Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୨୦୧୯ ଏଗଜିଟ୍‌ ପୋଲ୍‌ ରିପୋର୍ଟ ସମ୍ପୂର୍ଣ୍ଣ ମିଥ୍ୟା : ପଲାନିସ୍ବାମୀ
ଆଜିର ଖବର

୨୦୧୯ ଏଗଜିଟ୍‌ ପୋଲ୍‌ ରିପୋର୍ଟ ସମ୍ପୂର୍ଣ୍ଣ ମିଥ୍ୟା : ପଲାନିସ୍ବାମୀ

May 20, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
palaniswami
ଏଆଇଏଡିଏମକେକୁ ବଡ ଝଟକା: ଇସ୍ତଫା ଦେଲେ ଆଉ ଜଣେ ବିଧାୟକ

ଚଳିତ ବର୍ଷର ଏଗଜିଟ୍‌ ପୋଲ୍‌ ରିପୋର୍ଟ ପ୍ରକାଶ ପାଇଥିବା ବେଳେ ଏଥିରେ ଏନ୍‌ଡିଏ ମେଣ୍ଟକୁ ବହୁମତ ମିଳିଛି । ମାତ୍ର ବିଜେପିର ଅନ୍ୟତମ ସହଯୋଗୀ ଦଳ ଏଆଇଡିଏମ୍‌କେ ପକ୍ଷରୁ ଏହି ସମସ୍ତ ଏଗଜିଟ୍‌ ପୋଲ୍‌ ରିପୋର୍ଟକୁ ଏକ ମିଥ୍ୟା ବୋଲି କୁହାଯାଇଛି । ତାମିଲ୍‌ନାଡୁ ମୁଖ୍ୟମନ୍ତ୍ରୀ ତଥା ଏଆଇଡିଏମ୍‌କେ ମୁଖ୍ୟ ଇ ପଲାନିସ୍ବାମୀ ଏହି ଏକ୍ସିଟ୍‌ ପୋଲ୍‌ ରିପୋର୍ଟକୁ ଅସ୍ବୀକାର କରିଛନ୍ତି । କିଛି ନ୍ୟୁଜ୍‌ ଚ୍ୟାନେଲ ରିପୋର୍ଟ ଅନୁଯାୟୀ ୟୁପିଏ ସହିତ ରହିଥିବା ଡିଏମ୍‌କେ ୩୯ରୁ ୨୭ଆସନରେ ବିଜୟୀ ହେବ । ଅନ୍ୟ କିଛି ଚ୍ୟାନେଲ୍‌ ଏହି ସଂଖ୍ୟାକୁ ୩୪ ଦେଖାଇଛନ୍ତି । ଏହି ଏଗଜିଟ୍‌ ପୋଲ୍‌ରେ ଏଆଇଡିଏମ୍‌କେକୁ ୧୧ଟି ଆସନ ପ୍ରଦାନ କରାଯାଇଛି । ତାମିଲନାଡୁ ଏବଂ ପୁଡୁଚେରୀରେ ଏଆଇଡିଏମ୍‌କେ ସମସ୍ତ ୩୯ ଆସନରେ ବିଜୟୀ ହେବାକୁ ଯାଉଛି ବୋଲି କହିଛନ୍ତି ପଲାନିସ୍ବାମୀ । ୨୦୧୪ ଜାତୀୟ ନିର୍ବାଚନରେ ଜୟଲଳିତାଙ୍କ ନେତୃତ୍ବରେ ଏଆଇଡିଏମ୍‌କେ ୩୭ ଆସନରେ ବିଜୟୀ ହୋଇଥିଲା । ଏହା ସହିତ ବିଜେପି ଜାତୀୟ ଗଣମାଧ୍ୟମ ଗୁଡିକୁ ନିଜ ନିୟନ୍ତ୍ରଣରେ ରଖି ଏପରି ମିଥ୍ୟା ଖବରର ପ୍ରସାରଣ କରୁଛିକ ବୋଲି ପଲାନିସ୍ବାମୀ ଅଭିଯୋଗ କରିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜିଠୁ ଭାରତ-ଜିମ୍ବାୱେ ଟି-୨୦ ସିରିଜ: ଜାଣନ୍ତୁ କେଉଁଠି ଦେଖିବେ ସିଧାପ୍ରସାରଣ

July 23, 2026

“ମନରେ ହାରିବା ଭୟ…”: ଜିମ୍ବାୱେ ଟି-୨୦ ସିରିଜ ପୂର୍ବରୁ ଶ୍ରେୟସ ଆୟରଙ୍କ ବଡ଼ ବିବୃତ୍ତି

July 23, 2026

ଜୈବ ବିବିଧତା ସଂରକ୍ଷଣ ପାଇଁ ଏନ୍‌ବିଏର ବଡ଼ ପଦକ୍ଷେପ: ଓଡ଼ିଶା ସମେତ ୧୧ ରାଜ୍ୟକୁ ୬.୬୭ କୋଟି ମଞ୍ଜୁର

July 23, 2026

ସରକାରଙ୍କ ବଡ଼ ନିଷ୍ପତ୍ତି: ନୀତି ଆୟୋଗର ନୂତନ ସିଇଓ ଭାବେ ନିଯୁକ୍ତି ପାଇଲେ ଅନୁରାଗ ଜୈନ

July 23, 2026
Latest News

NEET ପେପର ଲିକ୍ ମାମଲା: ଫାଷ୍ଟ-ଟ୍ରାକ୍ କୋର୍ଟ ପ୍ରତିଷ୍ଠା ଘୋଷଣା କଲେ ପ୍ରଧାନମନ୍ତ୍ରୀ

July 23, 2026

ଆଜିଠୁ ଭାରତ-ଜିମ୍ବାୱେ ଟି-୨୦ ସିରିଜ: ଜାଣନ୍ତୁ କେଉଁଠି ଦେଖିବେ ସିଧାପ୍ରସାରଣ

July 23, 2026

“ମନରେ ହାରିବା ଭୟ…”: ଜିମ୍ବାୱେ ଟି-୨୦ ସିରିଜ ପୂର୍ବରୁ ଶ୍ରେୟସ ଆୟରଙ୍କ ବଡ଼ ବିବୃତ୍ତି

July 23, 2026

ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅଧିନରେ ଓଡ଼ିଶାର ନୀଳ ଅର୍ଥନୀତି

July 23, 2026

ଜୈବ ବିବିଧତା ସଂରକ୍ଷଣ ପାଇଁ ଏନ୍‌ବିଏର ବଡ଼ ପଦକ୍ଷେପ: ଓଡ଼ିଶା ସମେତ ୧୧ ରାଜ୍ୟକୁ ୬.୬୭ କୋଟି ମଞ୍ଜୁର

July 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.