Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱର ହମସଫର ଏବଂ ନ୍ୟୁ ତିନ୍ସୁକିଆ-ବାଙ୍ଗାଲୋର ଏକ୍ସପ୍ରେସ ପାଇଁ ଷ୍ଟେସନ ପଏଣ୍ଟରେ ପରିବର୍ତ୍ତନ
ଆଜିର ଖବର

ଭୁବନେଶ୍ୱର ହମସଫର ଏବଂ ନ୍ୟୁ ତିନ୍ସୁକିଆ-ବାଙ୍ଗାଲୋର ଏକ୍ସପ୍ରେସ ପାଇଁ ଷ୍ଟେସନ ପଏଣ୍ଟରେ ପରିବର୍ତ୍ତନ

September 22, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଅସୁବିଧାଜନକ ଟ୍ରେନ ଚଳାଚଳକୁ ଏଡାଇ ସୁଗମ ପରିଚାଳନା ପାଇଁ ବେଙ୍ଗାଲୁରୁ ଅଞ୍ଚଳରେ ପୂର୍ବତଟ ରେଳପଥ ମଧ୍ୟରୁ/ମଧ୍ୟଦେଇ ଯାଉଥିବା ଦୁଇଟି ଟ୍ରେନର ଟର୍ମିନାଲ୍ ପଏଣ୍ଟ ଷ୍ଟେସନକୁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି …

ଭୁବନେଶ୍ୱର-କୃଷ୍ଣରାଜପୁରମ୍ ହମସଫର ଏକ୍ସପ୍ରେସ:

ଅକ୍ଟୋବର ମାସ 5 ତାରିଖ ଠାରୁ ଭୁବନେଶ୍ୱର ଠାରୁ କୃଷ୍ଣରାଜପୁରମ ଯାତ୍ରା କରିବାକୁ ଥିବା ଏବଂ ଅକ୍ଟୋବର ମାସ 6 ତାରିଖ ଠାରୁ ଭୁବନେଶ୍ୱର ଆସିବାକୁଥିବା 22833/22834 ଭୁବନେଶ୍ୱର-କୃଷ୍ଣରାଜପୁରମ୍-ଭୁବନେଶ୍ୱର ହମସଫର ଏକ୍ସପ୍ରେସ ସାର୍ ଏମ୍ ଭିସେଶ୍ବରାୟ ଟର୍ମିନାଲ୍ (ଏସଏମଭିଟି) ବେଙ୍ଗାଲୁରୁ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ଚଳାଚଳ କରିବ।  କୃଷ୍ଣରାଜପୁରମ୍ ଷ୍ଟେସନରେ ପହଞ୍ଚିବା ପରେ ଏହି ଟ୍ରେନ ଏସଏମଭିଟି କୁ ଯାତ୍ରା କରିବ ଓ ସେଠାରେ ଅପରାହ୍ନ 12 ଘ. 30 ମି. ରେ ପହଞ୍ଚିବ। ଫେରିବା ଦିଗରେ ଏହି ଟ୍ରେନ୍ ଏସଏମଭିଟିରୁ ପ୍ରତି ଗୁରୁବାର ଦିନ ଅପରାହ୍ନ 4ଘ. 35ମି.ରେ ଛାଡି କୃଷ୍ଣରାଜପୁରମରେ ଅଟକି ପରେ ଭୁବନେଶ୍ୱରକୁ ଯାତ୍ରା କରିବ।

ନ୍ୟୁ ତିନ୍ସୁକିଆ-ବାଙ୍ଗାଲୋର ଏକ୍ସପ୍ରେସ:

