Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିର୍ବାଚନୀ ଫଳାଫଳ ଅପଡେଟ୍‌ : ବିଜେଡିର ପ୍ରଣବ ବଳବନ୍ତରାୟ, ମିନାକ୍ଷୀ ମହାନ୍ତି, ମଂଜୁଳା ସ୍ବାଇଁ  ବିଜୟୀ
ଆଜିର ଖବର

ନିର୍ବାଚନୀ ଫଳାଫଳ ଅପଡେଟ୍‌ : ବିଜେଡିର ପ୍ରଣବ ବଳବନ୍ତରାୟ, ମିନାକ୍ଷୀ ମହାନ୍ତି, ମଂଜୁଳା ସ୍ବାଇଁ  ବିଜୟୀ

May 23, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସପ୍ତଦଶ ଲୋକସଭାର ଭୋଟ୍‌ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଇଭିଏମ୍‌ରେ ସିଲ୍‌ ହୋଇଥିବା ନେତାଙ୍କ ଭାଗ୍ୟର ଫଳାଫଳ ଆଜି ଜଣାପଡ଼ିବ । ପାଖାପାଖି ୪୦ ଦିନ ଧରି ଚାଲିରହିଥିବା ସାତ ପର୍ଯ୍ୟାୟ ବିଶିଷ୍ଟ ନିର୍ବାଚନରେ ଫଳାଫଳ  ଆସିବା ପରେ ସରକାର ଗଠନ ନେଇ ଚିତ୍ର ସ୍ପଷ୍ଟ ହେବ । ତେବେ ଏପର୍ଯ୍ୟନ୍ତ ଆସିଥିବା ଫଳାଫଳକୁ ଦେଖିଲେ ମୋଦି ସରକାର ପୁନର୍ବାର ସଫଳତାର ସହ ଶାସନ କ୍ଷମତାକୁ ଆସିବାକୁ ଯାଉଛନ୍ତି। ଓଡ଼ିଶା ରାଜନୀତିରେ ବିଜେଡ଼ି ଓ ବିଜେପି ମଧ୍ୟରେ ବିଜେଡ଼ିର ପଲ୍ଲା ବେଶ୍ ଭାରି ରହିଛି । ଯାଜପୁର ଧର୍ମଶାଳାରେ ବିଜେଡ଼ି ପ୍ରାର୍ଥୀ ପ୍ରଣବ ବଳବନ୍ତରାୟ, କେନ୍ଦୁଝରର ଚମ୍ପୁଆରେ ବିଜେଡ଼ିର ମିନାକ୍ଷୀ ମହାନ୍ତି, ଗଞ୍ଜାମ ଆସ୍କାରେ ବିଜେଡ଼ିର ମଂଜୁଳା ସ୍ବାଇଁ ବିଜୟୀ ହୋଇଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ମହାରାଜା ଫିଲ୍ମ ହଲରେ ମାରପିଟ୍

May 22, 2026

କେନ୍ଦ୍ର କ୍ୟାବିନେଟ ବୈଠକ : କମ୍ ସମୟରେ ଅଧିକ କାମ

May 22, 2026

ନିର୍ମାଣ ବିଭାଗର ସମୀକ୍ଷା : ଦୁର୍ନୀତିମୁକ୍ତ କାର୍ଯ୍ୟାନ୍ବୟନକୁ ଗୁରୁତ୍ବ

May 21, 2026

ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଗୁଇନ୍ଦା ସୂଚନା ସଂଗ୍ରହକୁ ସୁଦୃଢ଼ କରୁଛି ରେଳବାଇ: ଅଶ୍ୱିନୀ ବୈଷ୍ଣବ

May 21, 2026
Latest News

ମହାରାଜା ଫିଲ୍ମ ହଲରେ ମାରପିଟ୍

May 22, 2026

କେନ୍ଦ୍ର କ୍ୟାବିନେଟ ବୈଠକ : କମ୍ ସମୟରେ ଅଧିକ କାମ

May 22, 2026

ନିର୍ମାଣ ବିଭାଗର ସମୀକ୍ଷା : ଦୁର୍ନୀତିମୁକ୍ତ କାର୍ଯ୍ୟାନ୍ବୟନକୁ ଗୁରୁତ୍ବ

May 21, 2026

ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଗୁଇନ୍ଦା ସୂଚନା ସଂଗ୍ରହକୁ ସୁଦୃଢ଼ କରୁଛି ରେଳବାଇ: ଅଶ୍ୱିନୀ ବୈଷ୍ଣବ

May 21, 2026

ଚାନ୍ଦପୁର ମଣ୍ଡଳ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ଶକ୍ତି ପଦଯାତ୍ରା

May 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.