Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତରେ ହୋଟେଲ ଅଧିଗ୍ରହଣ ପାଇଁ ୪ ହଜାର କୋଟି ନିବେଶ କରିବ ଟାଟା ଗ୍ରୁପ୍‌
ଆଜିର ଖବର

ଭାରତରେ ହୋଟେଲ ଅଧିଗ୍ରହଣ ପାଇଁ ୪ ହଜାର କୋଟି ନିବେଶ କରିବ ଟାଟା ଗ୍ରୁପ୍‌

May 17, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
tata group invest 4 thousand crore
tata group invest 4 thousand crore

ଭାରତରେ ବିଭିନ୍ନ ହୋଟେଲ ବ୍ୟବସାୟର ଅଧିଗ୍ରହଣ କରିବା ପାଇଁ ଟାଟା ଗ୍ରୁପ୍‌ ୪ ହଜାର କୋଟି ନିବେଶ କରିବ ବୋଲି ଜଣା ପଡିଛି । ସିଙ୍ଗାପୁରର ସୋଭେରିନ୍‌ ଗ୍ରୁପ୍‌ ସହିତ ସହବନ୍ଧନରେ ଆଗାମୀ ତିନି ବର୍ଷରେ ଏହି ଅର୍ଥ ରାଶି ନିବେଶ କରାଯିବ ବୋଲି ଜଣାପଡିଛି । ଟାଟା କମ୍ପାନୀ ଦ୍ବାରା ପରିଚାଳିତ ଇଣ୍ଡିଆନ୍‌ ହୋଟେଲ୍ସ କମ୍ପାନୀ ଲିମିଟେଡ୍‌ (ଆଇଏଚ୍‌ସିଏଲ୍‌) ଏବଂ ସୋଭେରିନ୍‌ ଗ୍ରୁପ୍‌ ମଧ୍ୟରେ ୬୦୦ ମିଲିୟନ୍‌ ଡଲାରର ଚୁକ୍ତି ସ୍ବାକ୍ଷରିତ ହୋଇଛି । ଏହି ଚୁକ୍ତି ଅନୁଯାୟୀ ଭାରତରେ ବିଳାସମୟ ହୋଟେଲ ନିର୍ମାଣ ଏବଂ ଅଧିଗ୍ରହଣ କରାଯିବ । ଏହି ଚୁ୍କ୍ତି ଆଇଏଚ୍‌ସିଏଲ୍‌କୁ 2022 ସୁଦ୍ଧା ଦକ୍ଷିଣ ଏସିଆର ଏକ ନମ୍ବର ସ୍ଥାନରେ ପହଞ୍ଚାଇବ ବୋଲି କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହି ଅଧିକାରୀ ପୁନିତ୍‌ ଚଟ୍‌ଓ୍ବାଲ୍‌ ପ୍ରକାଶ କରିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ମହାରାଜା ଫିଲ୍ମ ହଲରେ ମାରପିଟ୍

May 22, 2026

କେନ୍ଦ୍ର କ୍ୟାବିନେଟ ବୈଠକ : କମ୍ ସମୟରେ ଅଧିକ କାମ

May 22, 2026

ନିର୍ମାଣ ବିଭାଗର ସମୀକ୍ଷା : ଦୁର୍ନୀତିମୁକ୍ତ କାର୍ଯ୍ୟାନ୍ବୟନକୁ ଗୁରୁତ୍ବ

May 21, 2026

ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଗୁଇନ୍ଦା ସୂଚନା ସଂଗ୍ରହକୁ ସୁଦୃଢ଼ କରୁଛି ରେଳବାଇ: ଅଶ୍ୱିନୀ ବୈଷ୍ଣବ

May 21, 2026
Latest News

ମହାରାଜା ଫିଲ୍ମ ହଲରେ ମାରପିଟ୍

May 22, 2026

କେନ୍ଦ୍ର କ୍ୟାବିନେଟ ବୈଠକ : କମ୍ ସମୟରେ ଅଧିକ କାମ

May 22, 2026

ନିର୍ମାଣ ବିଭାଗର ସମୀକ୍ଷା : ଦୁର୍ନୀତିମୁକ୍ତ କାର୍ଯ୍ୟାନ୍ବୟନକୁ ଗୁରୁତ୍ବ

May 21, 2026

ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଗୁଇନ୍ଦା ସୂଚନା ସଂଗ୍ରହକୁ ସୁଦୃଢ଼ କରୁଛି ରେଳବାଇ: ଅଶ୍ୱିନୀ ବୈଷ୍ଣବ

May 21, 2026

ଚାନ୍ଦପୁର ମଣ୍ଡଳ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ଶକ୍ତି ପଦଯାତ୍ରା

May 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.