Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତୀୟ ବଜାରରେ ପ୍ରବେଶ କଲା ମର୍ସିଡିଜ୍‌ ଇ କ୍ଲାସ୍‌ର ନୂଆ କାର
ଆଜିର ଖବର

ଭାରତୀୟ ବଜାରରେ ପ୍ରବେଶ କଲା ମର୍ସିଡିଜ୍‌ ଇ କ୍ଲାସ୍‌ର ନୂଆ କାର

May 22, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
mercedes e 200 and 220 d launched in india
mercedes e 200 and 220 d launched in india

ମର୍ସିଡିଜ୍‌ ବେଞ୍ଜର ଦୁଇଟି ନୂତନ ମଡେଲ୍‌ର କାର୍‌ ଭାରତୀୟ ବଜାରରେ ପ୍ରବେଶ କରିଛି । ଏହା ଭାରତୀୟ ବୈଷୟିକ କୌଶଳରେ ନିର୍ମିତ ପ୍ରଥମ ମର୍ସିଡିଜ୍‌ କାର୍‌ । ଇ ୨୦୦ ଏବଂ ଇ ୨୨୦ ଡି ଭାବରେ ଏହି କାର୍‌ ଦୁଇଟିକୁ ନାମିତ କରାଯାଇଛି । ବିଏସ୍‌-6 ଇଞ୍ଜିନ୍‌ରେ ନିର୍ମିତ କାର୍‌ରେ ବୃହତ ଶ୍ରେଣୀର ବୈଶିଷ୍ଟ୍ୟ ମାନ ରହିଛି । କାର୍‌ ଭିତରେ ଏକ ୧୨.୩  ଇଞ୍ଚର ଟଚ୍‌ ସ୍କ୍ରିନ୍‌ ଏଲ୍‌ଇଡି ରହିଥିବା ବେଳେ ଓ୍ବାୟାରଲେସ୍‌ ଚାର୍ଜିଂ ବ୍ୟବସ୍ଥା ରହିଛି । ଭାରତୀୟ ବଜାରରେ ଏହାର ମୂଲ୍ୟ ୫୭  ଲକ୍ଷ ୫୦  ହଜାର ରହିଥିବା ବେଳେ ଏହାର ଅନ୍ୟ ଏକ ଭ୍ୟାରିଆଣ୍ଟ ଇ ୨୨୦  ଡିର ମୂଲ୍ୟ ୫୮  ଲକ୍ଷ ୫୦  ହଜାର ଟଙ୍କା ରହିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

WTC ପଏଣ୍ଟ ଟେବୁଲ: ଭାରତକୁ ପଛରେ ପକାଇଲା ବାଂଲାଦେଶ, ଅଷ୍ଟ୍ରେଲିଆକୁ ବଡ଼ କ୍ଷତି

August 16, 2026

ଏଲପିଜି ଉପରେ ସରକାରଙ୍କ ବଡ଼ ନିଷ୍ପତ୍ତି: କମ୍ପାନୀଗୁଡ଼ିକ ପାଇଁ ସ୍ଥିର କଲେ କୋଟା 

August 16, 2026

ବାଂଲାଦେଶର ଐତିହାସିକ ବିଜୟ: ଅଷ୍ଟ୍ରେଲିଆ ୯ ୱିକେଟ୍‌ରେ ପରାସ୍ତ

August 16, 2026

ଅଜୟ ଦେବଗନ ଏବଂ ଶାହରୁଖ ଖାନଙ୍କୁ ନୋଟିସ ଜାରି: ତମାଖୁ ପ୍ରଚାର ପାଇଁ ସ୍ପଷ୍ଟୀକରଣ ମାଗିଲା ଏଫଡିଏ

August 16, 2026
Latest News

WTC ପଏଣ୍ଟ ଟେବୁଲ: ଭାରତକୁ ପଛରେ ପକାଇଲା ବାଂଲାଦେଶ, ଅଷ୍ଟ୍ରେଲିଆକୁ ବଡ଼ କ୍ଷତି

August 16, 2026

ଏଲପିଜି ଉପରେ ସରକାରଙ୍କ ବଡ଼ ନିଷ୍ପତ୍ତି: କମ୍ପାନୀଗୁଡ଼ିକ ପାଇଁ ସ୍ଥିର କଲେ କୋଟା 

August 16, 2026

ଦିଲ୍ଲୀ ପଦଯାତ୍ରା ଘୋଷଣା କଲେ କୃଷକ ସଂଗଠନ: ବିଳମ୍ବିତ ରାତିରେ ସିଲ୍ ହେଲା ସୀମା

August 16, 2026

ଚାକିରୀରୁ ବିଦାୟ ନେବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ଡିଜିପି ୱାଇ ବି ଖୁରାନିଆ

August 16, 2026

ବାଂଲାଦେଶର ଐତିହାସିକ ବିଜୟ: ଅଷ୍ଟ୍ରେଲିଆ ୯ ୱିକେଟ୍‌ରେ ପରାସ୍ତ

August 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.