ଧାମନଗର ଉପନିର୍ବାଚନରେ ଦିନ ଏଗାରଟା ସୁଦ୍ଧା ହେଲା ଏତିକି ପ୍ରତିଶତ ମତଦାନ

Published: Nov 3, 2022, 11:32 am IST

ଭୁବନେଶ୍ବର:  ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଭୋଟ ପ୍ରତିଶତ ଘୋଷଣା କରାଯାଇଛି। ସେହି ଅନୁସାରେ ଧାମନଗର ଉପନିର୍ବାଚନରେ ଦିନ 11ଟା ସୁଦ୍ଧା 22.36 ପ୍ରତିଶତ ଭୋଟ ଗ୍ରହଣ ହୋଇଛି।

ଆଜି ସକାଳ ସକାଳ 9ଟା ସୁଦ୍ଧା 10.25 ପ୍ରତିଶତ ଭୋଟ ଗ୍ରହଣ ହୋଇଥିଲା। ଏଥିରୁ ସ୍ପଷ୍ଟ ହୋଇଛି ଯେ, ଧାମନଗରବାସୀ ଏହି ଗଣତନ୍ତ୍ର ପକ୍ରିୟାରେ ଯୋଗଦାନ କରିବା ପାଇଁ ଆଗ୍ରହ ସୃଷ୍ଟି ହୋଇଛି।

Related posts