୁଣାଣି ଶିବିର

November 24, 2025

ପୁରୁଣା ପେନସନ ଦାବିରେ ଆସନ୍ତାକାଲି ଦିଲ୍ଲୀରେ ଆନ୍ଦୋଳନ, ଓଡିଶା କର୍ମଚାରୀଙ୍କ ଦିଲ୍ଲୀ ଯାତ୍ରା

November 24, 2025

ବାଣପୁରରେ ସାଇବର ଠକେଇ ସଚେତନତା କାର୍ଯ୍ୟକ୍ରମ, ଯୋଗଦେଲେ ବରିଷ୍ଠ ନାଗରିକ

November 24, 2025
Latest News

Ayodhya Ram Mandir: ରାମ ମନ୍ଦିରର କାହାଣୀ, ପୁରାଣରୁ ପରମ୍ପରା ପର୍ଯ୍ୟନ୍ତ

November 25, 2025

ଆଜି ନଭେମ୍ବର 25 ତାରିଖ ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକିବ

November 25, 2025

ବାଣପୁର ବ୍ଲକ ନିଳାଦ୍ରି ପ୍ରସାଦ ଗ୍ରାମ ପଂଚାୟତରେ ଜିଲ୍ଲାପାଳଙ୍କ ପଲ୍ଲୀରେ ପ୍ରଶାସନିକ ଜନଶୁଣାଣି ଶିବିର

November 24, 2025

ପୁରୁଣା ପେନସନ ଦାବିରେ ଆସନ୍ତାକାଲି ଦିଲ୍ଲୀରେ ଆନ୍ଦୋଳନ, ଓଡିଶା କର୍ମଚାରୀଙ୍କ ଦିଲ୍ଲୀ ଯାତ୍ରା

November 24, 2025

ଭୁବନେଶ୍ବରର ଭଞ୍ଜକଳା ମଣ୍ଡପରେ ମଞ୍ଚସ୍ଥ ହେଲା ନାଟକ ଧର୍ମ ଯୋଦ୍ଧା 

November 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.