Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିର୍ବାଚନୀ ଫଳାଫଳ ଅପଡେଟ୍‌ : ବିଜୟରେ ବିଜେପିର ଶତକ, ମୋଦିଙ୍କ ରେକର୍ଡ ବିଜୟ
ଆଜିର ଖବର

ନିର୍ବାଚନୀ ଫଳାଫଳ ଅପଡେଟ୍‌ : ବିଜୟରେ ବିଜେପିର ଶତକ, ମୋଦିଙ୍କ ରେକର୍ଡ ବିଜୟ

May 23, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
election counting begins from 8.00 am
election counting begins from 8.00 am

ସପ୍ତଦଶ ଲୋକସଭାର ଭୋଟ୍‌ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଇଭିଏମ୍‌ରେ ସିଲ୍‌ ହୋଇଥିବା ନେତାଙ୍କ ଭାଗ୍ୟର ଫଳାଫଳ ଆଜି ଜଣାପଡ଼ିବ । ପାଖାପାଖି ୪୦ ଦିନ ଧରି ଚାଲିରହିଥିବା ସାତ ପର୍ଯ୍ୟାୟ ବିଶିଷ୍ଟ ନିର୍ବାଚନରେ ଫଳାଫଳ  ଆସିବା ପରେ ସରକାର ଗଠନ ନେଇ ଚିତ୍ର ସ୍ପଷ୍ଟ ହେବ । ପୁନର୍ବାର ମୋଦି ସରକାର ନା ଭୋଟରମାନେ ତାଙ୍କର ମତ ପରିବର୍ତ୍ତନ କରିଛନ୍ତି, ଏସବୁର ଉତ୍ତର ଆଉ କିଛି ସମୟ ମଧ୍ୟରେ ମିଳିଯିବ ।  ବିଜୟରେ ଭାରତୀୟ ଜନତା ପାର୍ଟି ଶତକ ହାସଲ କରିସାରିଥିବା ବେଳେ ୨୩୯ ରୁ ଅଧିକ ଆସନରେ ଅଗ୍ରଣୀ ରହିଛି । ଏହା ସହିତ ବାରଣାସୀରୁ ନିର୍ବାଚନ ଲଢୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜୟୀ ହୋଇଛନ୍ତି । ମୋଦି ପ୍ରାୟ ୩.୮୫ ଲକ୍ଷ ଭୋଟରେ ବିଜୟୀ ହୋଇ ନିଜର ପୂର୍ବ ରେକର୍ଡ ଭାଙ୍ଗିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଚଣ୍ଡ ଗରମରୁ ମିଳିବ ଆଶ୍ଵସ୍ତି!: ଓଡ଼ିଶାରେ ପହଞ୍ଚିଲା ମୌସୁମୀ

June 12, 2026

କଂଗ୍ରେସ ନେତ୍ରୀ ମୀନାକ୍ଷୀ ନଟରାଜନଙ୍କୁ ଝଟକା: ଆବେଦନ ଶୁଣିବାକୁ ମନାକଲେ ସୁପ୍ରିମକୋର୍ଟ

June 12, 2026

କେରଳକୁ ଛୁଇଁଲା ନିପା ଭାଇରସ୍: ଜାଣନ୍ତୁ ଏହା କିପରି ବ୍ୟାପିଥାଏ ଏବଂ କେତେ ବିପଦପୂର୍ଣ୍ଣ?

June 12, 2026

ଆମେରିକା ଆକ୍ରମଣରେ ଭାରତୀୟଙ୍କ ମୃତ୍ୟୁରେ ଇରାନ ଦୁଃଖିତ: ଟ୍ରମ୍ପଙ୍କୁ ଭର୍ତ୍ସନା

June 12, 2026
Latest News

ଏବେ ପେଟ୍ରୋଲ-ଡିଜେଲ ପାଇଁ କଟକଣା: ଜାଣନ୍ତୁ ସର୍ବାଧିକ କେତେ ଲିଟର କିଣିପାରିବେ ଗ୍ରାହକ?

June 12, 2026

ପ୍ରଚଣ୍ଡ ଗରମରୁ ମିଳିବ ଆଶ୍ଵସ୍ତି!: ଓଡ଼ିଶାରେ ପହଞ୍ଚିଲା ମୌସୁମୀ

June 12, 2026

କଂଗ୍ରେସ ନେତ୍ରୀ ମୀନାକ୍ଷୀ ନଟରାଜନଙ୍କୁ ଝଟକା: ଆବେଦନ ଶୁଣିବାକୁ ମନାକଲେ ସୁପ୍ରିମକୋର୍ଟ

June 12, 2026

କେରଳକୁ ଛୁଇଁଲା ନିପା ଭାଇରସ୍: ଜାଣନ୍ତୁ ଏହା କିପରି ବ୍ୟାପିଥାଏ ଏବଂ କେତେ ବିପଦପୂର୍ଣ୍ଣ?

June 12, 2026

ଆମେରିକା ଆକ୍ରମଣରେ ଭାରତୀୟଙ୍କ ମୃତ୍ୟୁରେ ଇରାନ ଦୁଃଖିତ: ଟ୍ରମ୍ପଙ୍କୁ ଭର୍ତ୍ସନା

June 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.