Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚାଲିଛି ଧାମନଗର ଭୋଟ ଗ୍ରହଣ, ସୁରକ୍ଷା ବ୍ୟବସ୍ଥା କଡାକଡି
ଆଜିର ଖବର

ଚାଲିଛି ଧାମନଗର ଭୋଟ ଗ୍ରହଣ, ସୁରକ୍ଷା ବ୍ୟବସ୍ଥା କଡାକଡି

November 3, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଚାଲିଛି ଧାମନଗର ଭୋଟ ଗ୍ରହଣ, ସୁରକ୍ଷା ବ୍ୟବସ୍ଥା କଡାକଡି

ଧାମନଗର: ଆଜି ସକାଳ ସାତଟାରୁ ଆରମ୍ଭ ହୋଇଛି ଧାମନଗର ଭୋଟ ଗ୍ରହଣ। ଲୋକମାନଙ୍କ ମଧ୍ୟରେ ଭୋଟ ଦେବାପାଇଁ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି। ସକାଳୁ ସକାଳୁ ଭୋଟରମାନେ ଧାଡିବାନ୍ଧି ଭୋଟ ଦେବା ପାଇଁ ଅପେକ୍ଷା କରୁଥିବାର ଲକ୍ଷ୍ୟ କରାଯାଇଛି। କେତେକ ସ୍ଥାନରେ ଇଭିମ ଖରାପ ଥିବାର ନଜରକୁ ଆସିଛି। ହେଲେ ପରବର୍ତ୍ତି ସମୟରେ ତାହାକୁ ସଜାଡିବା ପରେ ଶାନ୍ତିଶୃଙ୍ଖଳାର ସହିତ ମତଦାନ ଚାଲିଛି।

ଏହି ମତଦାନରେ ପ୍ରାୟ ୨,୩୮,୪୧୭ ଭୋଟର ଅଂଶଗ୍ରହଣ କରୁଛନ୍ତି ଯେଉଁଥିରେ ୧,୨୩,୦୩୮ ପୁରୁଷ, ୧,୧୫,୩୪୬ ମହିଳା ଏବଂ ୩୩ ଉଭୟ ଲିଙ୍ଗି ରହିଛନ୍ତି। ମତଦାନ ପାଇଁ ୨୫୨ ବୁଥର ବନ୍ଦୋବସ୍ତ କରାଯାଇଛି। ଏହି ମତଦାନ ପାଇଁ ମୋଟ ୯୯୭ ପୋଲିସ୍ କର୍ମଚାରୀ, ଅଧିକାରୀ, ସଶସ୍ତ୍ର ପୋଲିସ, ହାଭିଲଦାର, କନଷ୍ଟେବଳ ଏବଂ ହୋମ ଗାର୍ଡଙ୍କ ସମେତ ୦୪ ଟି କମ୍ପାନୀ ସିଏପିଏଫ ନିୟୋଜିତ ହୋଇଛନ୍ତି।

Dhamnagar Byelection Dhamnagar Voting ଧାମନଗର ଉପନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରବଳ ବର୍ଷା ଯୋଗୁଁ ପୁରୀ ବେଳାଭୂମିରେ ଲାଗିଲା ରେଡଫ୍ଲାଗ୍‌

September 22, 2026

ଅଳ୍ପକେ ପରାଜୟରୁ ବଞ୍ଚିଲା ଭାରତ: ଶେଷ ଓଭରରେ ଜାପାନ ଠାରୁ ଜିତିଲା ଟିମ୍ ଇଣ୍ଡିଆ

September 22, 2026

ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ, ଶୋକ ପ୍ରସ୍ତାବ ପରେ ବିରୋଧୀଙ୍କ ହଟ୍ଟଗୋଳ

September 22, 2026

ବିହାର: ଭୂମିହୀନ ପରିବାର ପାଇଁ ଜମି, ଆଜିଠାରୁ ପଞ୍ଚାୟତରେ ସ୍ୱତନ୍ତ୍ର ଶିବିର

September 22, 2026
Latest News

ପ୍ରବଳ ବର୍ଷା ଯୋଗୁଁ ପୁରୀ ବେଳାଭୂମିରେ ଲାଗିଲା ରେଡଫ୍ଲାଗ୍‌

September 22, 2026

ଅଳ୍ପକେ ପରାଜୟରୁ ବଞ୍ଚିଲା ଭାରତ: ଶେଷ ଓଭରରେ ଜାପାନ ଠାରୁ ଜିତିଲା ଟିମ୍ ଇଣ୍ଡିଆ

September 22, 2026

ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ, ଶୋକ ପ୍ରସ୍ତାବ ପରେ ବିରୋଧୀଙ୍କ ହଟ୍ଟଗୋଳ

September 22, 2026

ବିହାର: ଭୂମିହୀନ ପରିବାର ପାଇଁ ଜମି, ଆଜିଠାରୁ ପଞ୍ଚାୟତରେ ସ୍ୱତନ୍ତ୍ର ଶିବିର

September 22, 2026

ଏସୀୟ କ୍ରୀଡ଼ାରେ ଇତିହାସ ରଚିଲା ମହିଳା କ୍ରିକେଟ୍ ଦଳ, ଭରତ ପାଇଁ ଜିତିଲା ପ୍ରଥମ ସ୍ୱର୍ଣ୍ଣ

September 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.