Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସର୍ବାଧିକ ଭୋଟରେ ଆସ୍କା ଲୋକସଭା ଆସନରୁ ବିଜୟ ହେଲେ ପ୍ରମିଳା ବିଶୋୟୀ
ଆଜିର ଖବର

ସର୍ବାଧିକ ଭୋଟରେ ଆସ୍କା ଲୋକସଭା ଆସନରୁ ବିଜୟ ହେଲେ ପ୍ରମିଳା ବିଶୋୟୀ

May 23, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Aska bjd candidate Pramila Bisoi win loksabha seat
Aska bjd candidate Pramila Bisoi win loksabha seat

ଓଡିଶାର ଲୋକସଭା ଆସନରେ ସର୍ବାଧିକ ଭୋଟରେ ବିଜୟଲାଭ କରିଛନ୍ତି ଆସ୍କା ବିଜେଡି ପ୍ରାର୍ଥୀ ପ୍ରମିଳା ବିଶୋଇ।ପ୍ରଥମ ଥର ସାଂସଦକୁ ନିର୍ବାଚିତ ହୋଇଥିବା ପ୍ରମିଳା ନିଜର ନିକଟତମ ବିଜେପି ପ୍ରତିଦ୍ବନ୍ଦୀ ଅନିତା ଶୁଭଦର୍ଶିନୀଙ୍କୁ ୨ଲକ୍ଷରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି । ପ୍ରମିଳାଙ୍କୁ ୫ ଲକ୍ଷ ୪୧ ହଜାର ୧୯୭ ଭୋଟ ମିଳିଥିଲା । ମିଶନ ଶକ୍ତି ମହିଳା ଭାବେ ପରିଚିତ ପ୍ରମିଳାଙ୍କୁ ନବୀନ ପ୍ରାର୍ଥୀ କରି ଏକ ନୂଆ ଇତିହାସ ସୃଷ୍ଟି କରିଥିଲେ। ଆସ୍କାରୁ ବହୁ ନେତା ବିଜେଡି ଟିକେଟ ପାଇବାକୁ ଆଶା ରଖିଥିଲେ। ହେଲେ ନବୀନ ସମସ୍ତଙ୍କୁ ଚକମା ଦେଖାଇ ପ୍ରମିଳାଙ୍କୁ ଲୋକସଭା ଟିକେଟ ଦେଇଥିଲେ। ସେତିକି ନୁହେଁ ନବୀନ ପ୍ରମିଳାଙ୍କୁ ସାଥିରେ ନେଇ ନିର୍ବାଚନ ପ୍ରଚାର ମଧ୍ୟ କରିଥିଲେ। ମୁଖ୍ୟତଃ ମିଶନ ଶକ୍ତି ମହିଳାଙ୍କୁ ଏକ ବାର୍ତ୍ତା ଦେବା ପାଇଁ ନବୀନ ଏପରି ଷ୍ଟାଟ୍ରେଜି କରି ବେଶ ସଫଳତା ହାସଲ କରିପାରିଛନ୍ତି। ପାଠଶାଠ ପଢି ନ ଥିବା ପ୍ରମିଳା ଓଡିଶା ରାଜନୀତିରେ ଏକ ଉଦାହରଣ ପାଲଟିଯାଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

‘ତୈଳ କ୍ରୟ ସମ୍ପର୍କରେ ପାଶ୍ଚାତ୍ୟ ଦେଶଗୁଡ଼ିକର ଦୋମୁହାଁ ନୀତି’: ଆମେରିକାକୁ ଟାର୍ଗେଟ କଲା ଭାରତ

June 12, 2026

ବକେୟା ଦରମା ଦାବିରେ ଏମ୍ସ ଭୁବନେଶ୍ୱରରେ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ଧାରଣା

June 12, 2026

ରାଜ୍ୟସଭା ନିର୍ବାଚନ: କର୍ଣ୍ଣାଟକରେ କଂଗ୍ରେସ, ମଧ୍ୟପ୍ରଦେଶରେ ବିଜେପିର ନିର୍ବିରୋଧ ବିଜୟ

June 12, 2026

ବିଜେପି ସରକାରକୁ ଦୁଇ ବର୍ଷ : ଉପଲବ୍ଧିର ଉତ୍ସବ ନା ଆତ୍ମସମୀକ୍ଷାର ସମୟ

June 12, 2026
Latest News

‘ତୈଳ କ୍ରୟ ସମ୍ପର୍କରେ ପାଶ୍ଚାତ୍ୟ ଦେଶଗୁଡ଼ିକର ଦୋମୁହାଁ ନୀତି’: ଆମେରିକାକୁ ଟାର୍ଗେଟ କଲା ଭାରତ

June 12, 2026

ଆଜିଠୁ ମହିଳା ଟି-୨୦ ବିଶ୍ୱକପ୍: ଅଧୁରା ସ୍ୱପ୍ନ ପୂରଣ କରିପାରିବ କି ଟିମ୍ ଇଣ୍ଡିଆ?

June 12, 2026

ବକେୟା ଦରମା ଦାବିରେ ଏମ୍ସ ଭୁବନେଶ୍ୱରରେ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ଧାରଣା

June 12, 2026

ରାଜ୍ୟସଭା ନିର୍ବାଚନ: କର୍ଣ୍ଣାଟକରେ କଂଗ୍ରେସ, ମଧ୍ୟପ୍ରଦେଶରେ ବିଜେପିର ନିର୍ବିରୋଧ ବିଜୟ

June 12, 2026

ନିର୍ଦ୍ବନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହେବାପରେ ବିଜେପି ତରଫରୁ ଦେବାଶିଷଙ୍କୁ ସ୍ବାଗତ

June 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.