Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିହାର କ୍ୟାବିନେଟ ବୈଠକରେ ହଙ୍ଗମା: ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫା ଦେବା ଲାଗି ଧମକ ଦେଲେ କୃଷି ମନ୍ତ୍ରୀ
ଆଜିର ଖବର

ବିହାର କ୍ୟାବିନେଟ ବୈଠକରେ ହଙ୍ଗମା: ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫା ଦେବା ଲାଗି ଧମକ ଦେଲେ କୃଷି ମନ୍ତ୍ରୀ

September 13, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ନୀତିଶ କୁମାର
ନୀତିଶ କୁମାରଙ୍କ ଶେଷ କ୍ୟାବିନେଟ ବୈଠକ!: ଜାଣନ୍ତୁ କ’ଣ କହିଲେ ବିହାର ମୁଖ୍ୟମନ୍ତ୍ରୀ?

ପାଟନା: ଆଜି ବିହାର କ୍ୟାବିନେଟ ବୈଠକରେ ଏକ ବଡ଼ ଧରଣର ହଙ୍ଗମା ଦେଖାଦେଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କୃଷି ମନ୍ତ୍ରୀ ସୁଧାକର ସିଂ ଇସ୍ତଫା ଦେବାକୁ ଧମକ ଦେଇଛନ୍ତି। ନିକଟରେ ଦେଇଥିବା ବିବୃତ୍ତି ବିଷୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କୃଷି ମନ୍ତ୍ରୀଙ୍କୁ କହିଥିଲେ ଯେ, ଏପରି ବିବୃତ୍ତି କରିବା ଠିକ ନୁହେଁ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହା କହିବା ମାତ୍ରେ କୃଷି ମନ୍ତ୍ରୀ ସୁଧାକର ସିଂ ପାଲଟା ଜବାବ ଦେଇ କହିଥିଲେ ଯେ, ଏହା ଭୁଲ୍, ଯଦି ତାହା ହୁଏ ତେବେ ମୁଁ ଇସ୍ତଫା ଦେବି। ସୁଧାକର ସିଂ ରବିବାର ଦିନ କୈମୁରରେ କହିଥିଲେ ଯେ, କୃଷି ବିଭାଗର ଲୋକମାନେ ଚୋର ଏବଂ ସେ ହେଉଛନ୍ତି ‘ଚୋରମାନଙ୍କର ମୁଖିଆ’।

ପ୍ରକୃତରେ କୃଷି ମନ୍ତ୍ରୀ ସୁଧାକର ସିଂ ରବିବାର ଦିନ କୈମୁରରେ ମଞ୍ଚରୁ ଚାଷୀଙ୍କୁ ସମ୍ବୋଧିତ କରିଥିଲେ। ତାଙ୍କ ବିବୃତ୍ତିର ଭିଡିଓ ବହୁତ ଭାଇରାଲ ହୋଇଛି। ପରେ ଯେତେବେଳେ କୃଷି ମନ୍ତ୍ରୀଙ୍କୁ ଏହି ବିବୃତ୍ତି ବିଷୟରେ ପଚରାଯାଇଥିଲା, ସେତେବେଳେ ସେ ଉତ୍ତର ଦେଇଥିଲେ ଯେ ତାଙ୍କର ଏ ବିଷୟରେ କିଛି କହିବାର ନାହିଁ। କିମ୍ବା ବିବୃତ୍ତିରେ କୌଣସି ସଂଶୋଧନ କରିବାର ଅଛି।

ଇସ୍ତଫା କୃଷି ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନୀତୀଶ ସୁଧାକର ସିଂ
Share. Facebook Twitter LinkedIn Email WhatsApp Copy Link

Related Posts

ଭାଇ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ

April 24, 2026

ଗଛକୁ ପିଟିଲା ସ୍କୁଟି: ଜଣେ ମୃତ

April 24, 2026

ବନବିଭାଗ କର୍ମଚାରୀଙ୍କୁ ନିର୍ଧୂମ ପିଟିଲେ

April 24, 2026

ବଢିଲା ଇସ୍ରାଏଲ – ଲେବାନନ ଅସ୍ତ୍ରବିରତି ଅବଧି

April 24, 2026
Latest News

ଭାଇ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ

April 24, 2026

ଗଛକୁ ପିଟିଲା ସ୍କୁଟି: ଜଣେ ମୃତ

April 24, 2026

ବନବିଭାଗ କର୍ମଚାରୀଙ୍କୁ ନିର୍ଧୂମ ପିଟିଲେ

April 24, 2026

ବଢିଲା ଇସ୍ରାଏଲ – ଲେବାନନ ଅସ୍ତ୍ରବିରତି ଅବଧି

April 24, 2026

ଆଜି ହିଁ ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ, ପାଖ ମାଡିବନି ଲୁ

April 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.