Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପାଣିପାଗ ଉପଗ୍ରହ ରିସାଟ୍‌ ୨-ବି ସଫଳତାର ସହ ଉତ୍‌କ୍ଷେପଣ କଲା ଇସ୍ରୋ
ଆଜିର ଖବର

ପାଣିପାଗ ଉପଗ୍ରହ ରିସାଟ୍‌ ୨-ବି ସଫଳତାର ସହ ଉତ୍‌କ୍ଷେପଣ କଲା ଇସ୍ରୋ

May 22, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
isro launches risat 2-b
isro launches risat 2-b

ଭାରତୀୟ ମହାକାଶ ବିଜ୍ଞାନ ସଂସ୍ଥାନ (ଇସ୍ରୋ) ସଫଳତାର ସହ ଆଉ ଏକ ଉପଗ୍ରହ ଉତ୍‌କ୍ଷେପଣ କରିଛି । ରିସାଟ୍‌ ୨ ବି ନାମରେ ନାମିତ ଏହି ଉପଗ୍ରହଟି ଏକ ରାଡାର ଇମେଜିଂ ଉପଗ୍ରହ । ଏହା ଦ୍ବାରା ପାଣିପାଗ ସଙ୍କ୍ରାନ୍ତ ସମସ୍ତ ରିପୋର୍ଟ ମିଳିପାରିବ । ଏହା ଦ୍ବାରା ଚାଷ, ଜଙ୍ଗଲ ଉପରେ ନଜର ତଥା ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ସହଜରେ କରାଯାଇ ପାରିବ । ମେ ୨୨ ତାରିଖ ସକାଳୁ ଉତ୍‌କ୍ଷେପଣ କରାଯାଇଥିବା ଏହି ଉପଗ୍ରହ ଭୂପୃଷ୍ଠରୁ ୫୫୭ କିମି ଉପରେ ରହିଥିବା ଏହାର କକ୍ଷପଥରେ ସଫଳତାର ସହ ପହଞ୍ଚିଛି । ଇସ୍ରୋର ଚେୟାରମ୍ୟାନ୍‌ କେ ଶିବନ ଏହି ମିଶନର ସଫଳତା ନେଇ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ଉପଗ୍ରହଟି ଦିନ ଏବଂ ରାତି ସମସ୍ତ ସମୟର ସ୍ବଚ୍ଛ ଥର୍ମାଲ ଇମେଜିଂ ପ୍ରଦାନ କରିପାରିବ ଯାହାକି ପାଣିପାଗ ସହିତ ସେନା ପାଇଁ ମଧ୍ୟ ଅତ୍ୟନ୍ତ ଉପଯୋଗୀ ରହିବ ବୋଲି ଶିବନ୍‌ କହିଛନ୍ତି ।

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

ଦଳର ନାମ ପରିବର୍ତ୍ତନ କଲେ ସନରାଇଜର୍ସ ହାଇଦ୍ରାବାଦ ମାଲିକ କାବ୍ୟା ମାରାନ୍: ଜାଣନ୍ତୁ ନୂଆ ନାମ କ’ଣ?

November 5, 2025

ବାଲୁଗାଁ ଏସ୍‌ବିଆଇରୁ ୭୭ ଲକ୍ଷ ଟଙ୍କା ଆତ୍ମସାତ୍: ବ୍ୟାଙ୍କ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜ୍ଜୁ

November 5, 2025

କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଦ୍ୱାରା ଲିଖିତ ନିବନ୍ଧକୁ ସେୟାର କଲେ ପ୍ରଧାନମନ୍ତ୍ରୀ ମୋଦୀ

November 5, 2025

ଚିଲିକା ବୋଇତ ବନ୍ଦାଣ ମହୋତ୍ସବ

November 5, 2025
BJP Ads
Latest News

ସୁପ୍ରିମକୋର୍ଟ ପରେ ଆନ୍ତର୍ଜାତୀୟ ବନ୍ୟପ୍ରାଣୀ ବ୍ୟାପାର ସନ୍ଧି ପକ୍ଷରୁ ବନତାରାକୁ ମିଳିଲା କ୍ଲିନ୍ ଚିଟ୍

November 5, 2025

ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ, ମେଗା ପୋର୍ଟ ଘୋଷଣା

November 5, 2025

ଦଳର ନାମ ପରିବର୍ତ୍ତନ କଲେ ସନରାଇଜର୍ସ ହାଇଦ୍ରାବାଦ ମାଲିକ କାବ୍ୟା ମାରାନ୍: ଜାଣନ୍ତୁ ନୂଆ ନାମ କ’ଣ?

November 5, 2025

ବାଲୁଗାଁ ଏସ୍‌ବିଆଇରୁ ୭୭ ଲକ୍ଷ ଟଙ୍କା ଆତ୍ମସାତ୍: ବ୍ୟାଙ୍କ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜ୍ଜୁ

November 5, 2025

କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଦ୍ୱାରା ଲିଖିତ ନିବନ୍ଧକୁ ସେୟାର କଲେ ପ୍ରଧାନମନ୍ତ୍ରୀ ମୋଦୀ

November 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.