Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସେପ୍ଟେମ୍ବର ୪ ରେ ଏହି ରାଜ୍ୟରେ ପୁନର୍ବାର ହେବ NEET ପରୀକ୍ଷା
ଆଜିର ଖବର

ସେପ୍ଟେମ୍ବର ୪ ରେ ଏହି ରାଜ୍ୟରେ ପୁନର୍ବାର ହେବ NEET ପରୀକ୍ଷା

August 28, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
NEET
ଲକ୍ଷ ଲକ୍ଷ NEET ଛାତ୍ରଛାତ୍ରୀଙ୍କ ପାଇଁ ରିଫଣ୍ଡ ପାଇବାର ଆଜି ଶେଷ ସୁଯୋଗ: ଶୀଘ୍ର କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଗତ ମାସରେ କେରଳର କୋଲ୍ଲମ ଜିଲ୍ଲାର ଏକ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବା ପୂର୍ବରୁ ଛାତ୍ରୀମାନଙ୍କ ଅନ୍ତ ବସ୍ତ୍ର କାଢିବାକୁ ବାଧ୍ୟ କରାଯାଇଥିବା ଅଭିଯୋଗ ହୋଇଥିଲା। ସେଥିପାଇଁ ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି (NTA) ପୁନର୍ବାର NEET ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି। ସରକାରୀ ସୂତ୍ରରୁ ଏହି ସୂଚନା ମିଳିଛି। ପୁନର୍ବାର ଏହି ପରୀକ୍ଷା ସେପ୍ଟେମ୍ବର ୪ ତାରିଖରେ ଅନୁଷ୍ଠିତ ହେବ ବୋଲି ସୂତ୍ରରୁ ପ୍ରକାଶ।

“ପ୍ରଭାବିତ ଛାତ୍ରୀମାନଙ୍କୁ ସେପ୍ଟେମ୍ବର ୪ ତାରିଖରେ କୋଲ୍ଲମରେ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (NEET) ରେ ହାଜର ହେବାକୁ ଅନୁମତି ମିଳିଛି। କୋଲ୍ଲମ ବ୍ୟତୀତ ରାଜସ୍ଥାନର ଦୁଇଟି କେନ୍ଦ୍ର, ମଧ୍ୟପ୍ରଦେଶର ଦୁଇଟି ଏବଂ ଉତ୍ତରପ୍ରଦେଶର ଗୋଟିଏ କେନ୍ଦ୍ରରେ ପ୍ରଭାବିତ ପରୀକ୍ଷାର୍ଥୀଙ୍କ ପାଇଁ ପୁନଃ ପରୀକ୍ଷା କରାଯିବ।

ଏହି ରାଜ୍ୟରେ ହେବ ପୁନଃ ପରୀକ୍ଷା:

କେରଳର ଗୋଟିଏ କେନ୍ଦ୍ର (କୋଲ୍ଲମ)
ରାଜସ୍ଥାନର ଦୁଇଟି କେନ୍ଦ୍ର।
ମଧ୍ୟପ୍ରଦେଶର ଦୁଇଟି କେନ୍ଦ୍ର।
ଉତ୍ତରପ୍ରଦେଶର ଗୋଟିଏ କେନ୍ଦ୍ର।

ସୂଚନାଯୋଗ୍ୟ, ଜୁଲାଇ ୧୭ ତାରିଖରେ କୋଲ୍ଲମ ଜିଲ୍ଲାର ଏକ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବା ପୂର୍ବରୁ ଝିଅମାନଙ୍କୁ ଅନ୍ତ ବସ୍ତ୍ର କାଢିବାକୁ ବାଧ୍ୟ କରାଯିବା ନେଇ ସାରା ଦେଶରେ ବିରୋଧ କରାଯାଇଥିଲା।

ପରୀକ୍ଷାରେ ତ୍ରୁଟି ନିବାରଣ ପାଇଁ ସର୍ଚ୍ଚ କରିବା ନାମରେ ସେମାନଙ୍କ ଅନ୍ତଃ ବସ୍ତ୍ର କାଢିଥିବାରୁ ପାଞ୍ଚ ଜଣ ମହିଳାଙ୍କ ସମେତ ୭ ଜଣଙ୍କୁ ଗିରଫ କରାଯାଇଥିଲା।

ତିନି ଘଣ୍ଟାରୁ ଅଧିକ ସମୟ ଧରି ଅନ୍ତଃ ବସ୍ତ୍ର ବିନା ପରୀକ୍ଷା ଗୃହରେ ବସିବାର ତିକ୍ତ ଅନୁଭୂତିରୁ ମୁକ୍ତି ପାଇ ପାରି ନାହିଁ ବୋଲି ଜଣେ ୧୭ ବର୍ଷୀୟ ଛାତ୍ରୀର ବାପା ଅଭିଯୋଗ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣାର ତଦନ୍ତ ପାଇଁ ଏନଟିଆଇ ଦ୍ୱାରା କମିଟି ଗଠନ କରାଯାଇଥିଲା।

NEET ପରୀକ୍ଷା nta
Share. Facebook Twitter LinkedIn Email WhatsApp Copy Link

Related Posts

ଆଜିଠାରୁ ଅଗଷ୍ଟ ୧୪ ଯାଏଁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପାଇଁ ଆବେଦନ

July 15, 2026

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

July 15, 2026

କୋଭିଡ-୧୯ ର କୌଣସି ଗୁଜବ କିମ୍ବା ଅପପ୍ରଚାରରେ ଭୟଭୀତ ନହୋଇ ସଚେତନ ରହିବାକୁ ଅପିଲ

July 15, 2026

ପ୍ରଥମ ତ୍ରୈମାସିକରେ ଇଣ୍ଡିଆ ପୋଷ୍ଟର ୪,୦୦୦ କୋଟିରୁ ଅଧିକ ଆୟ

July 15, 2026
Latest News

ଆଜିଠାରୁ ଅଗଷ୍ଟ ୧୪ ଯାଏଁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପାଇଁ ଆବେଦନ

July 15, 2026

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

July 15, 2026

କୋଭିଡ-୧୯ ର କୌଣସି ଗୁଜବ କିମ୍ବା ଅପପ୍ରଚାରରେ ଭୟଭୀତ ନହୋଇ ସଚେତନ ରହିବାକୁ ଅପିଲ

July 15, 2026

ପ୍ରଥମ ତ୍ରୈମାସିକରେ ଇଣ୍ଡିଆ ପୋଷ୍ଟର ୪,୦୦୦ କୋଟିରୁ ଅଧିକ ଆୟ

July 15, 2026

ଶିକ୍ଷକ ପ୍ରମୋଦ କୁମାର ସାହୁ ପାଇଲେ ଶିକ୍ଷା ରତ୍ନ ସମ୍ମାନ

July 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.