Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନରେନ୍ଦ୍ର ମୋଦିଙ୍କ ବିପୁଳ ବିଜୟରେ ଅନ୍ତର୍ଜାତୀୟ ନେତୃ ବୃନ୍ଦଙ୍କ ଶୁଭେଚ୍ଛାର ସୁଅ
ଆଜିର ଖବର

ନରେନ୍ଦ୍ର ମୋଦିଙ୍କ ବିପୁଳ ବିଜୟରେ ଅନ୍ତର୍ଜାତୀୟ ନେତୃ ବୃନ୍ଦଙ୍କ ଶୁଭେଚ୍ଛାର ସୁଅ

May 23, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
global leader congratulate modi
global leader congratulate modi

ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଏନ୍‌ଡିଏ ଅଦ୍ଭୂତପୂର୍ବ ବିଜୟ ହାସଲ କରିବା ପରେ ଆନ୍ତର୍ଜାତୀୟ ନେତୃବୃନ୍ଦଙ୍କ ପକ୍ଷରୁ ମୋଦିଙ୍କ ନିମନ୍ତେ ଶୁଭେଚ୍ଛାର ଶୁଅ ଛୁଟିଛି । ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ପ୍ରାୟ 340 ରୁ ଅଧିକ ଆସନରେ ବିଜୟୀ ହୋଇଛି। ମୋଦିଙ୍କ ଏହି ଅଦ୍ଭୂତପୂର୍ବ ବିଜୟ ପରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁତିନ୍‌, ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ, ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁ, ଭୁଟାନ୍‌ ପ୍ରଧାନମନ୍ତ୍ରୀ ଲୋଟେ ସେରିଂ , ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରେନିଲ୍‌ ଓ୍ବିକ୍ରମସିଂ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ପ୍ରମୁଖ ଶୁଭେଚ୍ଛା ଜଣାଇଥିଲେ । ଋଷ ରାଷ୍ଟ୍ରପତି ପୁତିନ ଫୋନ୍‌ ଯୋଗେ ମୋଦିଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ ଚୀନ୍‌ ରାଷ୍ଟ୍ରପତିଙ୍କ ତରଫରୁ ଚୀନ୍‌ ରାଷ୍ଟ୍ରଦୂତ ମୋଦିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ମୋଦିଙ୍କୁ ସର୍ବପ୍ରଥମେ ଶୁଭେଚ୍ଛା ଜଣାଇଥିଲେ ନେତନ୍ୟାହୁ । ଆପଣଙ୍କର ଅବିଶ୍ବସନୀୟ ନିର୍ବାଚନୀ ବିଜୟ ପାଇଁ ମୁଁ ଆପଣଙ୍କୁ ଶୁଭେଚ୍ଛା ଜଣାଇବାକୁ ଚାହୁଁଛି ବୋଲି ନେତନ୍ୟାହୁ ଟ୍ବିଟ୍ଟର ଜରିଆରେ ସେୟାର କରିଥିଲେ । ଏକତ୍ର ହୋଇ ଆମ୍ଭେ ଭାରତ ଏବଂ ଇସ୍ରାଏଲର ବନ୍ଧୁତ୍ବକୁ ଅଲଗା ସ୍ତରକୁ ନେବା ବୋଲି ନେତନ୍ୟାହୁ କହିଥିଲେ । ଜାପାନ୍‌ର ପ୍ରଧାନମନ୍ତ୍ରୀ ଆବେ ସିଞ୍ଜୋ ମଧ୍ୟ ଫୋନ୍‌ କରି ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପାକିସ୍ତାନ ରାଷ୍ଟ୍ରପତି ଆରିଫ୍‌ ଆଲ୍‌ଭି ଏବଂ ଇମ୍ରାନ୍‌ ଖାନ୍‌ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଚିକିତ୍ସା ଅବହେଳାରୁ ଦୁଇଜଣଙ୍କ ମୃତ୍ୟୁ ଅଭିଯୋଗ

June 15, 2026

ମଦ ଦୋକାନରେ ପଶି ହାଣିଲେ

June 14, 2026

ଫାୟାରିଂରେ ଗ୍ୟାରେଜ ମାଲିକ ମୃତ

June 14, 2026

ସାନି NEET UG ପାଇଁ ଆସିଲା ଆଡମିଟ କାର୍ଡ

June 14, 2026
Latest News

ଚିକିତ୍ସା ଅବହେଳାରୁ ଦୁଇଜଣଙ୍କ ମୃତ୍ୟୁ ଅଭିଯୋଗ

June 15, 2026

ମଦ ଦୋକାନରେ ପଶି ହାଣିଲେ

June 14, 2026

ଫାୟାରିଂରେ ଗ୍ୟାରେଜ ମାଲିକ ମୃତ

June 14, 2026

ସାନି NEET UG ପାଇଁ ଆସିଲା ଆଡମିଟ କାର୍ଡ

June 14, 2026

ଆକାଶରୁ ମୃତ୍ୟୁର ବଜ୍ରାଘାତ: କୁଡିଆରେ ଆଶ୍ରୟ ନେଇ ଜୀବନ ହାରିଲେ ଦୁଇ ଜଣ

June 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.