22501/22502 ନ୍ୟୁ ତିନ୍ସୁକିଆ-ବାଙ୍ଗାଲୋର-ନ୍ୟୁ ତିନ୍ସୁକିଆ ଏକ୍ସପ୍ରେସକୁ ଏସଏମଭିଟି, ବେଙ୍ଗାଲୁରୁ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଅଛି। ଅକ୍ଟୋବର ମାସ 4 ତାରିଖ ଠାରୁ ପ୍ରତ୍ୟକ ମଙ୍ଗଳବାର ଦିନ ଏହି ଟ୍ରେନ କେଏସଆର ବେଙ୍ଗାଲୁରୁ ପରିବର୍ତ୍ତେ ଏସଏମଭିଟି, ବେଙ୍ଗାଲୁରୁ ଠାରୁ ଭୋର 3 ଘ. 10ମି.ରେ ଛାଡି ନ୍ୟୁ ତିନ୍ସୁକିଆ ଅଭିମୁଖେ ଯାତ୍ରା କରିବ। ଫେରିବା ମାର୍ଗରେ ନ୍ୟୁ ତିନ୍ସୁକିଆରୁ ଏହି ଟ୍ରେନ୍ ଅକ୍ଟୋବର ମାସ 07 ତାରିଖ ଠାରୁ କେଏସଆର ବେଙ୍ଗାଲୁରୁ ବଦଳରେ ଏସଏମଭିଟି, ବେଙ୍ଗାଲୁରୁ ପର୍ଯ୍ୟନ୍ତ ଯାତ୍ରା କରିବ। ଉଭୟ ଦିଗରୁ ଏହି ଟ୍ରେନ୍ ବେଙ୍ଗାଲୁରୁ ଇଷ୍ଟ ଏବଂ ବେଙ୍ଗାଲୁରୁ କ୍ୟାଣ୍ଟ ଷ୍ଟେସନ ଠାରେ ରହଣି କରିବ ନାହିଁ।

ପୂର୍ବତଟ ରେଳପଥ
Share. Facebook Twitter LinkedIn Email WhatsApp Copy Link

Related Posts

CJP ପ୍ରତିବାଦ ପାଇଁ ବିଦେଶୀ ପାଣ୍ଠି ଅଭିଯୋଗ: ଭାଇରାଲ ପୋଷ୍ଟ ଉପରେ MEA ର ପ୍ରତିକ୍ରିୟା

July 27, 2026

ପେପର ଲିକ୍ ରୋକିବା ପାଇଁ ମୋଦି ସରକାର ପ୍ରସ୍ତୁତ!: ଆଜି ଲୋକସଭାରେ ଆଗତ ହେବ ବିଲ୍

July 27, 2026

ଅମରନାଥ ଯାତ୍ରାରେ ଭକ୍ତଙ୍କ ଭିଡ଼: ଏପର୍ଯ୍ୟନ୍ତ ବାବା ବର୍ଫାନୀଙ୍କ ଦର୍ଶନ କଲେ ୪ ଲକ୍ଷରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁ

July 27, 2026

NEET ପ୍ରତିବାଦ ସମୟରେ ବିବାଦୀୟ ପୋଷ୍ଟର: ଅଜ୍ଞାତ ମହିଳାଙ୍କ ବିରୋଧରେ ମାମଲା ରୁଜୁ

July 27, 2026
Latest News

CJP ପ୍ରତିବାଦ ପାଇଁ ବିଦେଶୀ ପାଣ୍ଠି ଅଭିଯୋଗ: ଭାଇରାଲ ପୋଷ୍ଟ ଉପରେ MEA ର ପ୍ରତିକ୍ରିୟା

July 27, 2026

ପେପର ଲିକ୍ ରୋକିବା ପାଇଁ ମୋଦି ସରକାର ପ୍ରସ୍ତୁତ!: ଆଜି ଲୋକସଭାରେ ଆଗତ ହେବ ବିଲ୍

July 27, 2026

ଅମରନାଥ ଯାତ୍ରାରେ ଭକ୍ତଙ୍କ ଭିଡ଼: ଏପର୍ଯ୍ୟନ୍ତ ବାବା ବର୍ଫାନୀଙ୍କ ଦର୍ଶନ କଲେ ୪ ଲକ୍ଷରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁ

July 27, 2026

NEET ପ୍ରତିବାଦ ସମୟରେ ବିବାଦୀୟ ପୋଷ୍ଟର: ଅଜ୍ଞାତ ମହିଳାଙ୍କ ବିରୋଧରେ ମାମଲା ରୁଜୁ

July 27, 2026

କଣ୍ଟାବାଞ୍ଜିଠାରେ ବିଶାଳ ‘ମିଶ୍ରଣ ପର୍ବ’: ବିଜେପି ରେ ଯୋଗଦେଲେ ବିଜେଡ଼ି ଏବଂ କଂଗ୍ରେସ କର୍ମୀ

July 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.