Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁସ୍ତକ ‘ଭଗ୍ନ ଡେଣାର ଉଡାଣ’ ଏବଂ ସାହିତ୍ୟ ପତ୍ରିକା ‘ଦିଗବଳୟ’ ଉନମୋଚିତ
ଆଜିର ଖବର

ପୁସ୍ତକ ‘ଭଗ୍ନ ଡେଣାର ଉଡାଣ’ ଏବଂ ସାହିତ୍ୟ ପତ୍ରିକା ‘ଦିଗବଳୟ’ ଉନମୋଚିତ

October 15, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ପୁସ୍ତକ 'ଭଗ୍ନ ଡେଣାର ଉଡାଣ', ପୂଜାସଂଖ୍ୟା ସାହିତ୍ୟ ପତ୍ରିକା 'ଦିଗବଳୟ' ଉନମୋଚିତ

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚିତ୍ରକର ତଥା ପ୍ରକୃତିପ୍ରେମୀ ସୁନାରାମ ସିଂହଙ୍କ ଅଧ୍ୟକ୍ଷତାରେ ଏକ କବିତା ପାଠୋତ୍ସବ ଓ ପୁସ୍ତକ ଉନ୍ମୋଚନ ଅନୁଷ୍ଠିତ ହେଇଯାଇଛି।
ଏଥିରେ ଅଜୟ କେତନ ମହାନ୍ତିଙ୍କ ସମ୍ପାଦିତ ତ୍ରୟମାସିକ ସାହିତ୍ୟ ପତ୍ରିକାର ପୂଜାସଂଖ୍ୟା ‘ଦିଗବଳୟ’ ଉନମୋଚିତ ହୋଇଛି। ସେହିପରି ପୋଲିସ ପ୍ରଶାସକ ଯୋଶବନ୍ତ ସେଠୀଙ୍କ ଦ୍ୱାରା ସ୍ୱରଚିତ କବିତା ପୁସ୍ତକ, ‘ଭଗ୍ନ ଡେଣାର ଉଡାଣ’ ମଧ୍ୟ ଏହି ଅବସରରେ ଉନ୍ମୋଚନ କରାଯାଇଥିଲା।

ଏଥିରେ ଏଜି ଆଶୁତୋଷ ଦାସ, ସମାଜସେବୀ ବାବୁଲି ସାହୁ, ବ୍ୟବସାୟୀ ତଥା ସମାଜସେବୀ ପ୍ରଶାନ୍ତ ପାତ୍ର, ଖିରୋଦ ନାଏକ,ପ୍ରମୁଖ ଯୋଗ ଦେଇଥିଲେ। ଜୈବିକ ଚାଷୀ ତଥା ବାତାୟନ ର ସମ୍ପାଦକ ସତ୍ୟବ୍ରତ ଜେନା ଏହି ଅବସରରେ ଯୋଗଦେଇ କବିତା ପାଠ କରିବା ସହିତ ଆଗାମୀ ଦିନରେ ଜୈବିକ ଚାଷର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ।
ଶେଷରେ ପୋଲିସ ପ୍ରଶାସକ ଯୋଶବନ୍ତ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

“ଶିକ୍ଷକ ଦାବି ଦିବସ”ରେ ମହାସମାବେଶ ଓ ଅହୋରାତ୍ର ଗଣଧାରଣା: ସମନ୍ୱୟ ସମିତି

August 9, 2026

ଟର୍ବୁଲେନ୍ସର ସମ୍ମୁଖୀନ ହୋଇଥିବା ବିମାନର ପାଇଲଟ୍ ମଦ୍ୟପାନ କରିଥିଲେ?: ଆସିଲା ରିପୋର୍ଟ

August 9, 2026

Ghare Ghare Triranga: ଭୁବନେଶ୍ବରରେ ତ୍ରିରଙ୍ଗା ପଦଯାତ୍ରା, ସାମିଲ ହେଲେ ମୁଖ୍ୟମନ୍ତ୍ରୀ

August 9, 2026

ପରବର୍ତ୍ତୀ କିସ୍ତିରେ ୪ ହଜାର ପାଇବେ ଏହି ଚାଷୀ: ଜାଣନ୍ତୁ କିଏ ପାଇବେ ଲାଭ?

August 9, 2026
Latest News

“ଶିକ୍ଷକ ଦାବି ଦିବସ”ରେ ମହାସମାବେଶ ଓ ଅହୋରାତ୍ର ଗଣଧାରଣା: ସମନ୍ୱୟ ସମିତି

August 9, 2026

ଟର୍ବୁଲେନ୍ସର ସମ୍ମୁଖୀନ ହୋଇଥିବା ବିମାନର ପାଇଲଟ୍ ମଦ୍ୟପାନ କରିଥିଲେ?: ଆସିଲା ରିପୋର୍ଟ

August 9, 2026

Ghare Ghare Triranga: ଭୁବନେଶ୍ବରରେ ତ୍ରିରଙ୍ଗା ପଦଯାତ୍ରା, ସାମିଲ ହେଲେ ମୁଖ୍ୟମନ୍ତ୍ରୀ

August 9, 2026

ପରବର୍ତ୍ତୀ କିସ୍ତିରେ ୪ ହଜାର ପାଇବେ ଏହି ଚାଷୀ: ଜାଣନ୍ତୁ କିଏ ପାଇବେ ଲାଭ?

August 9, 2026

ଅଭ୍ୟାସ ମ୍ୟାଚ୍ ପରେ ଭାରତର ପ୍ଲେଇଂ ଇଲେଭେନ ଚୂଡ଼ାନ୍ତ: ସାଇ ସୁଦର୍ଶନଙ୍କ ସ୍ଥାନ ନେବେ ଏହି ଖେଳାଳି

August 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.