Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୧୦୦ ପ୍ରତିଶତ ବିଦ୍ୟୁତିକରଣ ମିଶନ ଦିଗରେ ଅଗ୍ରସର ଭାରତୀୟ ରେଳ
ଆଜିର ଖବର

୧୦୦ ପ୍ରତିଶତ ବିଦ୍ୟୁତିକରଣ ମିଶନ ଦିଗରେ ଅଗ୍ରସର ଭାରତୀୟ ରେଳ

November 10, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
Indian Railways
ରେଳ କର୍ମଚାରୀଙ୍କ ପାଇଁ ୭୮ ଦିନର ଉତ୍ପାଦକତା ଆଧାରିତ ବୋନସ ମଞ୍ଜୁର କଲା କେନ୍ଦ୍ର କ୍ୟାବିନେଟ

ନୂଆଦିଲ୍ଲୀ: ଭାରତୀୟ ରେଳ ନିଜର ସମ୍ପୂର୍ଣ୍ଣ ବ୍ରଡଗେଜ୍ ନେଟୱର୍କ ବିଦ୍ୟୁତିକରଣର ମହତ୍ତ୍ବାକାଂକ୍ଷୀ ଯୋଜନା ପ୍ରାରମ୍ଭ କରିଛି। ଏହି ଯୋଜନା ଦ୍ବାରା କେବଳ ଉନ୍ନତ ଇନ୍ଧନ ଶକ୍ତିର ଉପଯୋଗ ହେବ ନାହିଁ, ଯଦ୍ବାରା ଉତ୍ପାଦନ ବଢ଼ିବ ଏବଂ ଏହା ସହିତ ଇନ୍ଧନ ଖର୍ଚ୍ଚ ହ୍ରାସ ହେବ ଓ ମୂଲ୍ୟବାନ ବିଦେଶୀ ମୁଦ୍ରାର ସଞ୍ଚୟ ମଧ୍ୟ ହୋଇ ପାରିବ।

ଆର୍ଥିକ ବର୍ଷ 2022-23 ସମୟରେ ଅକ୍ଟୋବର 2022 ପର୍ଯ୍ୟନ୍ତ ଭାରତୀୟ ରେଳ 1223 ରୁଟ କିଲୋମିଟର ର ବିଦ୍ୟୁତିକରଣର କାମ କରିସାରିଛି। ଆର୍ଥିକ ବର୍ଷ 2021-22 ର ଏହି ଅବଧି ମଧ୍ୟରେ 895 ରୁଟ୍ କିଲୋମିଟରର ବିଦ୍ୟୁତିକରଣ ହୋଇଥିଲା। ଏହା ଗତ ବର୍ଷର ସମାନ ଅବଧିର ପରିସଂଖ୍ୟାନ ଠାରୁ 36.64 ପ୍ରତିଶତ ଅଧିକ ଅଟେ।

ଏହା ମହତ୍ତ୍ବପୂର୍ଣ୍ଣ ଯେ ଭାରତୀୟ ରେଳର ଇତିହାସରେ 2021-22 ସମୟରେ 6366 ରୁଟ୍ କିଲୋମିଟରର ରେକର୍ଡ଼ ବିଦ୍ୟୁତିକରଣ କରାଯାଇଛି। ଏହା ପୂର୍ବରୁ 2020-21 ସମୟରେ ସବୁଠାରୁ ଅଧିକ ବିଦ୍ୟୁତିକରଣ 6015 ରୁଟ୍ କିଲୋମିଟରର ହୋଇଥିଲା।

31.10.2022 ସୁଦ୍ଧା ଭାରତୀୟ ରେଳର ବ୍ରଡଗେଜ୍ ନେଟୱର୍କ 65,141 ରୁଟ୍ କିଲୋମିଟର (କେଆରସିଏଲ୍ ସହିତ) ମଧ୍ୟରୁ 53,470 ବ୍ରଡଗେଜ୍ ରୁଟ୍ କିଲୋମିଟରର ବିଦ୍ୟୁତିକରଣ କରାଯାଇଛି, ଯାହା ସମୁଦାୟ ବ୍ରଡଗେଜ୍ ନେଟୱର୍କର 82.08 ପ୍ରତିଶତ ଅଟେ।

ଭାରତୀୟ ରେଳ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ପୋଲିସ ମୁଖ୍ୟାଳୟରେ ୬୭ତମ ପୋଲିସ ଶହୀଦ ସ୍ମୃତି ଦିବସ

October 21, 2026

ଧସିଲା କୋଚିଳା ନଦୀର ଡାହାଣ ପାର୍ଶ୍ୱ ବନ୍ଧ

October 21, 2026

ଭୁବନେଶ୍ୱରର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ଦର୍ଶନ କଲେ ଓଜେସି ସଭାପତି ମହମ୍ମଦ ମୋକିମ

October 21, 2026

Jio IPO Opening Day: ପ୍ରଥମ ଦିନ ସନ୍ଧ୍ୟା ସୁଦ୍ଧା ମୋଟ ସବସ୍କ୍ରିପସନ ୩ ଗୁଣ, ଜିଓ ଆଇପିଓର ଧମାକାଦାର ଆରମ୍ଭ

October 21, 2026
Latest News

ରାଜ୍ୟ ପୋଲିସ ମୁଖ୍ୟାଳୟରେ ୬୭ତମ ପୋଲିସ ଶହୀଦ ସ୍ମୃତି ଦିବସ

October 21, 2026

Govinda in Puri: ପୁରୀରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲେ ବଲିଉଡର ପ୍ରଖ୍ୟାତ ଅଭିନେତା ଗୋବିନ୍ଦା, କହିଲେ..

October 21, 2026

ଧସିଲା କୋଚିଳା ନଦୀର ଡାହାଣ ପାର୍ଶ୍ୱ ବନ୍ଧ

October 21, 2026

ଭୁବନେଶ୍ୱରର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ଦର୍ଶନ କଲେ ଓଜେସି ସଭାପତି ମହମ୍ମଦ ମୋକିମ

October 21, 2026

Jio IPO Opening Day: ପ୍ରଥମ ଦିନ ସନ୍ଧ୍ୟା ସୁଦ୍ଧା ମୋଟ ସବସ୍କ୍ରିପସନ ୩ ଗୁଣ, ଜିଓ ଆଇପିଓର ଧମାକାଦାର ଆରମ୍ଭ

October 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.