Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପାଣିପାଗ ଉପଗ୍ରହ ରିସାଟ୍‌ ୨-ବି ସଫଳତାର ସହ ଉତ୍‌କ୍ଷେପଣ କଲା ଇସ୍ରୋ
ଆଜିର ଖବର

ପାଣିପାଗ ଉପଗ୍ରହ ରିସାଟ୍‌ ୨-ବି ସଫଳତାର ସହ ଉତ୍‌କ୍ଷେପଣ କଲା ଇସ୍ରୋ

May 22, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
isro launches risat 2-b
isro launches risat 2-b

ଭାରତୀୟ ମହାକାଶ ବିଜ୍ଞାନ ସଂସ୍ଥାନ (ଇସ୍ରୋ) ସଫଳତାର ସହ ଆଉ ଏକ ଉପଗ୍ରହ ଉତ୍‌କ୍ଷେପଣ କରିଛି । ରିସାଟ୍‌ ୨ ବି ନାମରେ ନାମିତ ଏହି ଉପଗ୍ରହଟି ଏକ ରାଡାର ଇମେଜିଂ ଉପଗ୍ରହ । ଏହା ଦ୍ବାରା ପାଣିପାଗ ସଙ୍କ୍ରାନ୍ତ ସମସ୍ତ ରିପୋର୍ଟ ମିଳିପାରିବ । ଏହା ଦ୍ବାରା ଚାଷ, ଜଙ୍ଗଲ ଉପରେ ନଜର ତଥା ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ସହଜରେ କରାଯାଇ ପାରିବ । ମେ ୨୨ ତାରିଖ ସକାଳୁ ଉତ୍‌କ୍ଷେପଣ କରାଯାଇଥିବା ଏହି ଉପଗ୍ରହ ଭୂପୃଷ୍ଠରୁ ୫୫୭ କିମି ଉପରେ ରହିଥିବା ଏହାର କକ୍ଷପଥରେ ସଫଳତାର ସହ ପହଞ୍ଚିଛି । ଇସ୍ରୋର ଚେୟାରମ୍ୟାନ୍‌ କେ ଶିବନ ଏହି ମିଶନର ସଫଳତା ନେଇ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ଉପଗ୍ରହଟି ଦିନ ଏବଂ ରାତି ସମସ୍ତ ସମୟର ସ୍ବଚ୍ଛ ଥର୍ମାଲ ଇମେଜିଂ ପ୍ରଦାନ କରିପାରିବ ଯାହାକି ପାଣିପାଗ ସହିତ ସେନା ପାଇଁ ମଧ୍ୟ ଅତ୍ୟନ୍ତ ଉପଯୋଗୀ ରହିବ ବୋଲି ଶିବନ୍‌ କହିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

WTC ପଏଣ୍ଟ ଟେବୁଲ: ଭାରତକୁ ପଛରେ ପକାଇଲା ବାଂଲାଦେଶ, ଅଷ୍ଟ୍ରେଲିଆକୁ ବଡ଼ କ୍ଷତି

August 16, 2026

ଏଲପିଜି ଉପରେ ସରକାରଙ୍କ ବଡ଼ ନିଷ୍ପତ୍ତି: କମ୍ପାନୀଗୁଡ଼ିକ ପାଇଁ ସ୍ଥିର କଲେ କୋଟା 

August 16, 2026

ବାଂଲାଦେଶର ଐତିହାସିକ ବିଜୟ: ଅଷ୍ଟ୍ରେଲିଆ ୯ ୱିକେଟ୍‌ରେ ପରାସ୍ତ

August 16, 2026

ଅଜୟ ଦେବଗନ ଏବଂ ଶାହରୁଖ ଖାନଙ୍କୁ ନୋଟିସ ଜାରି: ତମାଖୁ ପ୍ରଚାର ପାଇଁ ସ୍ପଷ୍ଟୀକରଣ ମାଗିଲା ଏଫଡିଏ

August 16, 2026
Latest News

WTC ପଏଣ୍ଟ ଟେବୁଲ: ଭାରତକୁ ପଛରେ ପକାଇଲା ବାଂଲାଦେଶ, ଅଷ୍ଟ୍ରେଲିଆକୁ ବଡ଼ କ୍ଷତି

August 16, 2026

ଏଲପିଜି ଉପରେ ସରକାରଙ୍କ ବଡ଼ ନିଷ୍ପତ୍ତି: କମ୍ପାନୀଗୁଡ଼ିକ ପାଇଁ ସ୍ଥିର କଲେ କୋଟା 

August 16, 2026

ଦିଲ୍ଲୀ ପଦଯାତ୍ରା ଘୋଷଣା କଲେ କୃଷକ ସଂଗଠନ: ବିଳମ୍ବିତ ରାତିରେ ସିଲ୍ ହେଲା ସୀମା

August 16, 2026

ଚାକିରୀରୁ ବିଦାୟ ନେବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ଡିଜିପି ୱାଇ ବି ଖୁରାନିଆ

August 16, 2026

ବାଂଲାଦେଶର ଐତିହାସିକ ବିଜୟ: ଅଷ୍ଟ୍ରେଲିଆ ୯ ୱିକେଟ୍‌ରେ ପରାସ୍ତ

August 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.